ସୁର ଭାଇ ଅନୁଭବ ବର୍ଷା ମାମଲାର କରିବେ Salutions,କହିଲେ ତାଙ୍କ ଦୁଇଜଣ ଙ୍କୁ ଗୋଟେ ଘରେ ପୁରେଇ ମୁଁ ବାଟ ଜଗିବି ଆଉ ତାପରେ…ଦେଖନ୍ତୁ Video

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସେମିତି ରେ ବନ୍ଧୁଗଣ ଆପଣ ମାନେ ଅନୁଭବ ଏବଂ ବର୍ଷା ଙ୍କ ମଧ୍ୟରେ ତାଲିଥିବା କହଳ ସଂମ୍ପର୍କ ବିଷୟ ରେ ଆପଣ ମାନେ ଜାଣିଥିବେ । ତେବେ ସେମାନଙ୍କର କଳହ ଅଧିକ ପରିମାଣ ରେ ବଢିବା କାରଣ ରୁ ସେମାନେ ପରସ୍ପର ଠାରୁ ଅଲଗା ହୋଇଛନ୍ତି । ଏହା ସହିତ ସେମାନେ ପରସ୍ପର ଠାରୁ ଅଲଗା ହେବା ପରେ ସେମାନଙ୍କୁ ନେଇ ଅନେକ ଲୋକ ଅନେକ କଥା କହିବା ଆରମ୍ଭ କରି ଦେଇ ଥିଲେ। ତେବେ ସେମାନଙ୍କୁ ଏକାଠି କରିବା ପାଇଁ ବହୁତ ଲୋକ ମାନେ ଚେଷ୍ଟା କରୁଛନ୍ତି ।

ତେବେ ଏହା ଉପରେ ଅନେକ ଲୋକ ମାନେ ଅନେକ ପ୍ରକାରର ରାୟ ଦେଉଥିବା ବେଳେ ଏହି ଘଟଣା କୁ ନେଇ ସୁରରାଉତ ରାୟ ନିଜର ରାୟ ଦେଇଥିବାର ଦେଖିବା ପାଇଁ ମିଳିଛି । ତେବେ ଏଠାରେ ସୁର ଭାଇ କଣ କହିଛନ୍ତି ସେହି ବିଷୟ ରେ ଏଠାରେ ଆମେ ଆଲୋଚନା କରିବା । ତେବେ ତାଙ୍କ କହିବା ଅନୁସାରେ ସେମାନେ ଦୁଇଜଣ ବହୁତ ଭଲ ବ୍ୟକ୍ତି ଅଟନ୍ତି । ସେହିଥି ପାଇଁ ଏମାନେ ଦୁହେଁ ଚାହିଁଲେ ନିଶ୍ଚିତ ଭାବେ ଘଟଣା କୁ ସମାଧାନ କରି ପାରିବେ ।

Sura Routray

ହେଲେ ଏମାନେ ଏହି ଘଟଣା କୁ ଅଧିକ ଭାବେ ବଢାଇବା ପାଇଁ ଚେଷ୍ଟା କରୁଛନ୍ତି । ଏହି ଘଟଣା କୁ କୈଣସି ପ୍ରକାରର ସମାଧାନ କରିବା ପାଇଁ ଚେଷ୍ଟା କରୁ ନାହାଁନ୍ତି । ଏହା ସେମାନଙ୍କ ପାଇଁ ସଂମ୍ପର୍ଣ୍ଣ ଭୁଲ ଅଟେ ବୋଲି ସେମାନେ କହିଥିଲେ । ତେବେ ଏହି ଘଟଣା ଟି କୁ ତୁରନ୍ତ ସମାଧାନ କରିବା ପାଇଁ ସେ କହିଥିଲେ ।

ତେବେ ବନ୍ଧୁଗଣ ଏହି ଘଟଣା ର ତୁରନ୍ତ ସମାଧାନ କରିବା ପାଇଁ କହିଥିଲେ ଯେ ସେମାନଙ୍କୁ ଦିନେ ଡାକିବି ଏବଂ ଏହି ଘଟଣା କୁ ନେଇ ଗୋଟିଏ ଘରେ ପୁରେଇ ଦେବି ପରେ ବାହାରେ ଦୁଇ ଘଣ୍ଟା ଅପେକ୍ଷା କରିବି ସେମାନେ ଜାହା ବି କଥା ବାର୍ତ୍ତା ହେବା କଥା ଭିତରେ ହୁଅନ୍ତୁ ଏବଂ ଲାଇନ କ୍ଲିୟର କରନ୍ତୁ । ସେମାନେ ଦୁହେଁ ହିଁ ଚାହିଁଲେ ଏହି ଘଟଣା ର ସମାଧାନ କରି ପାରିବେ ଏବଂ ଏମାନଙ୍କ ଘଟଣା ର ଆଉ କେହି ମୁଣ୍ଡ ପୁରେଇଲେ ଭଲ ନୁହେଁ ।

ତେବେ ଏହି ଘଟଣା ରେ କଳହ ବଢିବା ପାଇଁ ଅନ୍ୟ ଲୋକ ମାନେ ମୁଣ୍ଡ ପୁରେଇବା ଜରୁରୀ ନୁହେଁ । ତେବେ ସେମାନେ ଦୁହେଁ ହାଇଲି କ୍ୱାଲିଫାଏଡ , ସମାଜ ସେବି , ସେମାନେ ଦୁହେଁ ଦୁହିଁଙ୍କ ମଧ୍ୟରେ ହେଉଥିବା ଅସୁବିଧା କୁ ସମାଧାନ କରି ପାରିବେ । ହେଲେ ସମାଜ ରେ ବର୍ତମାନ ସମୟ ରେ ସେମାନେ ଦୁହେଁ ହେଉଛନ୍ତି ତାହା ସମାଜ କୁ ମୋଟେ ବି ଭଲ ବାର୍ତ୍ତା ଦେଉ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *