ବୋଟରେ କରୁଥିଲେ ରୋ-ମା-ନ୍ସ । ଭିଢିଓ ହୋଇଗଲା ଭାଇରାଲ ।

loves 3

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବୋଟିଂ ସହିତ ଚାଲିଛି ରୋମାନ୍ସ ଏବଂ ବୋର୍ଟ ରେ ରହିଛନ୍ତି ରାହୁଲ ଏବଂ ହରପ୍ରିୟା ଦୁଷ୍ଟାମି କିଛି ବଢି ହିଁ ଜାଇଛି । ଫେରି ଆସିଛନ୍ତି ହରପ୍ରିୟା ଏବଂ ଏହା ମଧ୍ୟରେ ତାଙ୍କର ରିଏଲ ଲାଇଫ ର ଷ୍ଟୋରୀ କୁ ରିଲ ଲାଇଫ ରେ ଉତାରିବେ ଏହି ଦୁଇ ଜଣ । ଆଉ ଏହାକୁ ଡିରେକ୍ସନ ଦେଉଛନ୍ତି ଡାଇରେକ୍ଟର । ରାହୁଲ ଏବଂ ହରପ୍ରିୟା ଙ୍କ ପ୍ରେମ କାହାଣୀ । ଏବେ ସମସ୍ତେ ଦେଖିବେ ନିଜ ମୋବାଇଲ ଫୋନ ରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଧୁସିଲି ର ସେହି ଚର୍ଚ୍ଛିତ ପ୍ରେମି ଯୁଗଳ ଙ୍କ ସେହି ନିଆରା ପ୍ରେମ କାହାଣୀ ।

ତେବେ ଆମେ ଆପଣ ମାନଙ୍କୁ ଦେଖେଇ ଥିଲୁ କି ସେମାନଙ୍କ ପ୍ରେମ କେମିତି ଆରମ୍ଭ ହୋଇଥିଲା । ଗଣ ମାଧ୍ୟମ କରି ଦେଇଥିଲା ତାଙ୍କୁ ରାତା ରାତି ଷ୍ଟାର ସବ୍ୟବାନ ସାବିତ୍ରୀ ଙ୍କ ପ୍ରେମ କାହାଣୀ ଆଉ ମିଛକ ପ୍ରେମ କାହାଣୀ ର ସତ୍ୟାତା ଅନେକ ହରପ୍ରିୟା ଙ୍କୁ ଗୋଟିଏ ଖରାପ ଚରିତ୍ର ରେ ପ୍ରଥମ ରୁ ଅବତିର୍ଣ୍ଣ କରେଇ ଥିଲେ । ହେଲେ ହରପ୍ରିୟା ଏବଂ ତାଙ୍କର ନାରିତ୍ୱ ର ପ୍ରକୃତ ପ୍ରେମ କାହାଣୀ ଭାସି ଆସିଥିଲା ଆଉ ପରିସ୍କାର ହୋଇଜାଇ ଥିଲା ସେମାନଙ୍କ ଛବି ସତ୍ୟବାନ ଏବଂ ସାବିତ୍ରୀ ଙ୍କ ସେହି ପ୍ରେମର କାହାଣୀ ।

love 4

ରାହୁଲ ଏବଂ ହରପ୍ରିୟା ଙ୍କ ଜିବନ ର କାହାଣୀ ପ୍ରେମ ଭେଟ ଜିବନ ରେ ସେହି କଳା ଅଧ୍ୟୟ ହରପ୍ରିୟା ଙ୍କୁ ଅପହରଣ ଗୋଟିଏ ସିନେମା କାହାଣୀ ରୁ କମ୍ ନୁହେଁ । ତେଣୁ କାହିଁକି ଏହି କାହାଣୀ କୁ ସିନେମା ର ରୂପ ନ ଦିଆଯିବ । ଆଉ ସେହିଥି ପାଇଁ ବର୍ତମାନ ସମୟ ରେ ଆରମ୍ଭ ହୋଇଜାଇଛି ହରପ୍ରିୟା ଏବଂ ରାହୁଲ ଙ୍କ ଲଭ ଷ୍ଟୋରୀ ର ସୁଟିଂ ତେବେ ଡ୍ରୀମ୍ ଓଡିଆ ଫିଲ୍ମ ବ୍ୟାନର ରେ ତିଆରି ହେବାକୁ ଯାଉଛି ।

ଗୋଟିଏ ସର୍ଟ ଫିଲ୍ମ ଜାହାର ନାମ ତତେ ମୁଁ ନିଜର କରିିବି ଏହାର ସୁଟିଂ ଚାଲିଛି ରହୁଲ ଏବଂ ହରପ୍ରିୟା କୁ ନେଇ ବହୁତ କମ୍ ଦିନ ରେ ଏହା ମୁକ୍ତିଲାଭ କରିବ । ଏହାର ନିର୍ଦ୍ଧେଶକ ହେଲେ ବିକ୍ରମ୍ ସାହୁ ଏହାର ପ୍ରଡ୍ୟେୁସର ଜୟକୃଷ୍ଣ ପ୍ରଡୋକ୍ସନ ମ୍ୟାନେଜର ସମିର ରଂଞୀନ ମହାନ୍ତି । କ୍ୟାମେରା ମ୍ୟାନ ଭାବେ ଅଜୁ ବାବୁ ଏବଂ ଲିଡ୍ ରୋଲ ରେ ରହିଛନ୍ତି ।

ରାଜ ବା ରାହୁଲ ଏହା ସହିତ ପ୍ରିୟା ହୋଇଛନ୍ତି ହରପ୍ରିୟା ଡ୍ରିମ୍ ଓଡିଆ ରେ ଏହି ସମସ୍ତ ସଦସ୍ୟ କୁ ନେଇ ତିଆରି ହେଉଛି ଏହି ସିନେମା ଟି ଜାହାକି ପ୍ରକୃତ ବାସ୍ତବ ମିଠା ପ୍ରେମ କାହାଣୀ ରୁ ପ୍ରେରିତ ତେବେ ଆପଣ ମାନଙ୍କର ସେମିତି କିଛି ଲଭ ଷ୍ଟୋରୀ ରହିଛି କି କୁହାଯାଏ ଷ୍ଟୋରୀ ରେ ଦମ୍ ଥିବା ଜରୁରୀ ଏବଂ ଏହି ଷ୍ଟୋରୀ ରେ ଶତ ପ୍ରତିଶତ ଦମ୍ ରହିଛି । ତେବେ ଏହାକୁ ନେଇ ଆପଣ ମାନଙ୍କର ମତାମତ ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *