ପ୍ରଧାନମନ୍ତ୍ରୀ PM-SYM ଯୋଜନା,ଏଭଳି ଭାବେ ସବୁ ଶ୍ରମିକ ମାସକୁ ପାଇବେ ୩ ହଜାର ଟଙ୍କା,ଏପରି ଆବେଦନ କରି ପାରିବେ ଆପଣ…

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଶ୍ରମ ଯୋଗ ମାନ ଧନ ମନ୍ତ୍ରାଳୟ ଦ୍ୱାରା ଗୋଟିଏ ପେନସନ ସ୍କିମ୍ ଚଳାଯାଉଛି ଜାହାର ନାମ ହେଲା ଶ୍ରମ ଯୋଗ ମାନ ଧନ ଯୋଜନା । ଏହି ଯୋଜନା ମଧ୍ୟରେ ସରକାର ଙ୍କ ତରଫ ରୁ 3 ହଜାର ଟଙ୍କା ପେନସନ ଭାବେ ମାସକୁ ଦିଆଯାଇ ଥାଏ । ଜାହାକି ବର୍ଷ କୁ ପ୍ରାୟ 36 ହଜାର ଟଙ୍କା ହୋଇଥାଏ । ତେବେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଆଲୋଚନା କରିବା ପାଇଁ ଯାଉଛୁ । ତେବେ ଆସନ୍ତୁ ଆପଣ ମାନେ ଏହି ଯୋଜନା ର କେମିତି ଲାଭ ଉଠେଇ ପାରିବେ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଆଲୋଚନା କରିବା ପାଇଁ ଜାଉଛୁ ।

ତେବେ ଆପଣ ମାନେ ନିଶ୍ଚିତ ଭାବେ ପ୍ରଧାନ ମନ୍ତ୍ରୀ SYM ଯୋଜନା ବିଷୟ ରେ ଜାଣିଥିବେ । ଏହିଥିରେ ଅନେକ ଲୋକ ମାନେ ଉପକୃତ ହେଉଛନ୍ତି । ଏହା ସହିତ ଏହି ଯୋଜନା ରେ ଅନେକ ମାନଙ୍କ ପାଇଁ ମଧ୍ୟ ଲାଭକାରୀ ହୋଇ ପାରିବ । ତେବେ ଏହି ଯୋଜନା ଟି ଗରିବ କୃଷକ ପାଇଁ ଅଟେ ।

PM-SYM plan

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ସୂଚନା ଦେବୁ କି ଏହି ଯୋଜନା ରେ ଜଣେ ଯୁବକ 20 ବର୍ଷ ବୟସ ରୁ ମାସିକ 20 ଟଙ୍କା ଲେଖାଏ ଜମା କରିବେ ତେବେ ତେବେ ସେମାନଙ୍କୁ 55 ବର୍ଷ ବୟସ ପରେ ସେମାନଙ୍କୁ ମାସିକ 3 ହଜାର ଟଙ୍କା ଲେଖାଏଁ ସେମାନଙ୍କୁ ସରକାରୀ ପେନସନ ମିଳି ପାରିବ ।

ତେବେ ପ୍ରଧାନ ମନ୍ତ୍ରୀ ଙ୍କ ଏହି ଯୋଜନା ବଳରେ ଅନେକ ଲୋକ ମାନେ ଉପକୃତ ହୋଇ ପାରିବେ । ତେବେ ଏହି ଯୋଜନା ରେ ଅନେକ ଲୋକ ମାନେ ଲାଭ ଉଠାଇବା ସହିତ ବିଶେଷ କରି ଗରିବ କୃଷକ ମାନେ ଲାଭ ଉଠେଇ ପାରିବେ । ତଥା ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବୁ କି ଏମାନେ ଏହି ଯୋଜନା ର ଅଂଶ ଗ୍ରହଣ କରି ସେମାନେ ନିଜ ପାଇଁ କିଛି ମାତ୍ରା ରେ ସଞ୍ଚୟ କରି ପାରିବେ ।

pm

ଯେଉଁଥି ପାଇଁ ସେମାନଙ୍କୁ ଜମା ରାଶି ଅନୁସାରେ 3 ହଜାର ଲେଖାଏ ପରେ ସେମାନଙ୍କୁ ପେନସନ ଆକାରରେ ମିଳିବ । ଯେଉଁଥି ପାଇଁ ଅନେକ କୃଷକ ଭାଇ ମାନେ ଏହି ଯୋଜନା ର ଅଂଶ ଗ୍ରହଣ କରିବା ପାଇଁ ବହୁତ ଆଗ୍ରହ ପ୍ରକାଶ କରୁଥିବାର ଦେଖିବା ପାଇଁ ମିଳିଛି । ବନ୍ଧୁଗଣ ଆପଣ ମାନେ ବି ଯୋଜନା ରେ ଅଂଶ ଗ୍ରହଣ କରନ୍ତୁ ନିଶ୍ଚିତ ଲାଭ ପାଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *