ଫିଲ୍ମ ଜଗତ ପାଇଁ ଆସିଲା ବଡ ଦୁଃଖର ଖବର,ଏବେ ଏବେ ଏହି Heroin ଙ୍କ ଦେ-ହା-ନ୍ତ ରେ ଖେଳି ଯାଇଛି ସୋକର ଲହରୀ,ଶୋକାକୁଳ ହେଲା ପରିବେଶ…

Actress Pratyusha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ପ୍ରତ୍ୟୁଷା ଙ୍କୁ ବହୁତ ଭଲ ଭାବେ ଜାଣିଥିବେ । ତାଙ୍କର ଅଭିନୟ ଅନେକ ଲୋକ ମାନେ ଦେଖିବା ପାଇଁ ପସନ୍ଦ କରିଥାନ୍ତି । ନିଜର ଅଭିନୟ ମାଧ୍ୟମରେ ସେ ଲୋକ ମାନଙ୍କ ପାଖରେ ପ୍ରିୟ ହୋଇ ପାରିଛନ୍ତି । ତେବେ କେବଳ ସେ ନିଜର ଅଭିନୟ ପାଇଁ ହିଁ ସାରା ଓଡିଶା ର ଘରେ ଘରେ ପିରିିଚିତ ଅଟନ୍ତି । ଏହି ଅଭିନେତ୍ରୀ ଙ୍କ ଅଭିନୟ କୁ ବହୁତ ଲୋକ ମାନେ ପସନ୍ଦ କରିଥାନ୍ତି ।

ସେ ଅନେକ ଆଲବମ୍ ଏବଂ ଅନେକ ସିରିଏଲ ରେ କାମ କରିଛନ୍ତି । ଏହା ସହିତ ଅଭିନୟ ଦୁନିଆରେ ସେ ନିଜର ଏକ ବିଶେଷ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିବା ବେଳେ ବର୍ତମାନ ସମୟ ରେ ଏହି ଅଭିନେତ୍ରୀ ଙ୍କର ମୃ-ତ୍ୟୁ ହୋଇଜାଇଛି । ତାଙ୍କର ମୃ-ତ୍ୟୁ ଖବର ସୁଣିବା ପରେ ବର୍ତମାନ ସମୟ ରେ ତାଙ୍କର ଫେନ ମାନେ ବହୁତ ପରିମାଣ ରେ ଦୁଖଃ ପ୍ରକାଶ କରୁଛନ୍ତି ।

ତେବେ ଏହି ଅଭିନେତ୍ରୀ ଙ୍କ ଏମିତି ଅକାଳ ବିୟୋଗ କୁ କେହି ବି ବହୁତ ସହଜ ରେ ବିଶ୍ୱାସ କରି ପାରୁ ନାହଁନ୍ତି । ସେମିତି ରେ ଏହି ଅଭିନେତ୍ରୀ ଜଣଙ୍କ ନିଜର କେରିଅର ରେ ବହୁତ ଷ୍ଟଗଲ କରିଥିବା ବେଳେ ଆଗାମୀ ସମୟ ରେ ତାଙ୍କୁ ବହୁତ ପରିମାଣ ରେ ସଫଳତା ହାସଲ କରିବା ପାଇଁ ସୁଯୋଗ ମିଳିଥାନ୍ତା ହେଲେ ବର୍ତମାନ ସମୟ ରେ ତାଙ୍କର ମୃ-ତ୍ୟୁ ହୋଇ ଜାଇଛି ।

Pratyusha

ତେବେ ଏଠାରେ ଆପଣ ମାନଙ୍କୁ ଜଣେଇ ଦେବୁକି ତାଙ୍କର ମୃ-ତ୍ୟୁ ର କାରଣ ଏକ ଗ୍ୟାସ ସିଲିଣ୍ଡର ବୋଲି ଜଣା ପଡିଛି । ଘରେ କିଚେନ ରେ ଗ୍ୟାସ ସିଲିଣ୍ଡର ଫାଟିବାରୁ ତାଙ୍କର ମୃ-ତ୍ୟୁ ହୋଇଥିବାର ଜଣା ପଡିଛି । ତେବେ ଏହି ଅଭନେତ୍ରୀ ଙ୍କ ମୃ-ତ୍ୟୁ ଖବର ବର୍ତମାନ ସମୟ ରେ ସୋସିଆଲ ମିଡିଆରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ତେବେ ଆମେ ଆମର ଟିମ୍ ତରଫ ରୁ ପ୍ରତ୍ୟୁଷା ଙ୍କ ଆତ୍ମା ର ସଦଗତି କାମନା କରୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *