ଫା-ସି ଲଗାଇ ଆ-ତ୍ମ-ହ-ତ୍ୟା କରିଥିବା ଓଡିଆ ସେଲିବ୍ରେଟି ।

Oriya celebrity

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଓଲିଉଡ ଇଣ୍ଡଷ୍ଟ୍ରିର ଏମିତି କିଛି କଳାକାରଙ୍କ ବଷୟରେ ଜାଣିବା ଯେଉଁମାନେ କି କୌଣସି କାରଣ ରୁ ଆ-ତ୍ମ-ହ-ତ୍ୟା କରିଛନ୍ତି । ତେବେ ଆସନ୍ତୁ ଜାଣିନେବା ସେହି ସବୁ କଳାକାରଙ୍କ ବିଷୟରେ ସେଥିପାଇଁ ଆପଣ ମାନେ ଆମ ପୋଷ୍ଟକୁ ଶେଷ ଯାଏ ପଢ଼ନ୍ତୁ ନିଶ୍ଚୟ ଜାଣିପାରିବେ ।

ଆମ ଇଣ୍ଡଷ୍ଟ୍ରିରେ ପ୍ରଥମ ନମ୍ବର ରେ ଆସୁଛନ୍ତି ନିକିତା । ତେବେ ଏ.ସି.ପି ନିକିତା ନାଁରେ ସାରା ଓଡିଶାରେ ଫେମସ୍ ହେଉଛନ୍ତି ନିକିତା। ଗତଦିନ ମାନଙ୍କରେ ସେ ଛାତ ଉପରୁ ଡେଇଁ ଆ-ତ୍ମ-ହ-ତ୍ୟା କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ସ୍ୱାମୀ ହିଁ ତାଙ୍କୁ ଛାତ ଉପରୁ ଠେଲି ଦେଇଥିଲେ ବୋଲି ଜଣାପଡିଥିଲା।

Nikita

ଦ୍ବିତୀୟ ନମ୍ବର ରେ ଆସୁଛନ୍ତି ସେଲଫି ବେବ। ଗତ ଦୁଇ ବର୍ଷ ପୂର୍ବେ ସେଲଫି ବେବଙ୍କର ମୃ-ତ ଶରୀର ବ୍ରିଚ୍ ତଳୁ ମିଳିଥିଲା। ଆଉ ପରବର୍ତ୍ତୀ ସମୟରେ ଜଣାପଡିଥିଲା ଯେ ତାଙ୍କ ସ୍ୱାମୀ ହିଁ ତାଙ୍କୁ ମାରିଦେଇଥିଲେ ।

ଏବେ ତୃତୀୟ ନମ୍ବର ରେ ଆସୁଛନ୍ତି ରାଜା। ଗତ ୨୦୧୪ ମସିହାରେ ରାଜାଙ୍କର ମୃ-ତ ବରଣ କରିଥିଲେ। ଚତୁର୍ଥ ନମ୍ବର ରେ ଆସୁଛନ୍ତି ରଶ୍ମିରେଖା। ରଶ୍ମିରେଖା ଗତ କିଛିଦିନ ପୂର୍ବେ ମୃ-ତ ବରଣ କରିଛନ୍ତି। ତାହାଲେ ତାଙ୍କ ଆ-ତ୍ମ-ହ-ତ୍ୟାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ହେଲେ ମୃ-ତ ବରଣ କରିବା ପୂର୍ବରୁ ତାଙ୍କ ପେଟରେ ତିନି ମାସର ଛୁଆ ମଧ୍ୟ ରହିଥିଲା।

Rashmi Rekha

ପଞ୍ଚମ ନମ୍ବର ରେ ଆସୁଛନ୍ତି ପପୁ । ଗତଦିନ ମାନଙ୍କରେ ଆଲବମ୍ ପପୁ ମୃତ ବରଣ କରିଥିଲେ। ଭଡାଘରେ ରହୁଥିବା ସମୟରେ ଝୁଲନ୍ତା ମୃ-ତ ଦେହ ଉଦ୍ଧାର କରାଯାଇଥିଲା। ହେଲେ ତାଙ୍କ ଆ-ତ୍ମ-ହ-ତ୍ୟାର ଅସଲ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏବଂ ଷଷ୍ଠ ନମ୍ବର ରେ ଆସୁଛନ୍ତି ରାୟମୋହନ ପରିଡା ବର୍ତ୍ତମାନ ଆ-ତ୍ମ-ହ-ତ୍ୟା କରିଛନ୍ତି। ତାହାଲେ ତାଙ୍କ ଆ-ତ୍ମ-ହ-ତ୍ୟା କାରଣ କଣ ରହିଛି ଏଯାଏଁ ଜଣାପଡିନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *