ସକାଳର ୨ଟି ବଡ଼ ଖବର ଦେଖନ୍ତୁ ପୁଣି ବଢିବ ଗ୍ରୀଷ୍ମ ଛୁଟି |

sc

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସୁଛି ଦୁଇଟି ବଡ ଖବର ଏବେ ଆପଣ ମାନେ ସମସ୍ତେ ଜାଣିଥିବେ ଗ୍ରୀଷ୍ମ ଛୁଟି ଜାରି ରହିଛି ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ଏବଂ ଏହି ଛୁଟି ମଧ୍ୟ ଆଗକୁ ଏକ୍ସଟେଣ୍ଡ ହେବ ଏବଂ ମେଟ୍ରିକ ରେଜଲ୍ଟ କେବେ ସୁଧା ପ୍ରକାଶ ପାଇବ ଏହି ନେଇ ଜାରି ହୋଇଛି ନୂଆ ସୂଚନା ଆସନ୍ତୁ ଜାଣିନେବା ।

କୋଭିଡ ମହାମାରୀ କାରଣ ରୁ ପିଲା ମାନେ ଦୁଇ ବର୍ଷ ହେବ ପାଠ ପଢା ରୁ ବଞ୍ଚିତ ହୋଇଥିଲେ । ତେଣୁ ଗ୍ରୀଷ୍ମ ଛୁଟି କୁ କମ୍ କରି ଶିକ୍ଷା ବର୍ଷ ଆରମ୍ଭ ରୁ ପୁରୁଣା ପାଠ ପଢାଇବାକୁ ହୋଇଥିଲା ନିସ୍ପତି ଏହିି ପାଇଁ ଗଣଶିକ୍ଷା ବିଭାଗ ଲର୍ଣ୍ଣିଂ ରିକୋଭରି ପ୍ଲାନ ମଧ୍ୟ ପ୍ରସ୍ତୁତ କରିଥିଲା । ତେବେ ବ୍ରିଜ୍ କୋର୍ସ ମାଧ୍ୟମ ରେ ପୂର୍ବ ବର୍ଷ ର ପାଠ ପଢାଇବାକୁ ହୋଇଥିଲା ସ୍ଥିର ।

school

ଏପଟେ କେନ୍ଦ୍ରିୟ ନବଦୋୟ ବିଦ୍ୟାଳୟ ଗୁଡିକ ମେ ମାସରେ ଗ୍ରୀଷ୍ମ ଛୁଟି ଘୋଷଣା କରିଥିବା ବେଳେ ରାଜ୍ୟ ସରକାର ଜୁନ 6 ରୁ 16 ପର୍ଯ୍ୟନ୍ତ ଖରା ଛୁଟି ଲାଗୁ କରି ଦେଇଛନ୍ତି । ଏହା ସହିତ ଦୂରଦର୍ଶିତା ଅଭାବ କାରଣ ରୁ ଗ୍ରୀଷ୍ମ ଛୁଟି ସମୟ ର ପରିବର୍ତନ କରିଥିଲେ ମଧ୍ୟ ପାଠପଢା ହୋଇଥିଲେ ମଧ୍ୟ ପାଠପଢା ହୋଇପାରିବା ନେଇ ସନ୍ଧେହ ଦେଖା ଦେଇଛି ।

ସେପଟେ ଖରା ଛୁଟି କୁ ନେଇ ବିଭିନ୍ନ ମହଲ ରୁ ମତ ଆସିଥିବା ବେଳେ ତେବେ ଏହି ଖରା ଛୁଟି କୁ ଆହୁରୀ ମଧ୍ୟ ଆଗକୁ ବଢିପାରେ ବୋଲି ସୂଚନା ରହିଛି । ସରକାର ଏପର୍ଯ୍ୟନ୍ତ ବିଧିବଧ ଭାବେ ଘୋଷଣା କରି ନାହାଁନ୍ତି ବହୁତ ଜଲ୍ଦି ମଧ୍ୟ ଏହା ଉପରେ ଘୋଷଣା ହେବ ବୋଲି ସୂଚନା ରହିଛି ।

ଆଉ ଦ୍ୱୀତିୟ ଖବର ଟି ହେଲା ମେଟ୍ରିକ ଛାତ୍ରଛୀତ୍ରୀ ସମସ୍ତେ ଚାହିଁ ବସିଛନ୍ତି । ଯେ କେବେ ସୁଧା 2022 ର ମେଟ୍ରିକ ରେଜଲ୍ଟ ଫଳ ପ୍ରକାଶ ପାଇବ ସେହିଥି ପାଇଁ ଗଣଶିକ୍ଷା ମନ୍ତ୍ରୀ ନିଜେ ମଧ୍ୟ ସୂଚନା ଜାରି କରିଛନ୍ତି । ଯେ ଚଳିତ ମାସ ଶେଷ ସପ୍ତାହ ରେ ମେଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ଜାହାକି ଜୁନ ମାସ ର 25 ରୁ 30 ମଧ୍ୟରେ ଜଲ୍ରେଟ ପ୍ରକାଶ ପାଇବ ।

Results

ଏହା ସହିତ ଖାତା ଦେଖା ଶେଷ ହୋଇଥିବା ମଧ୍ୟ ସୂଚନା ମିଳିଛି । ରେଜଲ୍ଟ ପ୍ରକାଶ ନେଇ ପକ୍ରିୟା ଚାଲିଛି ବୋଲି ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମିର ରଂଞୀନ ଦାସ କହିଛନ୍ତି । ତେବେ ସୂଚନା ଯୋଗ୍ୟ କି ଦୁଇ ବର୍ଷ ପରେ କୋରନା ମହାମାରୀ ଯୋଗୁଁ ମେଟ୍ରିକ ପିଲା ମାନେ ଅଫଲାଇନ ରେ ପରିକ୍ଷା ଦେବେ । ତେବେ ଖୁବ ଶୀଘ୍ର କନଫର୍ମ ଡେଟ ଜାରି ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *