ମୁଁ ଯାହା କହୁଛି ତାକୁ ରେକର୍ଡିଙ୍ଗ କର ..ମୁଁ ତୁମକୁ ଭଲପାଉଛି ବୋଲି ଏମାନେ ମୋତେ ମାରିଦେବେ ..

love 4

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଶୁଣ ମୁଁ ଯାହା କହୁଛି ଶିଘ୍ର ରେକର୍ଡିଙ୍ଗ କର। ମୁଁ ତୁମକୁ ଭଲପାଇଲି ବୋଲି ମୋତେ ଜୀବନ ରୁ ମାରିଦବା ପାଇଁ ଏମାନେ ଷଡ଼ଯନ୍ତ୍ର କରିଛନ୍ତି। ତମେ ଜଲ୍ଦି ଜଲ୍ଦି ମୁଁ ଯାହା କହୁଛି ରେକର୍ଡିଙ୍ଗ କର। ମୋତେ ମାରି ଦେଇପାରନ୍ତି ଏମାନେ। ମୋ ଘର ଲୋକ ହିଁ ମୋତେ ମାରିଦେବେ। ଆଉ ଶୁଣ ଯଦି ମୋର କିଛି ହୋଇଯାଏ, ଏଥିପାଇଁ ମୋ ବାପା, ମାଁ ହିଁ ଦାୟୀ ରହିବେ।

ବାସ୍ ଏହାଥିଲା ପ୍ରମରେ ଅନ୍ଧ ହୋଇ ଜଣକୁ ଭଲପାଉଥିବା ଯୁବତୀର ଶେଷ କଥା। ଶେଷ ଅଡିଓ କଲ୍ ତାହା ପୁଣି ନିଜ ପ୍ରେମିକ ପାଖକୁ ଯାହା ଏବେ ପୋଲିସ ହାତରେ ଲାଗିଛି। ଯେଉଁଥିରେ ଯୁବତୀଙ୍କ ବିରୋଧ ରେ ଏକ ବଡ ଷଡ଼ଯନ୍ତ୍ର ହେଉଥିବା ଏହି ଅଡିଓ ରେ ନିଜେ ଯୁବତୀ ଜଣକ କହିଥିବା ଶୁଣିବାକୁ ମିଳିଛି। ହଁ ଦର୍ଶକ ବନ୍ଧୁ କଣ୍ଣାଟକ ର ମହିସୁର ଜିଲ୍ଲା ପେରିଆପାଟନା ରେ ଏ ଘଟଣା କୁ ନେଇ ଏବେ ଚାରିଆଡ଼େ ଚାଞ୍ଚିଲ୍ୟ ଖେଳିଯାଇଛି।

girl m

ମହିସୁର ଜିଲ୍ଲା କଗଗୁନଡି ଗାଁ ର ଜଣେ ବ୍ୟକ୍ତି ତାଙ୍କ ନିଜ ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଉ ମୃ-ତ ଯୁବତୀ ଜଣକ ଜଣେ ଦଳିତ ପୁଅକୁ ଭଲ ପାଉଥିଲେ। ଏମିତି କି ତାଙ୍କୁ କାଳେ ମନ୍ଦିରରେ ବିବାହ କରିଥିଲେ। ଆଉ ଅନ୍ୟ ଜାତିର ପୁଅକୁ ବିବାହ କରୁଥିବା ରୁ ନିଜ ଝିଅକୁ ମାରିଦେଲା ତା ବାପା। ହଁ ଦର୍ଶକ ବନ୍ଧୁ ଏମିତି କିଛି ଅଭିଯୋଗ ଥାନାରେ ହୋଇଛି।

ତେବେ ଏହି ଅନରକିଲି ବାବଦରେ ଏଭଳି ଏକ ଅଡିଓ ପୋଲିସ ହାତରେ ଲାଗିଛି। ଯାହା ପୁରା ଘଟଣାର ଗୁମର ଖୋଲି ଦେଇଛି। ଆଉ ଯୁବତୀଙ୍କୁ ହତ୍ୟା ଘଟଣାରେ ପୋଲିସ ହାତରେ ଏ ଅଡିଓ ଲାଗିବା ପରେ ଖୋଦ୍ ମୃତ ଯୁବତୀ ଏମିତି କିଛି କହିଥିବା ଶୁଣିବାକୁ ମିଳିଛି।

ଏଥିରେ ତାଙ୍କ ବାପା ହିଁ ତାଙ୍କ ହତ୍ୟା କାରୀ ସ୍ପଷ୍ଟ ଭାବରେ କହିଛନ୍ତି। ଆଉ ଅଡିଓ କୁ ନେଇ ପୋଲିସ ତନାଘନା ଚଲାଇଛି। ଘଟଣା ରେ ଯୁବତୀଙ୍କ ମାଁଙ୍କୁ ମଧ୍ୟ ପୋଲିସ ହେପାଜତ ରେ ନେଇଛି। ତେବେ ଦେଖିବାକୁ ବାକି ରହିଲା ନିଜ ଭଲପାଇବା ପାଇଁ ଜୀବନ ଦେଇଥିବା ଏହି ପ୍ରମିକା ଜଣକ କେବେ ନ୍ୟାୟ ପାଉଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *