ରାଇମୋହନଙ୍କ ସବୁଠୁ ଲୋକପ୍ରିୟ ଭିଡିଓ । ଡିଲେଟ ହେବା ଆଗରୁ ଏବେହିଁ ଦେଖିନିଅନ୍ତୁ ।

uia

କାହିଁକି ଆ-ତ୍ମ-ହ-ତ୍ୟା କଲେ ଅଭିନେତା ରାଇମୋହନ ପରିଡା । ଏହାକୁ ନେଇ ଏବେ ବି ଦର୍ଶକଙ୍କ ଉକ୍ରଣ୍ଠା । ଗତକାଲି ରାତିରେ ପଞ୍ଚଭୂତରେ ଲୀନ ହୋଇଛି ରାଇମୋହନଙ୍କ ପାର୍ଥିବ ଶରୀର । ପୁରୀ ସ୍ୱର୍ଗଦ୍ୱାରରେ ରାଇମୋହନ ପରିଡାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ସାନ ଝିଅ ଉଦିତା ପରିଡ଼ା ତାଙ୍କ ଜୁଇରେ ମୁଖାଗ୍ନି ଦେଇଛନ୍ତି । ହିନ୍ଦୁ ରୀତିନୀତିରେ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ଓଡିଶାର ଖଳନାୟକ ଭାବେ ପରିଚିତ ରାଇମୋହନ ପରିଡା । ତାଙ୍କର ଜନ୍ମ ୧୯୬୩ ମସିହାରେ । ତାଙ୍କର ଜନ୍ମ ସ୍ଥାନ ହେଉଛି କେନ୍ଦୁଝରରେ ଉଦୟପୁର ଗ୍ରାମରେ । ସେ ଚାରି ଝିଅରେ ଗୋଟିଏ ପୁଅ ଥିଲେ । ସେଥିପାଇଁ ପରିବାରରେ ସେ ବହୁତ ଗେଲ୍ହା ଥିଲେ । ତାଙ୍କ ବାପାଙ୍କ ନାମ ହେଉଛି ତ୍ରିଲୋକନାଥ ପରିଡା । ସେ ବିଏଲଡବ୍ଲ୍ୟୁ ଭାବେ କାର୍ଯ୍ୟ କରୁଥିଲେ । ମା’ ହେଉଛନ୍ତି ତିଳୋତ୍ତମା ପରିଡା । ରାଇମୋହନ ପରିଡାଙ୍କ ପତ୍ନୀଙ୍କ ନାମ ହେଉଛି ରଞ୍ଜିତା ପରିଡା ।

ତାଙ୍କର ପ୍ରଥମ ଓଡିଆ ଫିଲ୍ମ ହେଉଛି ପକା କମ୍ବଳ ପୋତ ଛତା । ସେଥିରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ଏହା ପରେ ୧୯୯୨ ମସିହାରେ ସାଗର ଭୂମିକାରେ ଅଭିନୟ କରିଥିଲେ । ଏହିପରି ୧୦୦ ରୁ ଉର୍ଦ୍ଧ୍ୱ ଓଡିଆ ଫିଲ୍ମ ରେ ସେ ଅଭିନୟ କରିଛନ୍ତି ।

ଓଲିଉଡର ଶ୍ରେଷ୍ଠ ଖଳନାୟକ ଭାବେ ମଧ୍ୟ ସେ ପରିଚିତ । ୨୦୦୨ ମସିହାରେ ସେ ଓଡିଆ ଫିଲ୍ମ ଛାଡି ଯାତ୍ରାରେ ଅଭିନୟ ଆରମ୍ଭ କରିଥିଲେ । ସେ ଓଡିଆ ଯାତ୍ରା ଓ ଫିଲ୍ମ ସହ କିଛି ହିନ୍ଦୀ ଫିଲ୍ମ ରେ ମଧ୍ୟ ଅଭିନୟ କରିଛନ୍ତି । ଓଡିଆ ଯାତ୍ରା ଜଗତରେ ସେ ବେଶ ସୁନାମ ଅର୍ଜନ କରିଛନ୍ତି ।

ଭାଇରାଲ ଭିଡିଓ

ତେବେ ତାଙ୍କର ଅନେକ ଫିଲ୍ମରେ ବହୁତ ଗୁଡିଏ ଭିଡିଓ ଦର୍ଶକଙ୍କ ମନରେ ଅନେକ ଉତ୍କଣ୍ଠା ଶୃଷ୍ଟି କରିଥାଏ । ତେବେ ତାଙ୍କର ମୃତ୍ୟୁ ପରେ ଏବେ ସୋସିଆଲ ମିଡିଆରେ ତାଙ୍କର ସବୁଠୁ ଭାଇରାଲ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏବେ ହିଁ ଦେଖିନିଅନ୍ତୁ ସେହି ଭାଇରାଲ ଭିଡିଓ ।

ରାଇମୋହନଙ୍କ ଅମର ଆତ୍ମାର ସଦଗତି ପାଇଁ ଏବେ ହିଁ ଗୋଟିଏ ଲାଇକ କରିବା ସହିତ ଉପରେ ଫଲୋ ନିଶ୍ଚୟ କରି ଦିଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *