ମିଛ ବାହାଘର ପ୍ରଚାର କୁ ନେଇ ଅଭାଶା ଶୋଦିଲେ ରାଣୀ ପଣ୍ଡା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ରାନୀପଣ୍ଡା ଙ୍କୁ ବହୁତ ଭଲ ଭାବେ ଜାଣିଥିବେ । ତେବେ ରାନୀପଣ୍ଡା ବିଭିନ୍ନ ସମୟ ରେ ବିଭିନ୍ନ କାରଣ କୁ ନେଇ କୋଣ୍ଟ୍ରଭର୍ସି ରେ ରହିଥାନ୍ତି । ସେମିତି ରେ ଆଜିର ଦିନ ରେ ମଧ୍ୟ ରେ ରାନୀପଣ୍ଡା ସେମିତି ଏକ କୋଣ୍ଟ୍ରଭର୍ସି ରେ ପଡିଥିବାର ଦେଖିବା ପାଇଁ ମିଳିଥିଲେ । ତେବେ ଆଜିର ଦିନରେ ରାନୀପଣ୍ଡା ଙ୍କୁ ଦର୍ଶକ ମାନେ ଦେଖିବା ପାଇଁ ବହୁତ ପସନ୍ଦ କରିଥାନ୍ତି ।

ସେମିତି ରେ କିଛି ଦିନ ତଳେ ରାନୀପଣ୍ଡା ଙ୍କ କିଛି ଫୋଟ ସୋସିଆଲ ମିଡିଆ ରେ ଭାଇରଲ ହୋଇଥିବାର ଦେଖିବା ପାଇଁ ମିଳିଥିଲା । ଯେଉଁ ଥିରେ ରାନୀପଣ୍ଡା ବିବାହ କରି ସାରିଥିବା ଭଳି ଗେଟପ୍ ନେଇଥିବାର ଦେଖିବା ପାଇଁ ମିଳୁଛି । ତେବେ ଏହି ଫୋଟ କୁ ନେଇ କିଛି ମିଡିଆ ରିପୋର୍ଟର ଭାଇ ମାନେ ରାନୀପଣ୍ଡା ବିବାହ କରିଛନ୍ତି ବୋଲି କୋଣ୍ଟ୍ରୋଭର୍ସି ଛିଡା କରିଥିବା ବେଳେ ବର୍ତମାନ ସମୟ ରେ ରାନୀପଣ୍ଡା ଏହାକୁ ନେଇ ସେହି ସବୁ ମିଡିଆ ଭାଇ ମାନଙ୍କ ଉପରେ ଭଡ୍କିଛନ୍ତି ।

rani

ତେବେ ରାନୀପଣ୍ଡା ଏହି ସବୁ ମିଡିଆ ଭାଇ ମାନଙ୍କୁ ବହୁତ ଅଶ୍ଲୀଳ ଏବଂ ଅଭଦ୍ର ଢଙ୍ଗରେ ଗାଳି କରୁଥିବାର ଭିଡ଼ିଓ ମଧ୍ୟ ବର୍ତମାନ ସମୟ ରେ ଭାଇରଲ ହେବାରେ ଲାଗିଛି । ତେବେ ଏହି ଭିଡ଼ିଓ ରେ ରାନୀପଣ୍ଡା ଏହା କହିଛନ୍ତି ଯେ ରାନୀପଣ୍ଡା ଗୋଟିଏ ଫୋଟ ହିଁ ଉଠେଇ ଛାଡିଥିଲା । ଏବଂ ସେ ଏକ ଭିଡିଓ ବି ମଧ୍ୟ କରିଥିଲା ଏହା ସେ ନିଜର ଖୁସୀ ରେ ଏମିତି କରିଥିଲା ।

କାରଣ ରାନୀପଣ୍ଡା ଙ୍କୁ ଗୋଟିଏ ବେସ୍ୟା ର ରୂପ ଦିଆଜାଇଛି । ତେଣୁ ବେସ୍ୟା ମାନଙ୍କ ଜିବନ ବାହାଘର ନାହିଁ । ଜାହାକୁ ସେ ହୃଦୟ ରୁ ଭଲ ପାଉଛନ୍ତି ତାଙ୍କୁ ମଧ୍ୟ ଅଭଦ୍ର ଭାଷା ରେ ଗାଳି ଦେଉଛନ୍ତି । କାରଣ ସେ ବର୍ତମାନ ରାନୀପଣ୍ଡା ଙ୍କୁ ଛାଡି ଆଉ କାହାକୁ ବିବାହ କରିଛି । ସେହିଥି ପାଇଁ ରାନୀପଣ୍ଡା ଜିବନ ରେ କେବେ ବି ବିବାହ କରିବ ନାହିଁ ବୋଲି ନିସ୍ପତି ନେଇଛି ।

ହେଲେ ଯେଉଁ ମିଡିଆ ଭାଇମାନେ ନିଜର ଚେନ୍ନାଲ ର ଟି ଆର ପି ବଢେଇବା ପାଇଁ ଏମିତି ସବୁ ରାନୀପଣ୍ଡା ଙ୍କ ବିଷୟ ରେ ଲେଖୁଛନ୍ତି ଯେ ରାନୀପଣ୍ଡା ବିବାହିତ ଅଟନ୍ତି ସେ ବିବାହ କରିସାରିଛନ୍ତି । ତେବେ ସେହି ମାନଙ୍କୁ ରାନୀପଣ୍ଡା ଅଭଦ୍ର ଭାଷା ରେ ଗାଳି କରୁଥିବାର ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆ ରେ ଘୂରି ବୁଲୁଛି । ତେବେ ଏହାକୁ ନେଇ ଆପଣ ମାନଙ୍କର ମତାମତ କଣ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *