‘ଦେହ ଗଲୁ ହେଉଥିଲା ତଳଫଳ ଗଲୁ ହଉନି…’ Anubhav ଓ Varsha ଙ୍କୁ ନେଇ ଶୁଣନ୍ତୁ କଣ କହିଲେ Sura Routray, ଶୁଣିଲେ ହସି ହସି ଗଡିବେ ଆପଣ, ଦେଖନ୍ତୁ Video

sura

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସେମିତି ରେ ବନ୍ଧୁଗଣ ସାଂସଦ ସୁର ରାଉତରାୟ ଙ୍କୁ ଆପଣ ମାନେ ବହୁତ ଭଲ ଭାବେ ଜାଣିଥିବେ । ସେ ଏହି ଦିନ ରେ ଯେଉଁ ମାନଙ୍କ ସ୍ୱାମୀ ସ୍ତ୍ରୀ ଙ୍କୁ ଛାଡି ଜାଇଛନ୍ତି ବା ସ୍ୱାମୀ ସ୍ତ୍ରୀ ବିବାଦ କୁ ନେଇ କଣ କହୁଛନ୍ତି ସୁର ରାଉତରାୟ ଆସନ୍ତୁ ସେହି ବିଷୟ ରେ ଜାଣିନେବା । ତେବେ ଏଠାରେ ସୁର ଭାଇ ଙ୍କ କହିବା ଅନୁସାରେ ଯଦି ପୁଅ ଯଦି ନିଜର ସ୍ତ୍ରୀ କୁ ଆୟତ ରେ ରଖି ପାରୁ ନାହିଁ ତେବେ ତା ପଛରେ ଗୋଡେଇ କରି ଲାଭ କଣ । ଯେତେ ବେଳେ କଥା ବାର୍ତ୍ତା ହୋଇ ବସା ଉଠା ହେଲ ସେତେ ବେଳେ କେବଳ ତୁମ ଦେହ ଗଲୁ ହେଉଥିଲା । ହେଲେ ଏଠାରେ ସବୁ ପେରେଣ୍ଟ ମାନଙ୍କୁ ମୋର ଅନୁରୋଧ ତୁମ ଝିଅ ତୁମ ବୋହୁ ଏବଂ ତୁମ ଝିଆରୀ କୁ ସବୁ କୋଣ୍ଟ୍ରଲ ଭିତରେ ରଖ ।

ସେହି ପରି ପୁଅ ଭାଇ ମାନଙ୍କୁ ଅନୁରୋଧ ତୁମ ପୁଅ ପିଇକି ଯାଉଛି । କି ଆଉ ଗଞେଇ ଖାଇ କରି ଯାଉଛି କି ଅଫିମ ଖାଇ ଯାଉଛି କି ଗୁଣ୍ଡା ମାନଙ୍କ ସହ ମିଶିଲା ତୁମେ ବି ଟକିଏ ଦେଖ । ପେରେଣ୍ଟ ମାନେ ଟିକିଏ ନଜର ରଖ ନୂଆ ନୂଆ ପ୍ରେମ ହୋଇ ଛଡା ଛଡି ହେଉଛନ୍ତି । ସେହିଥି ପାଇଁ ନିଜର ପିଲା ମାନଙ୍କୁ ପେରେଣ୍ଟ ମାନେ ଯଦି ଜଗି ଦେବେ ତେବେ କିଛି ବି ହେବ ନାହିଁ ।

Sura Routray

ହେଲେ ବନ୍ଧୁଗଣ ଯେଉଁ ମାନେ ସୁସାଇଟ କରୁଛନ୍ତି ସେମାନଙ୍କ ବିଷୟ ରେ ସୁର ଭାଇ କହିଛନ୍ତି ଯେଉଁମାନେ ଡକାୟତ ଏବଂ ଡରପୋକ ଗୁଡିକ ସୁସାଇଟ କରନ୍ତି । ସେମାନେ ଗୋଟେ ଗୋଟେ କା ପୁରୁଷ ଅଟନ୍ତି , ଅସଲ ପୁରୁଷ ହୋଇଥିଲେ ସେମାନେ ସୁସାଇଟି କଣ କରି ପାରିବେ । ଏଇ ଯେମିତି ଫିଲ୍ମ ଷ୍ଟାର ଅନୁଭବ ଯେମିତି କହୁଛି ଆତ୍ମହତ୍ୟା କରିବ ବୋଲି । ତେବେ ସେ ଏତେ ବଡ ଟୋକା ତୋର ଯେଉଁ ଚେହେରା ତୁ ଫିଲ୍ମ ଫିଲ୍ମ କରି ଆଗକୁ ବଢିବା କଥା ବାପା ଗୋଟେ ପ୍ରିନ୍ସପାଲ ଥିଲେ । ଭାଇ ଜଣେ ମାଇନିଙ୍ଗ୍ କରୁଥିଲା ।

ସେମିତି ରେ ଅନୁଭବ ଜଣେ ଧନୀ ପରିବାର ର ପୁରୁଷ ସହିତ ଜଣେ ଶିକ୍ଷିତ ଲୋକ ସେ କଣ କହୁଛି ନା ଆତ୍ମହତ୍ୟା କରିବ ବୋଲି ? ତୋର ବଡ ଭାଇ ହିସାବ ରେ ମୋର ଆଡଭାଇସ ଡୁ ଇୟର ଡ୍ୟୁଟି । ତୋର ଜାହା କାମ ତୁ କରିଯା । ଏବଂ ତାର ସ୍ତ୍ରୀ ବର୍ଷା ପ୍ରିୟଦର୍ଶନୀ ତୁମେ ମଧ୍ୟ ଲାଇନ ରେ ରୁହ ତୁମେ ମଧ୍ୟ ବହୁତ ଭଲ କାମ କରୁଛ ତୁମେ ଚାରିଆଡେ ପ୍ରଚାର କରୁଛ । ମାତ୍ର ଅନୁଭବ କହୁଛି ମୁଁ ଭଲ ପାଇ ଭୁଲ କଲି ।

ତେବେ ସେତେ ବେଳେ କଣ ଦେହ ଗଲୁ ହେଉଥିଲା । ଏଗୁଡାକ ଅଲାଜୁକ କଥା ଏହି ପରି କଣ ଭଦ୍ର ସମାଜ ରେ କରାଯାଏ । ତୁମ ମାନଙ୍କୁ ଲକ୍ଷ ଲକ୍ଷ ଲୋକ ମାନେ ଅନୁସରଣ କରନ୍ତି । ସେମିତି ରେ ମଣିଷ ର ମହାନତା ହେଉଛି ତାର ଚରିତ୍ର ନିଜର ମହାନତା କୁ ନିଜେ ରକ୍ଷା କର । ଆଉ ଏଠାରେ ଝିଅ ଯଦି ତାକୁ ସନ୍ତୁଷ୍ଟ କରି ପାରୁ ନାହିଁ । ତେବେ ମିଛରେ କାହିଁକି ଗୋ଼ଡାଉଛି । ତେବେ ଏହି ସବୁ କଣ ଭଦ୍ର ସମାଜ ରେ କରାଯାଏ କି ବୋଲି ସୁର ରାଉତ ରାୟ ପ୍ରଶ୍ନ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *