ବଡ ଘୋଷଣା ପୁଣି ହେବ ଭୟଙ୍କର Lockdown, କଣ ରହିବ ଖୋଲା ଆଉ କଣ ବନ୍ଦ ରହିବ ଜାଣନ୍ତୁ

lockdown

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ଥରେ ଦେଶରେ ବଢିଲା ଭୟଙ୍କର କୋରନା ସଂଙ୍କ୍ରମଣ ଜାହା ପାଇଁ ପୁଣି ଥରେ ହୋଇ ପାରେ ଭୟଙ୍କର ଲକଡାଉନ । ତେବେ ଏହି ଲକଡାଉନ କେବେ ଠାରୁ ଆରମ୍ଭ ହେବ ଏବଂ କେଉଁଠାରୁ ସ୍ଥାନକୁ ସତର୍କ ସୂଚନା ଜାରି ହୋଇଛି । ସେହି ନେଇ ସଂମ୍ପର୍ଣ୍ଣ ଅପଡେଟ ଜାଣିବା । ତେବେ ବର୍ତମାନ ସମୟ ରେ ଜାହା ସୂଚନା ମିଳିଛି ଦେଶରେ ପୁଣି ଡରେଇବା ପାଇଁ ଲାଗିଛି କୋରନା ମହାମାରୀ କିଛି ଦିନର ବିରତି ପରେ ପୁଣି ଏବେ ଉପର ମୁହାଁ ହୋଇଛି କୋରନା ଗ୍ରାଫ୍ ପୁଣି 10 ହଜାର ଆଡକୁ ମୁହାଁଉଛି କୋରନା ଗ୍ରାଫ୍ । ଜାହାକି ଦେଶବାସୀ ଙ୍କ ପାଇଁ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞ୍ୟ ମାନଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟି ଜାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷ ରୁ ମିଳିଥିବା ସୂଚନା ଅନୁସାରେ 24 ଘଣ୍ଟା ମଧ୍ୟରେ ଦେଶରେ ଆକ୍ରାନ୍ତ ଙ୍କ ସଂଖ୍ୟା 10 ହଜାର ଟପିଛି । ଜାହା ବର୍ତମାନ ସମୟ ର ସବୁଠୁ ବଡ କେଷ ବୋଲି କୁହାଜାଉଛି । ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 8,822 ଜଣ କୋରନା ରେ ଆକ୍ରାନ୍ତ ହୋଇଥିବାର ଦେଖିବା ପାଇଁ ମିଳିଛନ୍ତି । ଏହା ସହିତ 15 ଜଣ ଆକ୍ରାନ୍ତ ପ୍ରାଣ ହରେଇଥିବାର ମଧ୍ୟରେ ଦେଖିବା ପାଇଁ ମିଳିଛି ।

corona

ତେବେ ଏହି ନୂଆ ଆକଟିଭ କେସେ ସଂଖ୍ୟା 3089 ଜଣ ବୃଦ୍ଧି ହୋଇଛି । ପରେ ଏବେ ଦେଶରେ ମୋଟ 53627 ଜଣ ମୋଟ ଆକ୍ରାନ୍ତ ବିଭିନ୍ନ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି । ତେବେ ସେହି ପରି ବେଳେ ସର୍ବାଧିକ ମାମଲା 787 ମହାରାଷ୍ଟ୍ରରେ ରେକର୍ଡ ହୋଇଛନ୍ତି । ଏହାସହ ଦିଲ୍ଲୀରେ 616 କେରଳରେ 406 କର୍ଣ୍ଣାଟକରେ 196 କେସ ଚିହ୍ନଟ ହୋଇଛି ।

ତେବେ କେବଳ ଉତ୍ତରାଖଣ୍ଡ ଏବଂ ତ୍ରିପୁରାରେ କୋଭିଡ ମାମଲାରେ ହ୍ରାସ ପାଇବାକୁ ଲାଗିଛି । ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରିକୋଭରି ରେଟ୍ 98.66 ପ୍ରତିଶତ ମଧ୍ୟ ରହିଛି । 24 ଘଣ୍ଟା ମଧ୍ୟରେ 5718 ଆକ୍ରାନ୍ତ କରୋନା ଆକ୍ରାନ୍ତ ରେ ବିଜୟ ହାସଲ କରିଛନ୍ତି ।

ତେବେ ଗତ 24 ଘଣ୍ଟା ମଧ୍ୟରେ 15 ଜଣ ଆକ୍ରାନ୍ତ ଏହି ମହାମାରୀ କରୋନାର ମଧ୍ୟ ଶିକାର ହୋଇଥିବା ସ୍ୱାସ୍ଥ୍. ବିଭାଗ ପକ୍ଷରୁ କୁହାଯାଇଛି । ଏଥିମଧ୍ୟରୁ 7 ଜଣ କେରଳରୁ ହୋଇଥିବା ବେଳେ, ମହାରାଷ୍ଟ୍ରରୁ 4 ଦିଲ୍ଲୀରୁ 2 ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରୁ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି ।

corona

ଗତ 24 ଘଣ୍ଟା ମଧ୍ୟରେ 22 ଜଣ କରୋନା ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମଣଙ୍କ ମଧ୍ୟରୁ 13 ଜଣ କ୍ୱାରେଣ୍ଟାଇନରୁ ହୋଇଥିବା ବେଳେ ୯ ଜଣ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି । ସେହିଭଳି 18 ବର୍ଷ ବୟସର ଜଣେ ସଂକ୍ରମିତ ରହିଛନ୍ତି । ରାଜ୍ୟ ରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା 12 ଲକ୍ଷ 88 ହଜାର 696 କୁ ବୃଦ୍ଧି ହୋଇଛି ।

ଏହି ନେଇ ରାଜ୍ୟ ସୂଚକ ଏବଂ ଲୋକ ସଂମ୍ପର୍କିୟ ବିଭାଗ ମଧ୍ୟ ଟୁଇଟ କରି ସୂଚନା ପ୍ରଦାନ କରିଛି ଯେ ଏହା ମଧ୍ୟରେ ମଙ୍କି ଫକ୍ସ ର ମଧ୍ୟ ଭୟ ଦେଖିବା ପାଇଁ ମିଳୁଛି । ତେବେ ଆସନ୍ତା 23 ତାରିଖ ରେ 44 ଟି ଦେଶକୁ ବୈଠକ କୁ ଡାକିଥିବା ବେଳେ ବର୍ତମାନ ସମୟ ରେ ଏହି ସବୁ ସଂଙ୍କ୍ରମଣ ସାରା ବିଶ୍ୱର ଚିନ୍ତା କୁ ପୁଣି ବଢେଇଥିବାର ଦେଖିବା ପାଇଁ ମିଳିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *