Manav Premi ଆଦିତ୍ୟଙ୍କ ଅଟେ ବିଦ୍ୟାଶ୍ରୀ ହେଲେ ଏବେ ଖେଳ କରୁଚି ବିକାଶ । ଆସିଲା ସାଙ୍ଘାତିକ ସତ୍ୟ

Aditya

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆଦିତ୍ୟ ଗୋଟିଏ ଚାକିରୀ କରିଥାନ୍ତା ମୁଁ ବିଦ୍ୟାଶ୍ରୀ ର ସୋପର୍ଟିଂ ହିସାବ ରେ କହୁନାହିଁ । ଯଦି ସେ ଚାକିରୀ କରିଥାନ୍ତା ତେବେ ତାର ପଇସା ପତ୍ର ସେ ପାଇଥାନ୍ତା ନା ଆଉ ସେ ଆଶ୍ରମ ରେ ଅଛି ଯଦି ବାହାର ଲୋକ ମାନେ ଆସି ଏଠାରେ ଜନ୍ମ ଦିନ ପାଳୁଛନ୍ତି । ତେବେ ବିଦ୍ୟାଶ୍ରୀ ଆସିଲେ ମୁଁ କେମିତି ମନା କରି ପାରିବି । ଏହି କଥା ମୁଁ ବିକାଶ କୁ କହିବାରୁ ସେ ବହୁତ ରାଗିଲା ମୋ ଉପରେ ।

ପୁଣି ଘନେଇବାକୁ ଲାଗିଲାଣି ବିକାଶ ବିଦ୍ୟାଶ୍ରୀ ଙ୍କ କୋଣ୍ଟ୍ରୋଭର୍ସି ବିଦ୍ୟାଶ୍ରୀ ଙ୍କୁ ସହି ପାରୁ ନାହଁନ୍ତି ବିକାଶ ବିଦ୍ୟାଶ୍ରୀ ଙ୍କ ପାଇଁ ବନ୍ଦ ବୁଦ୍ଧାଶ୍ରମ ର କବାଟ । ପୁପୁଲ ଫର ସେବା ଏବେ ବନ୍ଧା ପଡିଛି ବିଦ୍ୟାଶ୍ରୀ ଏବଂ ଆଦିତ୍ୟ ଙ୍କ ସାଙ୍ଗ ବିକାଶ ଙ୍କ ମଧ୍ୟରେ । ଏମିତି କିଛି କଥା କୁ ବଖାଣି ଛନ୍ତି ଏହି ଦୁନିଆଁ ଛାଡି ଚାଲି ଜାଇ ଥିବା ଆଦିତ୍ୟ ଙ୍କ ମାଆ । ପୁପୁଲ ଫର ସେବା ମୃତ ଆଦିତ୍ୟ ଙ୍କ ଆଉ ଏକ ଦୁନିଆଁ ଜାହାକୁ ସେ ନିଜର ପରିଶ୍ରମ ବଳରେ ସମାଜ ର କଲ୍ୟାଣ ପାଇଁ ତିଆରି କରିଥିଲେ ।

maushi

ଏହିଥିରେ ଧିରେ ଧିରେ ସଫଳ ହେବାକୁ ଲାଗିଥିଲେ ଆଦିତ୍ୟ ହେଲେ ହଠାତ୍ ତାଙ୍କର ମୃ-ତ୍ୟୁ ସବୁ କିଛି ଉପରେ ରୋକ ଲଗେଇ ଦେଇଥିଲା । ଅନାଥ ହୋଇ ପଡିଥିଲେ ବୃଦ୍ଧାଶ୍ରମ ରେ ଥିବା ବୃଦ୍ଧ ବୃଦ୍ଧା । ହେଲେ ଧିରେ ଧିରେ ଆଶ୍ରମ କୁ ଆପଣେଇ ନେଇଥିଲେ ଆଦିତ୍ୟ ଙ୍କ କ୍ଲୋଜ୍ ଫ୍ରେଣ୍ଡ ବିକାଶ ତେବେ ଦେଖିବା ବିକାଶ ଏବଂ ବିଦ୍ୟାଶ୍ରୀ ବୁଦ୍ଧାଶ୍ରମ ରୁ ହିଁ ଆଦିତ୍ୟ ଙ୍କ ସାଙ୍ଗରେ ଅଧିକ କ୍ଲୋଜ୍ ହୋଇଥିଲେ । ଜାହା ପରେ ବିଦ୍ୟାଶ୍ରୀ ଏବଂ ଆଦିତ୍ୟ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।

ହେଲେ ଏବେ ଆଦିତ୍ୟ ଙ୍କ ମୃ-ତ୍ୟୁ ପରେ ଆଶ୍ରମ ଚାବି ବିକାଶ ଙ୍କ ହାତରେ ଆଦିତ୍ୟ ଙ୍କ ମାଆ ଏବଂ ବିଦ୍ୟାଶ୍ରୀ ଆସି ବୁଝା ବୁଝି କରିଥାନ୍ତି । ହେଲେ ବିକାଶ କୁ କିଛି ଦିନ ପରେ ଆଶ୍ରମ କୁ ଆସିବା ପସନ୍ଦ ହେଲାନି ସେହିଥି ପାଇଁ ସେ ଆଦିତ୍ୟ ଙ୍କ ମାଆ ଙ୍କ ଜରିଆରେ ବିଦ୍ୟାଶ୍ରୀ ଙ୍କୁ ବାରଣ କରୁଥିଲେ । ହେଲେ ଆଦିତ୍ୟ ଙ୍କ ମାଆ ଏହାକୁ ପସନ୍ଦ କରୁ ନଥିଲେ ଜାହା ପାଇଁ ଜାହା ପାଇଁ ବିଦ୍ୟାଶ୍ରୀ ବିକାଶ ଆଶ୍ରମରେ ନଥିବା ସମୟ ରେ ବିଦ୍ୟଶ୍ରୀ ଲୁଚି କରି ଆସୁଛନ୍ତି । ଜାହା ବିକାଶ ଙ୍କୁ ମୋଟେ ବି ପସନ୍ଦ ନୁହେଁ ।

Vidyashree

ସେହିଥି ପାଇଁ ବିକାଶ ଆଦିତ୍ୟ ଙ୍କ ମାଆ ଙ୍କୁ ତାଗିଦ୍ କରନ୍ତି । ବିଦ୍ୟାଶ୍ରୀ ଆଶ୍ରମ କୁ ଆସିବା କେବେ ବି ପସନ୍ଦ କରନ୍ତି ନାହିଁ । ଏହି ପରି କିଛି କହିଛନ୍ତି ଆଦିତ୍ୟ ଙ୍କ ମାଆ ତେବେ ଏହାକୁ ନେଇ ଆପଣ ମାନଙ୍କର ମତାମତ କମେଣ୍ଟ କରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *