୨୮ରେ ବାହାଘର ୨୯ରେ ହତ୍ୟା ! ବାହୁନି କାନ୍ଦୁଛି ମା’, ମୁଣ୍ଡ ପିଟୁଛି ବାପା, ଏହି Video ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ରହିବନି

Marriage

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ମିଳିଥିବା ସୂଚନା ଅନୁସାରେ 28 ଏପ୍ରିଲ ବାହାଘର । ମାତ୍ର ମେଇ 29 ରେ ହତ୍ୟା ହୋଇଜାଇଛି । ଗୋଟିଏ ମାସ ମଧ୍ୟରେ ଯୈତୁକ ପାଇଁ ତଣ୍ଡି ଚଣ୍ଟି ଚିପି ଦେଲା ସ୍ୱାମୀ । ତେବେ ଏବେକା ସମୟ ରେ ଝିଅ ଙ୍କ ବାପା ଙ୍କ ଦଖଃ କଥା କହିଲେ । ସରି ନଥାଏ । ତେବେ ବନ୍ଧୁଗଣ ଏହି ଖୁସୀ ଅଲିଅଳି ଝିଅର 20 ଏପ୍ରିଲ ଦିନରେ ନିର୍ବନ୍ଧ ହୋଇଥିଲା । ହେଲେ କେବଳ 8 ଦିନ ପରେ ଏପ୍ରିଲ 28 ରେ ଭୁବନେଶ୍ୱର ରେ ବାହାଘର କରି ଘରୁ ଝିଅ କୁ ବିଦା କରି ଦେଇ ଥିଲେ ।

ହେଲେ ପରିବାର ଲୋକ ମାନେ ଏହି କଥା ମୋଟେ ବି ଜାଣି ନଥିଲେ କି କେବଳ ଗୋଟିଏ ମାସ ମଧ୍ୟରେ ଝିଅ ଆଉ ଘରକୁ ଫେରିବ ନାହିଁ ବୋଲି । ତେବେ ଏହି ଝିଅ ଟି ନିଜର ସବୁ ଲୋକ ମାନଙ୍କୁ ଛାଡି ଭଦ୍ରକ ରୁ ଭୁବନେଶ୍ୱର ରେ ପାଦ ଦେଇଥିଲା । ଭାବିଥିଲା ନୂଆ ଘର ନୂଆ ପରିବାର ସହିତ ନିଜର ବାକି ଜିବନ କାଟି ଦେବ ବୋଲି ହେଲେ ସେ ଜାଣି ନଥିଲା ସେ ଏହି ଘରେ ପାଦ ଦେଉ ଦେଉ ଯୈତୁକ ରୂପି ରାକ୍ଷାସ ତାର ଜିବନ କୁ ଖିନଭିନ କରି ନେଇଯିବ ବୋଲି ।

ba

ମାସ ଗୋଟିଏ ବି ପୁରି ନାହିଁ ହେଲେ ମୃ-ତ୍ୟୁ ର ଶେଜ ରେ ଶୋଇଗଲେ ଏହି ନବ ବିବାହିତା ମହିଳା ଜଣଙ୍କ ଭଦ୍ରକ ଜିଲ୍ଲା ତିହିଡି ଅଣ୍ଡରାଇ ଗ୍ରାମର ପ୍ରଭାବତି ନାୟକ ଭୁବନେଶ୍ୱର ସରକାନ୍ତରା ର ପ୍ରକାଶ ଖୁଣ୍ଟିଆ ଙ୍କୁ ବିବାହ କରିଥିଲେ । ହେଲେ ବିବାହ ଘର ପର ଠାରୁ ଝିଅ ଉପରେ ଯୈତୁକ ନିର୍ଜାତନା ଦିଆଯାଉଥିଲା । ସେପଟେ ବାହାଘର କୁ କେବଳ ମାସେ ପୁରୁଥିବା ବେଳେ ମେ 29 ରେ ପ୍ରଭାବତି ରସି ଲଗେଇ ଆତ୍ମ ହତ୍ୟା କରିଥିବା ବାପ ଘର ଲୋକେ ଖବର ପାଇଥିଲେ ।

ଏବଂ ଝିଅ ର ବାପ ଘର ଲୋକେ ଭୁବନେଶ୍ୱର ରେ ପହଁଚିବା ପରେ ଝିଅର ମରଶରୀର ସ୍ମଶାନ କୁ ନେଇ ଜାଇ ଥିବାର କହିଥିଲେ ପ୍ରଭାବତି ଙ୍କ ପରିବାର । ତେବେ ଏଠାରେ ଝିଅ ର ବାପା କହିଛନ୍ତି ମୁଁ ହିମାଞ୍ଚଳ ରେ ଥିଲି କାମ ଉପରେ ଜ୍ଵାଇଁ ଫୋନ କରି କହିଲା ଯେ ତୁମ ଝିଅ ମରିଇଯାଇଅଛି । ମାତ୍ର ମୋର ଗୋଟେ ବୋଲି ଝିଅ ସର୍ବସର୍ବା ଥିଲା ମୋର ମୁଁ ଏହି ଖବର ପାଇ କିଭଳି ଆସିଛି ତାହା ମୁଁ ଜାଣିଛି ।

ଝିଅ ର ଶାଶୁଘର ଲୋକେ ମୁଁ ଆସିବା ପର୍ଯ୍ୟନ୍ତ ମଧ୍ୟ ଅପେକ୍ଷା କରିଲେ ନାହିଁ ଏବଂ ତାହାର ଅନ୍ତିମ ସଂସ୍କାର ପାଇଁ ନିଆ ସରିଥିଲା । ତେବେ ତେବେ ଝିଅ କୁ ବାହାଘର ପରେ ନିର୍ଜାତନା ନେଇ ଖଣ୍ଡଗିରି ଥାନା ରେ ଏତଲା ଦେଇ ଥିଲେ ଝିଅର ବାପା ମାଆ । ତେବେ ବର୍ତମାନ ସମୟ ରେ ପୋଲିସ ଏହି ଘଟଣା ର ତଦନ୍ତ କରୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *