ହେ ଭଗବାନ – ଏହି ବଡ କଥା କହିଦେଲେ ସିଦ୍ଧାନ୍ତ ।

sidhant

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ 60 ବର୍ଷ ବୟସ ରେ ଆ-ତ୍ମ-ହ-ତ୍ୟା କରିଦେଇଛନ୍ତି ଓଲିଉଡ ର ଜବର୍ଦୋସ୍ତ ଅଭିନେତା ରାଇମୋହନ ପରିଡା । ତାହାଲେ ପାରିବାରିକ କଳହ କାରଣ ରୁ ସେ ଏହି ଭଳି ଆ-ତ୍ମ-ହ-ତ୍ୟା କରିଛନ୍ତି ବୋଲି ସୂଚନା ରହିଛି । ହେଲେ ସେ ଆ-ତ୍ମ-ହ-ତ୍ୟା କରିବା ପୂର୍ବରୁ ତାଙ୍କର ଇଚ୍ଛା ଇଚ୍ଛା ରେ ହିଁ ରହିଗଲା । ଆଉ ସେହି ଇଚ୍ଛା କଣ ରହିଥିଲା ସେହି ବିଷୟ ରେ ସଂମ୍ପର୍ଣ୍ଣ ବିବରଣି ଜାଣିବା ସହିତ ତାଙ୍କର ମୃ-ତ୍ୟୁ କୁ ନେଇ ସିଦ୍ଧାନ୍ତ ମହାପାତ୍ର କଣ କହିଛନ୍ତି ସେହି ବିଷୟ ରେ ମଧ୍ୟ ଜାଣିନେବା ।

ତାହାଲେ ବନ୍ଧୁଗଣ ରାଇମୋହନ ପରିଡା ଓଲିଉଡ ଇଣ୍ଡଷ୍ଟ୍ରୀ ରେ ପ୍ରାୟ 150 ରୁ ଅଧିକ ଫିଲ୍ମ ରେ କାମ କରିସାରିଛନ୍ତି । ଏହା ସହିତ ସେ ବହୁତ ସାରା ଯାତ୍ରା ଏବଂ ବହୁତ ସାରା ସିରିଏଲ ରେ ମଧ୍ୟ ଅଭିନୟ କରିସାରିଛନ୍ତି । ତେବେ ଗତ ଦିନ ମାନଙ୍କରେ ରାଇମୋହନ ପରିଡା ନିଜର ବଡ ଝିଅ ପାଇଁ ବହୁତ ଚିନ୍ତିତ ଥିଲେ । ରାଇମୋହନ ପରିଡା ଙ୍କ ଘରେ ଦେଖିବା ତେବେ ତାଙ୍କର ଦୁଇ ଝିଅ ତାଙ୍କର ଜ୍ୱାୟିଂ ଏବଂ ତାଙ୍କର ସ୍ତ୍ରୀ ରୁହନ୍ତି ।

rai

ଗତ କିଛି ଦିନ ହେଲା ରାଇମୋହନ ପରିଡା ନିଜର ବଡ ଝିଅ କୁ ନେଇ ବହୁତ ବ୍ୟସ୍ତ ରହୁଥିଲେ । ରାଇମୋହନ ପରିଡା ନିଜର ବଡ ଝିଅ କୁ ବହୁତ ଅଧିକ ଭଲ ପାଆନ୍ତି ହେଲେ ତାଙ୍କ ଝିଅ ଅନ୍ୟଜଣଙ୍କୁ ପସନ୍ଦ କରି ନିଜ ଇଚ୍ଛା ରେ ବିବାହ କରିଥିଲେ । ତେବେ ରାଇମୋହନ ଏହି କାରଣ ପାଇଁ ବହୁତ ଦୁଖିଃତ ଥିବା ବେଳେ ନିଜର ବଡ ଝିଅ ପାଇଁ ବହୁତ ଚିନ୍ତିତ ଥିଲେ ।

ତାହାଲେ ବାହାଘର ପରେ ରାଇମୋହନ ପରିଡା ଙ୍କ ବଡ ଝିଅ ବହୁତ ଦୁଖଃ କଷ୍ଟ ରେ ଚଳୁଥିଲେ । ଆଉ ସବୁ ବେଳେ ରାଇମୋହନ ପରିଡା ସବୁ ବେଳେ ନିଜ ବଡ ଝିଅକୁ ସାହାଯ୍ୟ କରିବାକୁ ଚାହୁଁଥିଲେ । ହେଲେ ପରେ ନିଜ ଘରେ ଆ-ତ୍ମ-ହ-ତ୍ୟା କରିଥିଲେ ରାଇମୋହନ ଆଉ ରାଇମୋହନ ଙ୍କ ଶେଷ ଇଚ୍ଛା ଅପୂରଣିୟ ରହିଜାଇ ଥିଲା ।

ସେହି ପରି ଏହା ଉପରେ ଓଲିଉଡ ର ଜବର୍ଦୋସ୍ତ ଅଭିନତା ସିଦ୍ଧାନ୍ତ ମହାପାତ୍ର ନିଜର ମତ ରଖିଛନ୍ତି । ସେ କହିଛନ୍ତି ଯେ ଏହା କେମିତି ସମ୍ଭବ ଲାଇଫ୍ ରେ ସେମାନେ ଏବେ ଷ୍ଟ୍ରଗଲ କରି ଆସିଛନ୍ତି । ଏବଂ ସେମାନଙ୍କ ସମୟ ରେ ସେ ମଧ୍ୟ କାମ କରୁଥିଲେ ପାଖା ପାଖି 29 ବର୍ଷ ର ସଂମ୍ପର୍କ ରାଇ ଭାଇ ଙ୍କ ସହିତ ସେ ମୋର ସେକେଣ୍ଡ ଫିଲ୍ମ ରୁ କାମ କରି ଆସିଛନ୍ତି ।

si

କିଛି ଦିନ ପୂର୍ବରୁ ରାଇ ଭାଇ ସହିତ ଦେଖା ହୋଇଥିଲା । ତେବେ ସେ ସେଠାରେ କହିଥିଲେ ଯେ ସବୁ କିଛି ଠିକ୍ ରହିଛି ବୋଲି ଝିଅର ବାହାଘର ହୋଇଗଲା ସେ ବହୁତ ଖୁସୀ ଥିଲେ ଗୋଟିଏ ଝିଅ ଆଉ ରହିଲା । ଏହି ସବୁ ସକ୍ସେସ ପାଇବା ପରେ ମଧ୍ୟ ଏମିତି ଭାବେ ସୁସାଇଟ କରିବା ସେ ମୋଟେ ବି ବିଶ୍ୱାସ କରି ପାରୁ ନାହାଁନ୍ତି ବୋଲି ସିଦ୍ଧାନ୍ତ ମାହାପାତ୍ର କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *