ବାହା ହେଲେ ଗପ ହେଲେ ବି ସତ ର କୁନି କଳାକାର

marriage

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ ବନ୍ଧନ ରେ ବାନ୍ଧିହେଲେ ଗପ ହେଲେ ବି ସତର କୁନି କଳାକାର ତେବେ ଏହି କଳାକାର ଜଣଙ୍କ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ଶେଷ ଥର ପାଇଁ ତାଙ୍କୁ କୁନି କଳାକାକାର ଭାବେ ଗପ ହେଲେ ବି ସତରେ ଦେଖିବାକୁ ମିଳିଥିଲା । ତେବେ ତାଙ୍କ ଛୋଟ ବେଳର ଗାର୍ଲଫ୍ରଣ୍ଡ କୁକୁଜ ଙ୍କୁ ବିବାହ କରିଥିବାର ଦେଖିବା ପାଇଁ ମିଳିଛି । ସେ ହେଉଛନ୍ତି ଅନୁଭବ ଙ୍କ ପୁତୁରା ତେବେ ସେ ହଠାତ କଣ ପାଇଁ ବିବାହ ବନ୍ଧନ ରେ ବାନ୍ଧି ହେଲେ ଏବଂ ତାଙ୍କ ପିଲା ବେଳର ଗାର୍ଲଫ୍ରେଣ୍ଡ ଙ୍କୁ ଜାଣିବା ପାଇଁ ହେଲେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ତେବେ ଆପଣ ମାନେ ତ ଜାଣିଥିବେ ଗପ ହେଲେ ବି ସତ ଫିଲ୍ମ ରେ ଅଭିନେତା ସେ ବିବାହ କରିଛନ୍ତି ଅଭିନେତ୍ରୀ କୁକିଜ ସ୍ୱାୟିଂ ଙ୍କୁ । ତେବେ ସୂଚନା ଯୋଗ୍ୟ ଯେ ଆସିବାକୁ ଯାଉଛି ନୂଆ ଚଳଚିତ୍ର ଅଭିନେତ୍ରୀ କୁକିଜ ସ୍ୱାୟିଁ ଏବଂ ରାହୁଲ ଙ୍କ ନୂଆ ଚଳଚିତ୍ର । ଯେଉଁଥିରେ ଶୁଭମ ଏବଂ କୁୁକିଜ ବା ରାହୁଲ ଏକ ଭିନ୍ନ କେରେକ୍ଟର ରେ ନଜର ଆସିବେ ।

ଯେଉଁଥି ପାଇଁ ଦୁହେଁ ବିବାହ ବନ୍ଧନ ରେ ମଧ୍ୟ ବାନ୍ଧି ହୋଇଛନ୍ତି । ଏହି ସିନେମା ଟି ତରଙ୍ଗ ସିନେ ପ୍ରଡ୍କୋସନ ରେ ଜାହାର ନାମ ରହିଛି ଆସ୍ତିକ ନାସ୍ତିକ । ତେବେ କୁକିଜ ଙ୍କ ସହିତ ସୁପ୍ରିୟା ଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିବ । କୁକିଜ ମେନ ଲିଡ ଭୂମିକା ରେ ଅଭିନୟ କରିଥିବା ବେଳେ ସୁପ୍ରିୟା ମଧ୍ୟ ଏକ ଭଲ ଭୂମିକା ରେ ଅଭିନୟ କରିଛନ୍ତି । ତେବେ ପ୍ରଥମ ଥର ପାଇଁ ହିରୋ ଭାବେ ଡେଭ୍ୟୁ କରିବାକୁ ଯାଉଛନ୍ତି ରାହୁଲ ବା ଶୁଭମ ଏହି ଚଳଚିତ୍ର ର ଫୋଟ ରାହୁଲ ସୋସିଆଲ ମଡିଆ ରେ ସେୟାର କରିଥିଲେ ।

rahul

ଜାହାକି କୁକିଜ ଙ୍କ ସହିତ ସେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ଏବଂ ତାହା ନିଆଁ ଭଳି ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା ଯେ କୁକିଜ ଙ୍କୁ ବିବାହ କରି ନେଇଛନ୍ତି ଗପ ହେଲେ ବି ସତର କୁନି କଳାକାର ହେଲେ ଏହା ମିଥ୍ୟ ତଥ୍ୟ ଅଟେ କୁକିଜ ଙ୍କୁ ବିବାହ କରି ନାହାଁନ୍ତି ବରଂ ଏହା ଫିଲ୍ମ ବେଳର ଫୋଟ ଅଟେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *