ବାପରେ ଏତେ କୋଟିର ମାଲିକ ଥିଲେ ରାଇମୋହନ ପରିଡା ।

Raimohan Parida

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ 10 ଜୁଲାଇ 1963 ମସିହା ରେ ଜନ୍ମ ଗ୍ରହଣ କରିଥିବା ଆପଣ ମାନଙ୍କର ପ୍ରିୟ ଅଭିନେତା ରାଇମୋହନ ପରିଡା ମାତ୍ର 58 ବର୍ଷ ବୟସ ରେ 24 ଜୁନ 2022 ରେ ଏହି ଦୁନିଆଁ ଛାଡି ଚାଲିଜାଇଛନ୍ତି। ଆଜି ଆମେ ଜାଣିବା ଯେ ଆମର ସେହି ପ୍ରିୟ ଅଭିନେତା ଙ୍କର ଘର ପରିବାର ତାଙ୍କର ପର୍ସିନାଲ ଲାଇଫ୍ ବିଷୟ ରେ ତାଙ୍କର ସଂମ୍ପତୀ ହେଲେ ଏହା ସହିତ ତାଙ୍କ ବିଷୟ ରେ କିଛି ଅଜଣା ସତ୍ୟ ଘଟଣା ଯେଉଁ ବିଷୟ ରେ ଆପଣ ମାନେ କେବେ ବି ପୂର୍ବରୁ ଜାଣିବା ପାଇଁ ପାଇ ନଥିବେ । ସବୁ କିଛି ଆପଣ ମାନେ ଏହି ସଂକ୍ଷିପ୍ତ ପୋଷ୍ଟ ରୁ ଜାଣିବାକୁ ପାଇଯିବେ ।

ରାଇମୋହନ ପରିଡା ଯିଏକି 10 ଜୁଲାଇ 1963 ମସିହା ରେ ଜନ୍ମ ଗ୍ରହଣ କରିଥିଲେ ତେବେ ସେ କେନ୍ଦୁଝର ଜିଲ୍ଲା ର ଉଦୟ ପୁର ଗ୍ରାମ ରେ ଜନ୍ମ ଗ୍ରହଣ କରି ଥିଲେ । ସେ ନିଜର କେରିଅର ରେ ଅନେକ ଗୁଡିଏ ଚଳଚିତ୍ର ଏବଂ ଏହା ସହିତ ଯାତ୍ରା ସିରିଏଲ ରେ ଅଭିନୟ କରିସାରିଛନ୍ତି । ସେ ବିଶେଷ କରି ଖଳନାୟକ ଭୂମିକା ରେ ନଜର ଆସିଥାନ୍ତି । ତେବେ ତାଙ୍କର ଶିକ୍ଷା ଯୋଗ୍ୟାତା ଉପରେ ଯଦି ଆମେ ମାନେ ନଜର ପକେଇବା ତେବେ ସେ କରଞିଆ କଲେଜ ମୟୁରଭଞୀ ଠାରେ ନିଜର କଲେଜ ଲାଇଫ୍ ଅତିବାହିତ କରିଛନ୍ତି ।

Raimohan

ଏହା ସହିତ ସେ ଉତ୍କଳ ସଂଙ୍ଗୀତ ମହାବିଦ୍ୟାଳୟ ରେ ପାଠ ପଢି ଥିବା ବେଳେ ସେ ଏହା ପୂର୍ବ ରୁ ଅସୁର୍ବଚନ ଙ୍କ ସହିତ ମିଶି କରି ତାରିଣୀ ଗଣନାଟ୍ୟ ରେ କାମ କରି ଥିଲେ । ଏହା ସହିତ ସେ ସେଠାରେ ନିଜର ସଂମ୍ପର୍ଣ୍ଣ ଅଭିନୟ ର ଶିକ୍ଷା ମଧ୍ୟ କରିଥିଲେ । ତାଙ୍କର ଏଜୁକେସନାଲ କ୍ୱାଲିଫିକେସନ ହେଲା ସେ ପିଜି କମ୍ପଲିଟ କରିଥିଲେ । ସେହି ପରି ଆମେ ମାନେ ଯଦି ତାଙ୍କର ପରିବାର ବିଷୟ ରେ କହିବା ତେବେ ତାଙ୍କର ସ୍ତ୍ରୀ ଙ୍କ ନାମ ରଞିତା ପରିଡା ତାଙ୍କର ବିବାହ 1986 ମସିହା ରେ ହୋଇ ଥିଲା ,

ଏବଂ ଆପଣ ମାନଙ୍କୁ ଜଣେଇ ଦେବା ପାଇଁ ଚାହିଁବୁ କି ରାଇମୋହନ ପରିଡା ଙ୍କ ଦୁଇଟି ଝିଅ ଜଣେ ବିବାହ କରିସାରିଥିବା ବେଳେ ଆଉ ଜଣେ ବିବାହ କରିନାହାଁନ୍ତି । ତେବେ ତାଙ୍କର ଦୁଇ ଝିଅ ତାଙ୍କର ଶେଷ ସମୟ ରେ ମୂଖାଗ୍ନୀ ଦେଇଛନ୍ତି । ରାଇମୋହନ ପରିଡା 1987 ମସିହା ରେ ବେଙ୍ଗଲି ଚଳଚିତ୍ର ସାଗର ଜରିଆରେ ନିଜର କେରିଅର କୁ ଆରମ୍ଭ କରିଥିଲେ । ଏବଂ ଏହି ଚଳଚିତ୍ର ରେ ସେ ଖଳନାୟକ ଭୂମିକା ରେ ନଜର ଆସିଥିଲେ ।

Rai mohan 1

ସେ ନିଜର କେରିଅର ରେ 100 ରୁ ଅଧିକ ଓଡିଆ ଏବଂ ବେଙ୍ଗଲୀ ଚଳଚିତ୍ର ରେ କାମ କରିସାରିଛନ୍ତି । 1998 ରେ ସିହଂବାହିନୀ , 1994 ରେ ସୁନା ଭାଉଜ , 2014 ରେ ମେଣ୍ଟାଲ , ଏବଂ ଅନେକ ଗୁଡିଏ ଚଳଚିତ୍ର ରେ ସେ ନିଜର ପାରଦର୍ଶିତା ଦେଖାଛନ୍ତି । ସେହି ପରି ସଂମ୍ପତୀ ବିଷୟ ରେ କହିଲେ ରାଇମୋହନ ଗୋଟିଏ ଫିଲ୍ମ ରେ କାମ କରିବା ପାଇଁ 3 ରୁ 4 ଲକ୍ଷ ଟଙ୍କା ଡିମାଣ୍ଡ କରନ୍ତି । ଏବଂ ଗୋଟିଏ ଯାତ୍ରା ପାଇଁ ସେ 60 ରୁ 70 ହଜାର ଟଙ୍କା ଚାର୍ଜ କରିଥାନ୍ତି ।

ଏହା ସହିତ ସେ ଅନେକ ଗୁଡିଏ ରିଆଲିଟି ସୋରେ ମଧ୍ୟ ନଜର ଆସିଛନ୍ତି । ଆପଣ ମାନେ ଶେଷ ଥର ପାଇଁ ମଞୁରୀ ଟିଭି ର ଏକ ସିରିଏଲ ସିହଂ ଦ୍ୱାର ରେ ବାପା ଭୂମିକା ରେ ଦେଖିବା କୁ ପାଇଥିଲେ । ହେଲେ ସେ ଆଜି ଆଉ ଆମ ଗହଣ ରେ ନାହାଁନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *