ସେ ମୋ ପ୍ରଥମ ଶ୍ରେଣୀ ସାଙ୍ଗ ଥିଲା , ରୁମ୍ କୁ ଡାକି ମୋ ଶାଢୀର ଉପର ଖୋଲି ସିଧା ଲିପ କିସ୍”Kiss” କଲା …

Rashmita

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯୁବତୀ ଙ୍କ ପ୍ରେମରେ ପଡି ନିଜର ଦୁଇ ପିଲା ଏବଂ ସ୍ତ୍ରୀ କୁ ଭୁଲିଗଲେ ଯୁବକ ନିଜର ସ୍ତ୍ରୀ କୁ ରାସ୍ତା ରୁ ହଟେଇବା ପାଇଁ ତଥା ଛାଡପତ୍ର ଦେବା ପାଇଁ ସ୍ତ୍ରୀ ଙ୍କ ବନ୍ଧୁ ଙ୍କ ସହ କରିଥିଲ ଯୋଜନା ତେବେ ଏହି ଯୋଜନା ଅନୁସାରେ ଆଜି ପତ୍ନୀ ଙ୍କ ଅ-ଶ୍ଲୀଳ ଭିଡ଼ିଓ ସୋସିଆଲ ମିଡିଆ ରେ ସେୟାର କରିଲେ ସ୍ୱାମୀ ଯେଉଁ ବିଷୟ ରେ ଆପଣ ମାନେ ଜାଣିଲେ ମୁଣ୍ଡରେ ହାତ ଦେବେ ।

ସେମିତି ରେ ବର୍ତମାନ ସମୟ ରେ ଏହି ସମାଜ ରେ କେବଳ ମିଛ ସ ଗର୍ବ , ସ୍ୱାର୍ଥ ଏବଂ ଅଶ୍ଲୀଳତା ତଥା କାମନା ବାସନା ଲିପ୍ତ ହୋଇ ଜାଉଛନ୍ତି । ଏପରି ସ୍ୱାମୀ ସ୍ତ୍ରୀ ଙ୍କ ପବିତ୍ର ସଂମ୍ପର୍କ ମଝିରେ କଳଙ୍କର ଦାଗେଇ ଦିଆଯାଉଛି । ସେମିତି ରେ ବନ୍ଧୁଗଣ ବର୍ତମାନ ସମୟ ରେ ସେମିତି ଏକ ଘୂର୍ଣ୍ଣ୍ୟ ଘଟଣା ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି ।

Rashmita

ତେବେ ଘଟଣା ଟି ଏମିତି ହେଲା ଜଣେ ଯୁବତୀ ଙ୍କ ପତି ତାଙ୍କୁ ଛାଡପତ୍ର ଦେବା ପାଇଁ ଏତେ ତଳକୁ ଖସିଜାଇଛନ୍ତି ଆପଣ ମାନେ ବିଶ୍ୱାସ ବି କରି ପାରିବେ ନାହିଁ । ତେବେ ଏହି ଘଟଣା ଟି ଭୁବନେଶ୍ୱର ର ଅଟେ । ଏଠାରେ ଯୁବକ ଜଣଙ୍କ ପତ୍ନୀ ଙ୍କ ଅ-ଶ୍ଲୀଳ ଭିଡିଓ ଯୋଜନା ଭିତ୍ତିକ ଭାବେ ସୋସିଆଲ ମିଡିଆ ରେ ସେୟାର କରିଛନ୍ତି । ଯେଉଁଥି ପାଇଁ ବର୍ତମାନ ନ୍ୟାୟ ପାଇଁ ପହଁଚିଛନ୍ତି ମହିଳା ଜଣଙ୍କ । ତେବେ ଏହି ମହିଳା ଜଣଙ୍କ ହେଲେ ରଶ୍ମିତା ଦାସ ଜାହାଙ୍କ ସ୍ୱାମୀ ଦପକ ମିଶ୍ର ଅଟନ୍ତି ।

ତେବେ ଏମାନେ ବିବାହ କରିବା ପରେ ରାଉଲ କେଲା ରେ ରହିିଥିଲେ । ଆଉ ସେମାନଙ୍କ ଦୁଇଟି ପିଲା ମଧ୍ୟ ରହିଛି। ତେବେ 3 ବର୍ଷ ହେଲା ତାଙ୍କ ସ୍ୱାମୀ ଅନ୍ୟ ଜଣେ ଯୁବତୀ ଙ୍କ ସହିତ ସଂମ୍ପର୍କ ରଖୁଛନ୍ତି । ସେହିଥି ପାଇଁ ତାଙ୍କୁ ସବୁ ଦିନ ପାଇଁ ହଟେଇବା ପାଇଁ ଛାଡପତ୍ର ଚାହୁଁଛନ୍ତି । ଯେଉଁଥି ପାଇଁ ସ୍ୱାମୀ ଯୋଜନା ପାଇଁ ସ୍ତ୍ରୀ ପିଲା ଦିନର ଏକ ସାଙ୍ଗ କୁ ଫସେଇ ତାଙ୍କର ଅ-ଶ୍ଲୀଳ ଭିଡ଼ିଓ ସୋସିଆଲ ମିଡିଆ ରେ ସେୟାର କରିଛନ୍ତି । ଆଉ ତାଙ୍କୁ ଛାଡପତ୍ର ପାଇଁ ଦାବି କରୁଛନ୍ତି ।

ତେବେ ଏଠାରେ ରଶ୍ମିତା କହିଛନ୍ତି ତାଙ୍କର ପିଲା ଦିନର ବନ୍ଧୁ ତାଙ୍କ ଠାରୁ ନେଇଥିବା ଟଙ୍କା ଫେରେଇବା କୁ କହି ଏକ ରୁମ୍ କୁ ଡାକିଥିଲେ । ଆଉ ସେଠାରେ ତାଙ୍କର ସାଢୀ ଖୋଲି ଦେଇ ତାଙ୍କୁ ଲିପ କିସ୍ କରିଥିଲେ । ଜାହାର ଭିଡ଼ିଓ କୁ ବର୍ତମାନ ସମୟ ରେ ତାଙ୍କ ସ୍ୱାମୀ ସୋସିଆଲ ମିଡିଆ ରେ ସେୟାର କରିଛନ୍ତି । ଯେଉଁଥି ପାଇଁ ରଶ୍ମିତା ଦାସ ଏବେ ଅଭିଯୋଗ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *