ହଠାତ କାହିଁକି ଏମିତି ରାଗିଗଲେ Rudra Maharathy, ବିଧାୟକଙ୍କୁ କହିଲେ ଏମିତି…ଦେଖନ୍ତୁ Video

Rudra

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ପିପିଲି ର ନବ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଙ୍କୁ ନିଶ୍ଚିତ ଭାବେ ଜାଣିଥିବେ। ସେ ଜଣେ ଭଲ ରାଜନୀତିଜ୍ଞ୍ୟ ଅଟନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ସୂଚନା ଦେବୁ କି ସେ ବର୍ତମାନ ସମୟ ରେ ଓଡିଶା ର ବିଧାନ ସଭା ରେ ଜଣେ ବିଧାୟକ ଭାବେ କାର୍ଯ୍ୟ କରୁଛନ୍ତି । 2021 ମସିହା ରେ ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀ ମାଧ୍ୟମ ରେ ରୁଦ୍ର ପ୍ରତାପ ମହାରଥୀ ଉପ ନିର୍ବାଚନରେ 16 ଶହ ଓଡିଶା ବିଧାନ ସଭା କୁ ନିର୍ବାଚିତ ହୋଇଥିଲେ । ରୁଦ୍ର ପ୍ରତାପ ମହାରଥୀ ଙ୍କ ବାପା ପ୍ରଦୀପ ମହାରଥୀ ଙ୍କୁ ଆପଣ ମାନେ ବହୁତ ଭଲ ଭାବେ ଜାଣିଥିବେ ସେ ମଧ୍ୟ ବିଧାନ ସଭା ଏବଂ ନିଜେ ଜଣେ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ।

2020 ମସିହା ରେ ପ୍ରଦୀପ ମହାରଥୀ ଙ୍କ ବିୟୋଗ ପରେ ସାରା ପିପିଲି ସହିତ ସାରା ଓଡିଶାର ଲୋକ ମାନେ ମଧ୍ୟ ତାଙ୍କ ପାଇଁ ଦୁଖଃ ପ୍ରକାଶ କରିଥିଲେ । ହେଲେ ପ୍ରଦୀପ ମହାରଥୀ ଙ୍କ ମୃ-ତ୍ୟୁ ପରେ ପରେ ତାଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ରାଜନୀତି ରେ ସକ୍ରିୟ ହୋଇଥିଲେ । ସେମିତି ରେ ବନ୍ଧୁଗଣ ଏଠାରେ ଆପଣ ମାନଙ୍କୁ ଜଣେଇ ଦେବୁ କି ପ୍ରଦୀପ ମହାରଥୀ ଙ୍କ ମୃ-ତ୍ୟୁ ପରେପରେ ପିପିଲି ନିର୍ବାଚନ ମଣ୍ଡଳୀ ରେ ବିଧାୟକ ପଦବୀ ଖାଲି ପଡିଥିଲା । ସେହିଥି ପାଇଁ ବନ୍ଧୁଗଣ 2021 ମସିହା ରେ ଏହାକୁ ନେଇ ଉପ- ନିର୍ବାଚନ କରାଜାଇ ଥିଲା ।

Rudra Maharathy

ତେବେ ସେଠାରେ ରୁଦ୍ର ପ୍ରତାପ ମହାରଥୀ ଙ୍କୁ ଲୋକ ମାନେ ସମର୍ଥନ ଦେଇ ଏବଂ ସେ ନିର୍ବାଚନ ରେ ବିଜୁ ଜନତା ଦଳରୁ ଲଢିବା ପରେ ସଂମ୍ପର୍ଣ୍ଣ 96,972 ଖଣ୍ଡ ଭୋଟ ଏଠାରେ ସେ ପାଇଥିଲେ । ତେବେ ବନ୍ଧୁଗଣ ଏଠାରେ ଆପଣ ମାନଙ୍କୁ ଜଣେଇ ଦେବୁ କି ତାଙ୍କର ପ୍ରତିଦ୍ୱନ୍ଦି ରହିଥିବା ଆଶ୍ରିତ ପଟ୍ଟନାୟକ ଙ୍କୁ 20,916 ଟି ଭୋଟ ରେ ପରାସ୍ତ କରି 16 ଶହ ଓଡିଶା ନିର୍ବାଚିତ ହୋଇଥିଲେ ।

ସେମିତି ରେ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି । କି ପ୍ରଦୀପ ମହାରଥୀ ଙ୍କ ପରି ନେତା ମିଳିବା ବହୁତ କଷ୍ଟ କର ଅଟେ ତେବେ ସବୁ ନେତା ମନ୍ତ୍ରୀ ମାନେ ଘରେ ବସି ମଜା ମସ୍ତି କରିଥାନ୍ତି ହେଲେ ପ୍ରଦୀପ ମହାରଥୀ ସେମିତି ନଥିଲେ । ବର୍ତମାନ ସମୟ ରେ ଲୋକ ମାନେ ତାଙ୍କୁ ବହୁତ ଭଲ ପାଆନ୍ତି । ତେବେ ତାଙ୍କର ବିୟୋଗ ପରେ ରୁଦ୍ର ମଧ୍ୟ ତାଙ୍କର ସେହି ସ୍ଥାନ କୁ ପୂରଣ କରିବା ପାଇଁ ଚେଷ୍ଟା କରୁଛନ୍ତି ।

ଏହି ଦିନରେ ରୁଦ୍ର ପିପିଲି ରେ ଥିବା ପିଏଚ ଡି ଅଫିସ ର ସ୍ଥିତି ପରଖିବା ପାଇଁ ଯାଇ ଥିବା ବେଳେ । ବହୁତ ଏପରି ଅଭିଯୋଗ ରହିଥିଲା କି ଏହି ଅଫିସ୍ ରେ ଅଧିକାରୀ ମାନେ ସଠିକ୍ ଭାବେ କାମ କରୁ ନାହାଁନ୍ତି । କୈଣସି କାମ ପାଇଁ ଫୋନ ମଧ୍ୟ ଉଠାଉ ନାହାଁନ୍ତି । ସେହିଥି ପାଇଁ ରୁଦ୍ର ସେଠାକୁ ଚେକ୍ କରିବା ପାଇଁ ଯାଇ ଥିବା ବେଳେ ସେ ସେଠାରେ ଦେଖିବା ପାଇଁ ପାଇଲେ ଯେ ଅଫିସ ରେ 12 ଜଣ ଷ୍ଟାପ୍ ରହିଥିବା ବେଳେ ମାତ୍ର 3 ଜଣ ହିଁ ଅଫିସ ରେ ରହିଛନ୍ତି ।

ତେବେ ଏଠାରେ ଅନୁପସ୍ଥିତି ରହିଥିବା କର୍ମି ମାନଙ୍କ ନମ୍ବର ନେଇ ଫୋନ କରିବା ପରେ ଯେତେ ବେଳେ କୈଣସି ଉତ୍ତର ମିଳି ନଥିଲା ତେବେ ଏହି 12 ଜଣ ଷ୍ଟାଫ୍ କୁ ନେଇ ଏକ ବୈଠକ ବସେଇବା ପାଇଁ ଆଦେଶ ଦେଇଥିଲେ । ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଏହାର ଏକ ଭିଡିଓ ବହୁତ ପରିମାଣ ରେ ଭାଇରଲ ହେଉଥିବା ବେଳେ ଆପଣ ମାନଙ୍କର ଏହାକୁ ନେଇ କଣ ମତାମତ ରହିଛି ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *