ରଜ ସଂକ୍ରାନ୍ତି (15 june) ୮ ରାଶିରେ ଧନର ବର୍ଷା | ବଦଳୁଛି ଏହିସବୁ ରାଶିଙ୍କ ଭାଗ୍ୟ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ 15 ଜୁନ ରଜ ସଂଙ୍କ୍ରାନ୍ତି ଏହି ଦିନ ରେ କିଛି ରାଶି ମାନଙ୍କର ଭଲ ଦିନ ଆସିବା ପାଇଁ ଜାଉଛି । ଏବଂ ସେମାନଙ୍କୁ ଭଲ ପରିଣାମ ମିଳିବା ପାଇଁ ଜାଉଛି । ଏହି ରାଶି ର ଲୋକ ମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ବର୍ଷିବା ପାଇଁ ଜାଉଛି । ଏହି ରଜ ସଂଙ୍କ୍ରାନ୍ତି ରେ ଏହି ରାଶି ର ଲୋକ ମାନଙ୍କ ସବୁ କାର୍ଯ୍ୟ ସଂମ୍ପର୍ଣ୍ଣ କରିବେ ମାତା ଲକ୍ଷ୍ମୀ । ଯଦି ଆପଣଙ୍କ କୈଣସି କାର୍ଯ୍ୟ ଅସଂମ୍ପର୍ଣ୍ଣ ହୋଇ ରହିଛି ତେବେ ତାହା ସଫଳ ହେବା ନିହାତି ଅଟେ । ତେବେ ଏହି ସଂଯୋଗ ପ୍ରାୟ 500 ବର୍ଷ ପରେ ହୋଇଥିବାରୁ ଏମାନଙ୍କ ଜିବନ ରେ ଖୁସୀ ର ସମୟ ଆସିବା ପାଇଁ ଯାଉଛି । ତେବେ ଆସନ୍ତୁ ସେହି ସବୁ ରାଶି ମାନଙ୍କ ବିଷୟ ରେ ଜାଣିନେବା ।

Lakshmi

କୁମ୍ଭ ରାଶି ।
ରଜ ସଂକ୍ରାନ୍ତି ପର ଠାରୁ ଆପଣଙ୍କ ନିଜ ବନ୍ଧୁମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଖୁସି ଆଣିଦେବ । କୌଣସି ଭୁଲ ବୁଝାମଣା ଠିକ କରିବା ପାଇଁ ଚେଷ୍ଟା କରନ୍ତୁ । ଏହି ଜୁନ ମାସ ରେ ସଫଳତା ହାସଲ କରିବେ । ଆପଣଙ୍କ ବର୍ଷ ଟି ମିଶ୍ର ଫଳଦାୟୀ ରହିବ। ଅଫିସ୍ କିମ୍ବା ବ୍ୟବସାୟ କ୍ଷେତ୍ରରେ ଅଧିକାରୀ ମାନଙ୍କ ସହିତ ମଧ୍ୟ ମହତ୍ଵପୂର୍ଣ୍ଣ ବିଷୟ ଗୁଡ଼ିକ ଉପରେ ଚର୍ଚ୍ଚା ହେବ। ଏବଂ ଉନ୍ନତି ହେବ ।

ମିଥୁନ ରାଶି ।
ରଜ ସଂକ୍ରାନ୍ତି ପର ଠାରୁ କୌଣସି ନିକଟ ସମ୍ପର୍କିୟ ସାଙ୍ଗରେ ଆପଣଙ୍କର ଖରାପ ସମ୍ପର୍କ ହୋଇପାରେ ଏହି ମାସରେ । ଆପଣ ଏହି ସମ୍ପର୍କକୁ ଶୀଘ୍ର ଠିକ କରିବାକୁ ଚାହିଁବେ । ହେଲେ ଆପଣଙ୍କ ଚାହିଁବା ମୁତାବେକେ ଏମିତି ହୋଇ ପାରିବ ନାହିଁ । ଏହି ବର୍ଷ ରେ ନୂଆ କାର୍ଯ୍ୟର ପ୍ରେରଣା ମିଳିବ ଏବଂ ଆପଣ ତାଙ୍କୁ ପ୍ରାରମ୍ଭ କରିପାରିବେ। କୌଣସି ଧାର୍ମିକ ସ୍ଥଳ ଯାତ୍ରାକରି ଆପଣଙ୍କ ମନ ଭକ୍ତିମୟ ହୋଇଯିବ।

astrolog

ବୃଷ ରାଶି ।
ଏହି ରଜ ସଂକ୍ରାନ୍ତି ପର ଠାରୁ ଆପଣଙ୍କୁ ଘରର ପରିସ୍ଥିତି ରେ ସୁଧାର ଆସିବାର ଦେଖା ଦେବ । ଧନ ସଂମ୍ପତୀ ଢିବବ । ବାହରକୁ ବୁଲିବାକୁ ଏବଂ ମନୋରଂଞନ ପ୍ରବୃତ୍ତି ପାଇଁ ସମୟ କଟାଇବେ। ପରିଜନ ଏବଂ ମିତ୍ରମାନଙ୍କର ମଧ୍ୟ ଏହି ପ୍ରବୃତ୍ତିରେ ସମାବେଶ କରିବେ । ଯାହା କି ତାଙ୍କୁ ନେଇ ମଧ୍ୟ ବର୍ଷ ଟି ଆନନ୍ଦପ୍ରଦ ରହିବ।

ସିହଂ ରାଶି ।
ରଜ ସଂକ୍ରାନ୍ତି ଆପଣଙ୍କୁ ଏହି କଥାରେ କୌଣସି ଅନୁମାନ ନାହିଁ କି ଖରାପ ପ୍ରଭାବ ବା ନକାରାତ୍ମକତା କିପରି ଆପଣଙ୍କ ଉପରେ ବୋଝ ହୋଇ ଯାଉଛି ତେଣୁ ଆପଣ ମାନେ ଏହି ଜୁନ 15 ପରେ ଟିକିଏ ସାବଧାନ ରହିବେ । ଶାରୀରିକ ଏବଂ ମାନସିକ ସୁସ୍ଥତା ସହିତ ଘରେ ମଧ୍ୟ ଆନନ୍ଦର ବାତାବରଣ ରହିବ। ମିତ୍ରମାନଙ୍କ ଏବଂ ସ୍ନେହୀ ଜନ ମାନଙ୍କର ସହିତ ସାକ୍ଷାତ କରିବେ।

ତୁଳା ରାଶି ।
15 ଜୁନ ରଜ ସଂକ୍ରାନ୍ତି ଠାରୁ ଏହି ରାଶି ର ବ୍ୟକ୍ତି ମାନଙ୍କୁ କହିବୁ ଜଣେଇ ଦେବୁ କି ଆପଣ ମାନଙ୍କ ବହୁତ ଭଲ ସମୟ ରହିଛି ତଥା କିଛି ସ୍ଥାନ ରେ ଭୁଲ ହୋଇ ପାରେ । ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ତେଣୁ ଏହି ଜୁନ ମାସ ରେ କମ୍ ଦୟା କରନ୍ତୁ ।

Astrology

ମୀନ ରାଶି ।
ରଜ ସଂକ୍ରାନ୍ତି ପର ଠାରୁ ଆପଣଙ୍କୁ ଏହି କଥାରେ କୌଣସି ଅନୁମାନ ନାହିଁ କି ଖରାପ ପ୍ରଭାବ ବା ନକାରାତ୍ମକତା କିପରି ଆପଣଙ୍କ ଉପରେ ବୋଝ ହୋଇ ଯାଉଛି ତେଣୁ ଆପଣ ମାନେ ଏହି ଜୁନ ମାସ ରେ ଟିକିଏ ସାବଧାନ ରହିବେ । ଶାରୀରିକ ଏବଂ ମାନସିକ ସୁସ୍ଥତା ସହିତ ଘରେ ମଧ୍ୟ ଆନନ୍ଦର ବାତାବରଣ ରହିବ। ମିତ୍ରମାନଙ୍କ ଏବଂ ସ୍ନେହୀ ଜନ ମାନଙ୍କର ସହିତ ସାକ୍ଷାତ କରିବେ।

ମେଷ ରାଶି ।
ରଜ ସଂକ୍ରାନ୍ତି ପର ଠାରୁ ଏହି ରାଶି ର ବ୍ୟକ୍ତି ମାନଙ୍କୁ କହିବୁ କି ଏହି ମାସଟି ବହୁତ ଭଲ ରହିଛି ତଥା କିଛି ସ୍ଥାନ ରେ ଭୁଲ ହୋଇ ପାରେ । ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ତେଣୁ ଏହି ଜୁନ ମାସ ରେ କମ୍ ଦୟା କରନ୍ତୁ ।

କନ୍ୟା ରାଶି ।
ଏହି ଜୁନ 15 ରେ ଆପଣ ନିଜ ଲୋକ ସହିତ ସମ୍ପର୍କ ଭଲ ରହିବ ନାହିଁ । ମନେ ରଖନ୍ତୁ କେବଳ ଥଣ୍ଡା ମିଜାସରେ ଆପଣଙ୍କ ପରିସ୍ଥିତିକୁ ସମ୍ଭାଳି ପାରିବେ ଏହି ରଜ ସଂଙ୍କ୍ରାନ୍ତି ଟି ଆପଣଙ୍କ ପାଇଁ ବହୁତ ଭଲ ରହିବ । ବୈଭବ ଜୀବନଶୈଳୀ ତଥା ମନୋରଂଞନ ପ୍ରବୃତ୍ତି ଗୁଡ଼ିକ ରେ ଏହି ବର୍ଷ ଆପଣ ଆନନ୍ଦିତ ରହିବେ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଲାଭ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ମାନ ପ୍ରତିଷ୍ଠାରେ ବୃଦ୍ଧି ହେବ। ଯାତ୍ରା କିମ୍ବା ପ୍ରବାସର ଆୟୋଜନ କରି ପାରିବେ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *