ଆଜି ହିଁ ନିଜ ପର୍ସରେ ରଖନ୍ତୁ ଏହି ଜିନିଷ – ଧନବୃଦ୍ଧି ହେବ – Odia Bayagita

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଆମେ ଆଜି ଏହି ଠାରେ ଜାଣିବା କି ପର୍ସ ରେ କେଉଁ ଜିନିଷ ରଖିବା ଦ୍ୱାରା ଆମର ଧନ ର ବୃଦ୍ଧି ହୋଇ ଥାଏ ଏବଂ କେଉଁ କାର୍ଯ୍ୟ କରିବା ଦ୍ୱାରା ଆମର ଧନ ର ହାନୀ ହୋଇ ଥାଏ । ସବୁ ଦିନ ଆପଣ ସକାଳେ ପର୍ସ ଫୁଲ୍ କରି ନେଉ ଥିଲେ ଏବଂ ସଂନ୍ଧ୍ୟା କୁ ଏହା ଖାଇ ହୋଇ ଜାଉ ଥିଲେ ଏହା ଆପଣ ମାନଙ୍କ ପାଇଁ ବହୁତ ଭଲ କାର୍ଯ୍ୟ କରିବ । ଏମିତି ରେ ଯଦି ଆପଣ କେବେ ପର୍ସ ଟିଏ କିଣି କରି ଆଣୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଭଲ ଏବଂ ଏହା ଛଡା ଯଦି ଆପଣଙ୍କୁ କେହି ପର୍ସ ଟିଏ ଗିଫ୍ଟି ହିସାବ ରେ ଦେଇ ଥାଏ । ତେବେ ଏହା ଆପଣ ମାନଙ୍କ ପାଇଁ ବହୁତ ଶୁଭ ହୋଇ ଥାଏ ।

ସେମିତି ରେ ଆପଣ ମାନେ ଯଦି ପର୍ସ ରେ ଶ୍ରୀ କୃଷ୍ଣ ଙ୍କ ଅତି ପ୍ରିୟ ମୟୁର ପଙ୍ଖୁ କୁ ରଖନ୍ତୁ ତେବେ ଆପଣ ମାନଙ୍କ ପର୍ସ ରୁ ଚାଲି ଜାଉ ଥିବା ଟଙ୍କା ରୋକିବା ରେ ଲାଗିବ । ଏବଂ ଆପଣ ମାନେ ନିଜର ଧନ କୁ ବଞ୍ଚେଇ ପାରିବେ ।

Peacock

ଦ୍ୱୀତୀୟ କଥା ହେଉଛି ଯେଉଁ ପର୍ସ କୁ ଆପଣ ମାନେ ବ୍ୟବହାର କରୁଛନ୍ତି । ତାହାକୁ ପ୍ରତ୍ୟେକ ବର୍ଷ କୁ ବଦଳାଇ ଦିଅନ୍ତୁ । ତାହା ଭଲ ଥାଉ କିମ୍ଭା ଖରାପ୍ ତାହା ନିଶ୍ଚିତ ବଦଳାନ୍ତୁ । କେହି ଏମିତି ଭାବନ୍ତି କି ଏହି ପର୍ସ ଟି ମୋ ପାଇଁ ବହୁତ ଶୁଭ ଅଟେ ତେବେ ସେମିତି ରେ ଏହା ଆପଣ ଭୁଲ ଭାବୁଛନ୍ତି । କାରଣ ସେଥିରେ ଲକ୍ଷ୍ମୀ ହି ଥାନ୍ତି । ଏବଂ ଲକ୍ଷ୍ମୀ କେବେ ବି ଅପରିସ୍କାର ସ୍ଥାନ ରେ ରହିବା ପାଇଁ ପ,ସନ୍ଦ କରନ୍ତି ନାହିଁ ।

କେବେ ଯଦି ଆପଣଙ୍କୁ ସମୟ ମିଳେ ତେବେ ଏହି ପର୍ସ କୁ ହଳଦୀ ପାଣି ରେ ଧୁଏଇ ଦିଅନ୍ତୁ ତେବେ ଆପଙ୍କ ଧନ ବୃଦ୍ଧି ହେବ । କେବେ ପର୍ସ କୁ ଅଳିଆ ରେ ପକାନ୍ତୁ ନାହିଁ । ତାହାକୁ ଆପଣ ମାନେ କୈଣସି ଗଛ ତଳେ ରଖି ଦିଅନ୍ତୁ । ବହୁତ ଲୋକ ମାନେ ଏମିତି ବି ରହି ଥାନ୍ତି । ଯେଉଁ ମାନଙ୍କ ପାଖରେ ପର୍ସ ହିଁ ନ ଥାଏ ସେମାନେ ସବୁ ବେଳେ ଅନ ଲାଇନ୍ ରେ ଟ୍ରାଞାକ୍ସନ୍ କରି ଥାନ୍ତି । ହେଲେ ଏହା କରିବା ସବୁ ବେଳେ ଭୁଲ ହୋଇ ଥାଏ । ଯେତେ ଟ୍ରାଞାକ୍ସନ୍ କଲେ ମଧ୍ୟ ପାଖରେ କିଛି ପରିମାଣ ରେ ଟଙ୍କା ରଖନ୍ତୁ ।

purse

ତେବେ ଏହା ପରେ ରହିଛି ଆପଣଙ୍କ ଧନ କ୍ଷେୟ କେଉଁ କାର୍ଯ୍ୟ ଯୋଗୁଁ ହୋଇ ଥାଏ ଆସନ୍ତୁ ଜାଣିବା । ସେମିତି ରେ କେବେ ଯଦି ପର୍ସ ରୁ ଟଙ୍କା ଚୋରୀ ହୋଇ ଥାଏ ତେବେ ସେହି ସମୟ ରେ ଜାଣି ନିଅନ୍ତୁ ଆପଣଙ୍କ ଦୁର୍ଭାଗ୍ୟ ଆପଣଙ୍କ ପାଖକୁ ଆସୁଛି ବୋଲି ।

ବହୁତ ଲୋକ ମାନେ ରହିଛନ୍ତି । ଯେଉଁ ମାନେ ନିଜର ପର୍ସକୁ ପ୍ୟଣ୍ଟ ର ପଛରେ ରଖନ୍ତି । ଏବଂ ଯେଉଁ ସମୟ ରେ ସେମାନେ ପ୍ୟଣ୍ଚ ବଦଳାଇ ଥାନ୍ତି । ସେହି ସହିତ ସେମାନଙ୍କ ପର୍ସ କୁ ମଧ୍ୟ ସେହି ପ୍ୟଣ୍ଟ ରେ ରଖି କୈଣସି ସ୍ଥାନ ରେ ଟାଙ୍ଗି ଦେଇ ଜାଇ ଥାନ୍ତି । ହେଲେ ଏହା କରିବା ଆପଣ ମାନଙ୍କ ପାଇଁ ସଂମ୍ପର୍ଣ୍ଣ ଭାବେ ଭୁଲ ଅଟେ । ଏହୀା କରିବା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ ଅପମାନ ହୋଇ ଥାଏ । ତେବେ ଏହା ଛଡା ଆପଣଙ୍କ ଧନ କ୍ଷେୟ ସବୁ ବେଳେ ହୋଇ ଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *