ରାଜା ପାଇଁ ହିଁ ରଶ୍ମିରେଖାଙ୍କ ଚରିତ୍ର ସନ୍ଦେହ କରୁଥିଲା ସନ୍ତୋଷ!

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରଶ୍ମିରେଖା ନାୟାପାଲି ଅଞ୍ଚଳରେ ଏକ ଭଡାଘରେ ଆ-ତ୍ମ-ହ-ତ୍ୟା କରିଥିଲେ । ଆଉ ଏବେ ସବୁ ସନ୍ଧେହ ଯାଉଛି ସୋନ୍ତୋଷ ପାତ୍ର ଉପରେ ସୋନ୍ତୋଷ ସହିତ ରଶ୍ମି ଲିଭିଂ ରେ ରହୁଥିଲେ । ସୋନ୍ତୋଷ ରଶ୍ମି ଙ୍କ ଉପର ଘରେ ରହୁଥଲେ । ସୋନ୍ତୋଷ ଜାଣିଥିଲେ ରାଜା ସହିତ ଆଗରୁ ସଂମ୍ପର୍କ ଥିଲା ରଶ୍ମିଙ୍କର ଏଠାରେ ପ୍ରଶ୍ନ ଉଠୁଛି କଣ ସନ୍ତୋଷ ପାତ୍ର ଜାଣିସୁଣି ସଂମ୍ପର୍କ ରେ କିଛି ଗୋଟିଏ କେଁ ବାହାର କରିଥିଲା କି ରାଜା ଙ୍କ ସହିତ ଦୁଇ ରୁ ତିନି ମାସ ଆଗରୁ ବ୍ରେକପ ହୋଇସାରି ଥିଲା ରଶ୍ମିଙ୍କର ଆଉ ଏହା ପରେ ଜିବନ କୁ ଆସିଥିଲା କି ସୋନ୍ତୋଷ ।

Rashmi

ଫୋନ କଲ ରୁ ବି ଜଣା ପଡୁଛି ଯେ ରାଜା ସୋନ୍ତୋଷ ଙ୍କୁ ନେଇ ଅବଗତ ଥିଲେ । ରାଜା କୁ ନେଇ କୈଣସି କଥା ବି କହୁ ନଥିଲେ ରଶ୍ମିରେଖା । ତେବେ ରଶ୍ମି କଣ ଗୋଟିଏ ଚରିତ୍ର ର ଅଭିନୟ କରିବାକୁ ଜାଇ ବେକରେ ମଙ୍ଗଳ ସୂତ୍ର ମଥା ରେ ସିନ୍ଦୁର ଦେଇଥିଲେ । ନା ବାସ୍ତବିକ ଆଉ କିଛି ଏହାର ଦିଗ ହୋଇପାରେ । ଅନ୍ୟପଟେ ଘର ମାଲିକ ଙ୍କୁ ସ୍ୱାମୀ ସ୍ତ୍ରୀ ର ପରିଚୟ ଦେଇ ଲିଭିଇନ ରେ ରହୁଥିଲେ ରଶ୍ମି ଏବଂ ସୋନ୍ତୋଷ ଉଭୟ ରଶ୍ମି ଏବଂ ସୋନ୍ତୋଷ ଏକ ଫାଇନାନ୍ସ କମ୍ପାନୀ ରେ ବି କାମ କରୁଥିଲେ ।

ତେବେ କଣ ଏମିତି ସଂମ୍ପର୍କ ଥିଲା ଜାହା ପାଇଁ ରାଜା ଙ୍କ ସହ ବ୍ରେକପ୍ ହୋଇଥିଲା । ଏପରି କି ରଶ୍ମି ନିଜର ସାଥି ଙ୍କୁ ବହୁତ କଥା ଲୁଚାଉ ବି ଥିଲେ । ତେବେ ଏମିତି କଣ କଥା ଥିଲା ଜାହା ପାଇଁ କଥା କଥା ରେ ରଶ୍ମି ସବୁ କଥା ଲଚାଉଥିଲେ । ତେବେ ଏହି ଘଟଣା ରେ ଏବେ ଅନେକ ସାରା ଦିଗ ସାମ୍ନା କୁ ଆସୁଛି ହେଲେ ପୋଲିସ ଗୋଟିଏ କଥା ରେ ସ୍ଥିତ ହେଉଛି ତାହା ହେଉଛି ଆ-ତ୍ମ-ହ-ତ୍ୟା କାରଣ ଘର ମାଲିକ ଯେତେ ବେଳେ ଆସି ଦେଖିଲେ ସେତେ ବେଳେ ରଶ୍ମି ଙ୍କ ଦେହ ଫ୍ୟାନ ରେ ଝୁଲୁଥିଲା ।

Rashmi Rekha

ଏବଂ ପାଖରୁ ସୁସାଇଟ ନୋଟ ଏବଂ ଲାପଟପ , ଏବଂ ଫୋନ ବି ମିଳିଥିଲା ଜାହାକୁ ପୋଲିସ ନିରିକ୍ଷଣ କରି ପରବର୍ତି ପଦକ୍ଷେପ ରେ ଉପନୀତ ହୋଇ ପାରିବ । ହେଲେ ଅନ୍ୟ ପଟେ ପରିବାର ଲୋକ ଆଣୁଛନ୍ତି ସାଙ୍ଘାତିକ ଅଭିଯୋଗ ସୋନ୍ତୋଷ ପାତ୍ର ଙ୍କ ଉପରେ କାହିଁକି ପରିବାର ଲୋକ କେବଳ ସୋନ୍ତୋଷ ଙ୍କୁ ହିଁ ଦାୟି କରୁଛନ୍ତି । ନା ହଁ ସେ ରାଜା କୁ ଦାୟି କରୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *