2024 ଇଲେକ୍ସନ ବିଷୟରେ ବଡ ଭବିଷ୍ୟବାଣୀ କରିଦେଲେ ଏହି ଜୋତିଷ ।

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଆସନ୍ତା 2024 ନିର୍ବାଚନ ରେ ନବୀନ ଙ୍କ ଟିମ୍ ରେ କିଏ ସବୁ ରହିବେ ,ଆଉ କିଏ ବାଦ୍ ପଡିବେ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା 2024 ମସିହା ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରାଜ୍ୟ ମନ୍ତ୍ରୀ ମଣ୍ଡଳ ର ଚେହେରା ବଦଳାଇବା ପୂର୍ବରୁ ମନ୍ତ୍ରୀ ମାନଙ୍କର ରିପୋର୍ଟ କାର୍ଡ ମଗା ଯାଇଛି । ମିଳୁଥିବା ଖବର ଅନୁସାରେ , ରାଜ୍ୟ ପ୍ରଶାସନ ର ଚେହେରା ବଦଳିବାକୁ ଯାଉଛି ।

Chief Minister Naveen

ତେବେ ଏହି ସମୟରେ ନବାନଙ୍କ ବିଷୟରେ ବଡ ଭବିଷ୍ୟବାଣୀ କରିଛନ୍ତି ଜଣେ ବଡ ଜୋତିଷ । ତେବେ ଜୋତିଷଙ୍କର ନାମ ଏଠାରେ ଲୁଚା ଜାଇଥିବା ବେଳେ ବିଭିନ୍ନ ମିଡିଆ ରିପୋଟ ଅନୁସାେ ଜୋତିଷ ଜଣଙ୍କ କଣ ମତ ଦେଇଛନ୍ତି ଆସନ୍ତୁ ଜାଣି ନେବା ।

ତେବେ ମିଳିଥିବା ସୁଚନା ଅନୁସାରେ ନବୀନ ପଟ୍ଟନାୟଙ୍କର ରାଶି ହେଉଛି ମିଥୁନ ରାଶି । ଏବଂ ଏହି ଶତାଦ୍ଧୀ ଟି ମିଥୁନ ରାଶିଙ୍କ ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଭଲ ଶତାଦ୍ଧୀ ଅଟେ । ତେବେ ଜ୍ୟୋତିଷ ଙ୍କ ଗଣନା ଅନୁସାରେ ଆହୁରି 2 ବର୍ଷ ପର୍ଯ୍ୟନ୍ତ ଓଡିଶା ଶାସନ ଗାଦିରେ ରହିବେ ଶ୍ରୀ ନବୀନ ପଟ୍ଟନାୟକ ମାନେ ସେ 2024 ପର୍ଯ୍ୟନ୍ତ ନିଜର ଶାସନ ଗାଦିରେ ବସିବେ ।

nave

ଅନେକ ସମୟରେ ନବୀନଙ୍କୁ ହରେଇବା ପାଇଁ ବିରୋଧୀ ମାନେ ଅନେକ ଯୋଜନା କଲେ ମଧ୍ୟ ସେମାନେ ସେଥିରେ ସଫଳ ହେବେନି ବୋଲି ଜ୍ୟୋତିଷ ବିଜ୍ଞ୍ୟାନୀ ସୁରେନ୍ଦ୍ର ଶର୍ମା ସୂଚନା ଦେଇ ଅଛନ୍ତି । ତେବେ ଏହି ସମୟରେ ଆସିଛି ଏହି ବଡ ଭବିଷ୍ୟ ବଣୀ । ଏହି ଭବିଷ୍ୟବାଣୀ କୁ ନେଇ ବର୍ତମାନ ଚର୍ଚ୍ଚା ଲାଗି ରହିଛି । ତେବେ ଆପଣଙ୍କୁ ପ୍ରିୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କେମିତି ଲାଗନ୍ତି କମେଣ୍ଟରେ ଜଣାଇବେ । ଏମିତି ଖବର ପଢିବା ପାଇଁ ଗୋଟିଏ ଲାଇକ ନିଶ୍ଚୟ କରି ଦିଅନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *