ଦୁଃଖ ଖବର ।। ଆଉ ନାହାଁନ୍ତି ଏହି ମହାନ ଅଭିନେତା ।

Actor

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଚଳଚିତ୍ର ଜଗତ ପାଇଁ ପୁଣି ଏକ ଦୁଖଃ ଖବର ପୁଣି ହରେଇଛୁ ଆମେ ଏକ ବରିଷ୍ଟ ଏବଂ ମହାନ୍ କଳାକାର ଙ୍କୁ ଜାହା କି ଏବେ ଏକ ଦୁଖଃ ର କାରଣ ହୋଇଛି ଓଲିଉଡ ଏବଂ ବଲିଉଡ ରେ ସବୁ ଆଡେ ଶୋକ ର ଛାୟା ଖେଳି ଜାଇଛି ତେବେ ସେ ଆଉ କେହି ନୁହଁନ୍ତି ସେ ହେଲେ ରାହୁଲ ଭଦ୍ରା । ସୋସିଆଲ ମିଡିଆ ରେ ନିଜର ସିଷ୍ଟାଚାର ଏବଂ ନିଜର ଏକ୍ଟିଭିଟି କୁ ନେଇ ଖୁବ୍ ଏକ୍ଟିଭ୍ ଏବଂ ସୋସିଆଲ ମିଡିଆ ରେ ଲୋକ ମାନେ ପସନ୍ଦ କରନ୍ତି ରାହୁଲ ଭଦ୍ରା ଙ୍କ ଗୋଟେ ଗୋଟେ ଭିଡ଼ିଓ ର ଏପିସୋର୍ଡ କୁ ଏବଂ ରାହୁଲ ଭଦ୍ରା ଙ୍କ ଭିଡିଓ କେବେ ଆସିବ ଲୋକ ମାନେ ଚାହିଁ ବସିଥାନ୍ତି ।

ତେବେ ବଲିଉଡ ରେ ବହୁତ ନାମ କମେଇ ଥିବା ରାହୁଲ ଭଦ୍ରା କିଛି ଦିନ ତଳେ କୋଭିଡ୍ ପଜେଟିଭ୍ ଚିହ୍ନଟ ହୋଇ ଥିଲେ ଏବଂ ଏହା ପରେ ସେ ମେଡିକାଲ ରେ ଟ୍ରିଟମେଣ୍ଟ ହୋଇ ଥିଲେ । ହେଲେ ମେଡିକାଲ ର ଭଲ ଫେସିଲିଟି ନମିଳିବାରୁ ତାଙ୍କର କ୍ରିଟିକାଲ କଣ୍ଡିସନ ବଢି ବଢି ଜାଇ ଥିଲା ତେବେ ରାହୁଲ ଭଦ୍ରା ମଧ୍ୟ ଶେଷ ରେ ମୂଖ୍ୟ ମନ୍ତ୍ରୀ ଏବଂ ପ୍ରଧାନ ମନ୍ତ୍ରୀ ଙ୍କୁ ଟେଗ୍ କରି ଥିଲେ ଏବଂ କହି ଥିଲେ କି ମୋର ବଞ୍ଚିବାର ଆଶା କମି କମି ଆସୁଛି ଏବଂ ମୋ ପାଇଁ ଅକ୍ସିଜେନ୍ ବି ନାହିଁ ।

Rahul Vohra

ଏବଂ ପୁଣି ଥରେ ମୁଁ ଖୁବ୍ ଶୀଘ୍ର ଜନ୍ମ ନେବି ଆଉ କିଛି ଭଲ କାମ କରିବି ବୋଲି ରାହୁଲ ଭଦ୍ରା ଟୁଇଟ୍ କରି ଥିଲେ ମୃ-ତ୍ୟୁ ପୂର୍ବ ରୁ ସେ ଏମିତି କିଛି ଟୁଇଟ୍ କରି ଲୋକ ମାନଙ୍କ ମଧ୍ୟ ରେ ହଇଚଇ ସୃଷ୍ଟି କରି ଦେଇଥିଲେ ଏବଂ ତାହା ପରେ ପରେ ସେ ସଂନ୍ଧ୍ୟା ରେ ହିଁ ମୃ-ତ୍ୟୁ ବରଣ କରି ଜାଇଥିଲେ ସେ ରାହୁଲ ଙ୍କର ଅବଦାନ ବଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ଚୀର ସ୍ମରଣିୟ ରହିବ ।

ରାହୁଲ ଭଦ୍ରା ଏକ ଧାରା ଜଣେ ଅଭିନେତା ଏବଂ ହିରୋ ହେବା ସହିତ କମେଡିଆନ ବି ଥିଲେ ରାହୁଲ ୱେବ୍ ସିରିଜ୍ ରେ କାମ କରିବାକୁ ଆଗକୁ ଚାହୁଁ ଥିଲେ , କିନ୍ତୁ ତାଙ୍କର ସ୍ୱପ୍ନ ଅଧିୁରା ରହିଗଲା ତାଙ୍କର ସ୍ୱପ୍ନ ପୂରଣ ହେବା ଆଗରୁ ସେ ଆରପାରି କୁ ଚାଲିଗଲେ ,ତେବେ ରାହୁଲ ଭଦ୍ରା ଙ୍କ ଜିବା ପରେ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି ଓଡିଶା ଏବଂ ଅନ୍ୟ ମେଡିକାଲ ପ୍ରତି ଓଡିଶା ରେ ରାହୁଲ ଭଦ୍ରା ଚିକିତ୍ସିତ ହେଉ ନଥିଲେ ବି ବର୍ତମାନ ସମୟରେ ଓଡିଶା ର ପରିସ୍ଥିତି ସେମିତି କିଛି ବୋଲି ଲୋକ ମାନେ କମେଣ୍ଟ ରେ କହିଥିବା ଦେଖିବା ପାଇଁ ମିଳିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *