ଚାଲୁଥିଲେ ଲୋକ ଛିଡିଗଲା ପୋଲ, ଉଦଘାଟନ ଦିନ ଭାଙ୍ଗିଗଲା..ଅଭାବନୀୟ ଦୁର୍ଘଟଣାରେ ଅନେକ ଆହତ

polo

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଚାଲୁଥିଲେ ଲୋକ ଛିଡିଗଲା ପୋଲ। ଉଦଘାଟନ ଦିନ ଭାଙ୍ଗିଗଲା। ଅଭାବନୀୟ ଦୁର୍ଘଟଣାରେ ଅନେକ ଆହାତ। ନୂଆକରି ତିଆରି ହୋଇଥିଲା ପୋଲ। ଉଦଘାଟନ ଉତ୍ସବକୁ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାମ୍ବାଦିକ ସମସ୍ତଙ୍କୁ ନିମନ୍ତ୍ରଣ ହୋଇଥିଲା। ସମସ୍ତେ ଆସି ଏକତ୍ରୀତ ହୋଇସାରିଥିଲେ। କିଛି ସମୟ ପରେ ହୋଇଥାନ୍ତା ଉଦଘାଟନ।

କିନ୍ତୁ ଆରମ୍ଭରୁ ଚିତପଟାଙ୍ଗ। ନବ ନିର୍ମିତ ପୋଲଦେଇ ଲୋକେ ଯିବାବେଳେ ଘଟିଲା ଦୁର୍ଘଟଣା। ହଠାତ୍ ଭଙ୍ଗିଗଲା ପୋଲ। ତଳେ ପଡି ୨୦ ରୁ ଅଧିକ ଆହାତ। ଘଟଣାଟି ମିକ୍ସିପୁରକିରନାମେଘାର। ଅନେକ ସମୟରେ ନର୍ମାଣ ଧୀନ ପୋଲ ଭାଙ୍ଗିବାର ଖବର ଆସେ। ନିମ୍ନମାନର କାମ ପାଇଁ ଏଭଳି ଘଟଣା ଘଟିଥାଏ। ପୋଲ ଭୁସୁଡି ଅନେକ ଲୋକ ପ୍ରାଣ ହରାଇବାର ବି ଦେଖିବା ପାଇଁ ମିଳିଛି।

polo 1

ଏଠି ମଧ୍ୟ ସମାନ ଅବସ୍ଥା। କିରନାବିକାର ଏହି ଝୋଲା କାଠ ପୋଲ ନଦୀ ଉପରେ ତିଆରି ହୋଇଥିଲା। ଏହାଦ୍ୱାରା ଦୁଇ ସହର ମଧ୍ୟରେ ଯାତାୟାତ ସୁବିଧା ହୋଇଥାନ୍ତା। ସୁବିଧା ପୂର୍ବରୁ ଅସୁବିଧା ବନିଗଲା। ନବ ନର୍ମିତ ପୋଲ ଉଦଘାଟନ ପାଇଁ ମେରଙ୍କ ସମେତ ମନ୍ତ୍ରୀ ମାନଙ୍କୁ ଡକାଯାଇଥଲା। ହେଲେ ପୋଲ ଇନାପୁରବେରେଶନ ପୂର୍ବରୁ ଏହା ଭଙ୍ଗିଯାଇଚି।

ପୋଲ ଦେଇ ଆରପଟକୁ ଯିବା ବେଳେ ହଠାତ୍ ପୋଲଟି ଛିଡି ଯାଇଥଲା। ଫଳରେ ୨୦ ରୁ ଅଧିକ ଲୋକ ତଳେ ପଡି ଯାଇଥଲେ। ସମସ୍ତ ଆହତଙ୍କୁ ସ୍ଥାନୀୟ ହସପିଟାଲ କୁ ନିଆଯାଇଥିଲା। ସେପଟେ ଟୁଇଟରରେ ପୋଲ ଛିଡିବା ସମୟର ଭିଡିଓ ଭାଇରାଲ ହେଉଛି। ଆଣ୍ଡ୍ରେସ୍ଲାବର ନାମକ ଜଣେ ବ୍ୟକ୍ତି ନିଜ ଆକାଉଣ୍ଟ ରେ ଏହାକୁ ସେୟାର କରିଛନ୍ତି।

ଯାହାକୁ ଅନେକ ଲୋକ ଦେଖି ସାରିଲେନି। ଇଉଏସଙ୍କ କମେଣ୍ଟ ବି ମଜାଦାର। ଉଦଘାଟନ ସମୟରେ ଭଙ୍ଗିଥିବା ପୋଲ କେବଳ କାମର ମାନଙ୍କୁ ପ୍ରଶ୍ନ କରୁନି ନିର୍ମାତାଙ୍କ ବ୍ୟବରୂପା ମନୋଭାବକୁ ମଧ୍ୟ ଆଙ୍ଗୁଳି ଉଠାଉଛି।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *