ରଜ ସଂକ୍ରାନ୍ତି (15 June ) ଦେବସ୍ନାନ ପୂର୍ଣ୍ଣିମା । ଏହି 5ଟି ରାଶି ହେବେ ମାଲାମାଲ୍ ।

Devaswana Purnima

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ୧୫ ଜୁନ୍ ପବିତ୍ର ରଜ ସଂକ୍ରାନ୍ତି। ଏହି ରଜ ସଂକ୍ରାନ୍ତି ଠାରୁ ଏହି ୫ ଗୋଟି ରାଶିର ଭାଗ୍ୟ ବଦଳିବାକୁ ଯାଉଅଛି। ଏମାନଙ୍କର ଭାଗ୍ୟର କବାଟ ଖୋଲିବାକୁ ଯାଉଅଛି। ଏମାନଙ୍କ ଉପରେ ମାଁ ଲକ୍ଷ୍ମୀଙ୍କର ବିଶେଷ କୃପା ପଡିବାକୁ ଯାଉଅଛି। ଏମାନଙ୍କର ଭାଗ୍ୟ ବଦଳିବାକୁ ଯାଉଅଛି। ଦୀର୍ଘ ୫୦୦ ବର୍ଷ ପରେ ରଜ ସଂକ୍ରାନ୍ତିରେ ହେବାକୁ ଯାଉଅଛି ଗ୍ରହମାନଙ୍କର ମହା ସଂଯୋଗ । ଏହି ୫ ଗୋଟି ରାଶିର ଭାଗ୍ୟ ସୁନା ଭଳି ଚମକି ଉଠିବ।

ତେବେ ବନ୍ଧୁଗଣ ସର୍ବ ପ୍ରଥମ ରାଶିଟି ହେଉଛି ସିଂହ ରାଶି। ସିଂହ ରାଶିର ଲୋକମାନଙ୍କୁ କମ୍ ସମୟରେ ଅଧିକ ଲାଭ ମିଳିପାରିବ। କାନୁନ ମାମଲାରେ ଫସିଥିବା ଲୋକମାନଙ୍କୁ ସଫଳତା ମିଳିବ। ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ ଖୁସିପୂର୍ଣ୍ଣ ରହିବ। କେବେବି ଆପଣଙ୍କ ପାଖରେ ଧନର ଅଭାବ ଦେଖାଦେବ ନାହିଁ। ଏବଂ ମାଁ ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ଲାଗି ରହିବେ।

Lakshmi

ଦ୍ବିତୀୟ ରାଶି ଟି ହେଉଛି କନ୍ୟା ରାଶି। ଏହି କନ୍ୟା ରାଶିର ଲୋକମାନଙ୍କ ଉପରେ ଏହି ମହାସଂଯୋଗ ଫଳରେ ଧନର ବର୍ଷା ହୋଇପାରେ। କିନ୍ତୁ ଆପଣଙ୍କୁ ସାବଧାନ ରହିବାକୁ ପଡିବ। ଯେ ଆଗାମୀ ଦିନ ମାନଙ୍କରେ ଆପଣଙ୍କ ଦ୍ୱାରା କୌଣସି ଏଭଳି ଭୁଲ୍ ନହୁଏ ଯାହା ଫଳରେ ମାଁ ଲକ୍ଷ୍ମୀ ଆପଣଙ୍କ ଉପରେ ରାଗିନଯାନ୍ତି। ଏହା କଲେ ଆପଣ ନିଜକୁ ବି ସଙ୍କଟ ରେ ପକାଇ ପାରନ୍ତି।

ତୃତୀୟ ରାଶିଟି ହେଉଛି ବୃଷ ରାଶି। ଏହି ରାଶିର ଲୋକମାନଙ୍କ ଉପରେ ମାଁ ଲକ୍ଷ୍ମୀଙ୍କର ବିଶେଷ କୃପା ବରଷିବ। ଯାହା ଫଳରେ ଗୋଟେପଟେ ଅଟକି ଥିବା କାର୍ଯ୍ୟ ପୂରଣ ହେବ। ଏବଂ ଦ୍ବିତୀୟ ପଟେ ଆପଣଙ୍କ ଘରେ କୌଣସି ନୂଆ ବାହାନ ମଧ୍ୟ ଆସିପାରେ। ଫାଲତୁ ଜିନିଷରେ ପଇସା ଖର୍ଚ୍ଚ କରିବା ଠାରୁ ଆପଣ ଦୂରେଇ ରୁହନ୍ତୁ। ଏହା କଲେ କୁବେର ମହାରାଜ ଆପଣଙ୍କ ଠାରୁ ନିଜର କୃପା ଦୃଷ୍ଟି ମଧ୍ୟ ଦୂରେଇ ପାରନ୍ତି। ଆପଣଙ୍କ ଭାଗ୍ୟ ଖୋଲିବାକୁ ଯାଉଅଛି। ଆପଣଙ୍କୁ ଆକସ୍ମିକ ଧନ ପ୍ରାପ୍ତି ହୋଇପାରେ।

ଚତୃର୍ଥ ରାଶିଟି ହେଉଛି ତୁଳା ରାଶି । ଏହି ତୁଳା ରାଶି ଲୋକମାନଙ୍କର ସବୁ ଅସୁବିଧା ବହୁତ ଜଲଦି ସମାପ୍ତ ହେବାକୁ ଯାଉଅଛି। ଚାକିରି ଖୋଜୁଥିବା ଲୋକମାନଙ୍କୁ ବହୁତ ଜଲଦି ଚାକିରି ମିଳିବାର ସମ୍ଭାବନା ଅଛି। ଏହା ବ୍ୟତୀତ ଆଜି ଯାଏ ଚାଲି ଆସୁଥିବା ଆର୍ଥିକ ଅସୁବିଧା ମଧ୍ୟ ବହୁତ ଜଲ୍ଦି ସମାପ୍ତ ହେବ। କୌଣସି କାର୍ଯ୍ୟକୁ ତରତର ହୋଇ କଲେ ଆପଣ ଅସୁବିଧାରେ ପଡିପାରନ୍ତି।

Astrology

ପଞ୍ଚମ ରାଶିଟି ହେଉଛି କୁମ୍ଭ ରାଶି । ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବ। ଲମ୍ବା ସମୟରେ କରିଥିବା ପରିଶ୍ରମ ଏବେ ସୁଫଳ ପ୍ରଦାନ କରିବ। ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ ଜଲଦି ସଫଳତା ମିଳିବ। ଯେତେ ଆପଣ ପରିଶ୍ରମ କରିବେ ତାଠୁ ସେତେ ଅଧିକ ଆପଣଙ୍କୁ ଧନ ପ୍ରାପ୍ତ ହେବ। ମାଁ ଲକ୍ଷ୍ମୀଙ୍କ କୃପା ଆଗାମୀ ସମୟରେ ଆପଣଙ୍କ ଉପରେ ରହିବ। ନିଜର ଖୁସି ପାଇଁ ଅନ୍ୟକୁ ଦୁଃଖ ଦେବାଠାରୁ ଆପଣ ଦୂରେଇ ରୁହନ୍ତୁ। ଏଭଳି କରିବା ମାନେ ମାଁ ଲକ୍ଷ୍ମୀଙ୍କୁ ନିଜଠୁ ଦୂରେଇ ଦେବା ହୋଇଥାଏ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *