ମୋର ସମସ୍ତ ପରିବାର ବାଧ୍ୟ କରୁଛନ୍ତି ସେକେଣ୍ଡ ମ୍ୟାରେଜ ପାଇଁ ..ମୁଁ ଏହି ଲୋକକୁ ବାହା ହେବି…

Bidyashree

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସମାଜ ସେବୀ ସ୍ୱର୍ଗତଃ ଆଦିତ୍ୟ ଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଙ୍କୁ ଆପଣ ମାନେ ବହୁତ ଭଲ ଭାବେ ଜାଣିଥିବେ । ତେବେ ସେମିତି ରେ ଦେଖିବା ପାଇଁ ବିଦ୍ୟାଶ୍ରୀ ସବୁ ସମୟ ରେ ମିଡ଼ିଆ ରେ ଚର୍ଚ୍ଚା ରେ ରହିଥାନ୍ତି । ସେମିତି ରେ ବର୍ତମାନ ସମୟ ରେ ସେମିତି ହିଁ କିଛି ବିଷୟ କୁ ନେଇ ସେ ପୁଣି ଥରେ ଚର୍ଚ୍ଚା କୁ ଆସିଛନ୍ତି । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ବିଦ୍ୟାଶ୍ରୀ ଙ୍କ ବିଷୟ ରେ ସେମିତି କିଛି ଖାସ ତଥ୍ୟ ଦେବା ପାଇଁ ଏଠାକୁ ଆସିଛୁ ।

ଏହି ଦିନ ରେ ମିଡିଆ ର ପ୍ରତିନିଧୀ ମାନେ ତାଙ୍କର ଦ୍ୱୀତିୟ ବିବାହ ନେଇ ପ୍ରଶ୍ନ କରିଥିବା ବେଳେ ତାହାର ଉତ୍ତର ସେ ସଂମ୍ପର୍ଣ୍ଣ ମଧୁରତା ର ସହିତ ଦେଇଥିବାର ଦେଖିବା ପାଇଁ ମିଳିଛନ୍ତି। ତେବେ ଏଠାରେ ଉତ୍ତର ରେ ବିଦ୍ୟାଶ୍ରୀ ଙ୍କୁ ଉତ୍ତର ଦେଇଥିବାର ଦେଖିବା ପାଇଁ ମିଳିଥିଲେ ତେବେ ଏହାର ଉତ୍ତର ରେ ବିଦ୍ୟାଶ୍ରୀ ଏମିତି କହିଥିଲେ ଯେ ଯେବେ ଜଣେ ମଣିଷ ବଞ୍ଚିଛି ମାନେ ତାକୁ ଆମେ ମନ, ପ୍ରାଣ ଧ୍ୟନ ଦେଇ ଭଲ ପାଉଛି । ଏବଂ ମିରିଗଲା ପରେ ଆମେ ମାନେ ତାଙ୍କୁ ଭଲ ପାଇବା ଭୁଲିଯିବୁ କି ।

Bidyashree

ଯେତେ ବେଳେ ବଞ୍ଚିଛି ସେତେ ବେଳେ ଆୟ ଲଭ ୟୁ କହିଲେ ସେ ଆମକୁ ମଧ୍ୟ ଆୟ ଲଭ ୟୁ କହିଥାନ୍ତି । କେୟାର କରେ , ସେ ମଧ୍ୟ ଆମକୁ କେୟାର କରିଥାଏ । ହେଲେ ମରିଗଲା ପରେ କେମିତି ଭୁଲିଯିବୁ । ଯଦି ବିଦ୍ୟାଶ୍ରୀ ଙ୍କ ସେକେଣ୍ଡ ମ୍ୟାରେଜ କୁ ନେଇ ପ୍ରଶ୍ନ ଉଠୁଛି ତେବେ ନିଶ୍ଚିତ ଭାବେ ତାଙ୍କର ଯେଉଁ ଶୁଭଚିନ୍ତକ ମାନେ ରହିଛନ୍ତି ସେମାନେ ସବୁ ବେଳେ ସୋପର୍ଟ କରୁଛନ୍ତି ଏବଂ ସବୁ ବେଳେ ତାଙ୍କୁ ଦ୍ୱିତୀୟ ବିବାହ କରିବା ପାଇଁ ବାଧ୍ୟ କରାଉଛନ୍ତି ।

ହେଲେ ବିଦ୍ୟାଶ୍ରୀ କହିଛନ୍ତି କି ଜଣେ ମଣିଷ କୁ ଆମେ ମନ ଧ୍ୟନ ଦେଇ ପ୍ରେମ କରୁଥିବା ବେଳେ ବର୍ତମାନ ସମୟ ରେ କିପରି ଭୁଲିଯିବି । ତେବେ ସମାଜ ର କଥା ଦେଖିବା ତେବେ ଦ୍ୱୀତିୟ ବିବାହ କରିବା ଗୋଟିଏ କମନ କଥା ହୋଇଗଲାଣି। ଆଉ ଏମିତି କରିବା ବି ବହୁତ ଭଲ ଅଟେ । ହେଲେ ବିଦ୍ୟାଶ୍ରୀ କହିଛନ୍ତି ମୁଁ ଆଦିତ୍ୟ ଙ୍କୁ ଏତେ ଭଲ ପାଉଥିଲି ଯେ ଆଉ ଦ୍ୱତିୟ ବିବାହ କରିବା କଥା ଭାବିବି ନାହିଁ । ତାଙ୍କ ସହିତ ନିଜର ଇମୋସନ ଏତେ ପରିମାଣ ରେ ଯୋଡିତ ରହିଥିଲା ଯେ ମୁଁ ତାଙ୍କ ସ୍ଥାନରେ ଆଉ କାହାକୁ ବି ରଖି ପାରିବି ନାହିଁ ।

ତ ସେହିଥି ପାଇଁ ସେ ମୋ ସହିତ ଥିଲେ ଯେମିତି ଥିଲେ ଆଜି ବି ମୁଁ ଫିଲ କରୁ ନାହିଁ ୟେ ସେ ଆଉ ନହାଁନ୍ତି ବୋଲି ତାଙ୍କର ଶରୀର ନଷ୍ଟ ହୋଇଜାଇଛି ହେଲେ ତାଙ୍କର ଆତ୍ମା ନୁହେଁ । ଏବେ ବି ସେ ତାଙ୍କୁ ଫିଲ୍ କରୁଛନ୍ତି ତାଙ୍କର ସୁଖ ଦୁଖଃ ସବୁ କିଛି ମୁଁ ତାଙ୍କର ଫୋଟ ସହିତ ସେୟାର କରେ । ଜାହାବି କରେ ମୁଁ ଭାବେ କି ମୁଁ ତାଙ୍କ ପାଇଁ ହିଁ କରୁଛି ବୋଲି ଲାଗେ । ଯେପରି ଡାୟେରୀ ର ଶେଷ ପୃଷ୍ଟା ରେ ଆଦିତ୍ୟ ଲେଖିଥିଲେ ଯେ ମୁଁ କେବଳ ତୁମର ଏବଂ ଶ୍ରୀ ମୁଁ ତୁମକୁ ବହୁତ ଭଲ ପାଏ ବୋଲି ।

ତେବେ ସେ ଉପରେ ରହି ମଧ୍ୟ ମତେ ଭଲ ପାଇବେ । ତେବେ ମୁଁ କେମିତି ତାଙ୍କୁ ଛାଡି ଅନ୍ୟ କୁ ଭଲ ପାଇ ପାରିବି ବୋଲି ସେ କହିଛନ୍ତି । ତେବେ ବିଦ୍ୟାଶ୍ରୀ ଏହା ମଧ୍ୟ କହିଛନ୍ତି ସେ ତାଙ୍କ ଜିବନ ର ପ୍ରଥମ ପ୍ରେମ ନଥିଲି ହେଲେ ମୁଁ ତାଙ୍କ ଜିବନ ର ଶେଷ ପ୍ରେମ ଅଟେ । ସେହିଥି ପାଇଁ ମୁଁ ସବୁ ବେଳେ ତାଙ୍କୁ ହଁ ମୋ ଜବନ ର ଶେଷ ପ୍ରେମ ହିଁ କରି ରଖିବି ବୋଲି ସେ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *