Saif Ali Khan ଙ୍କ କଥା ନମାନି କରିନା କୋପୁର କରିଛନ୍ତି ଏହି 6 ଟି ଖରାପ ଫିଲ୍ମ

Kareena

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ କହି ଦେବୁ କି କରିନା କୋପୁର ଏବଂ ସେଫ୍ ଅଲ୍ଲୀ ଖାନ୍ କେବଳ ଦେଖେଇ ହୋଇ ଥାନ୍ତି ସେମାନଙ୍କ ଅସଲ ପରିଚୟ କିଛି ଅଲଗା ଅଟେ । ମାନେ ଆମେ କହିବା ପାଇଁ ଚାହିଁଛୁ କି ସେଫ୍ ଅଲ୍ଲୀ ଖାନ୍ ଙ୍କ କହିବା କଥା କି ଯେଉଁ ସମୟ ରେ କରିନା କୋପୁର ଗର୍ଭବତୀ ରହି ଥାନ୍ତି ସେହି ସମୟ ଫିଲ୍ମ ତାଙ୍କୁ ଦେଖିବା ପାଇଁ ମୋଟେ ବି ପସନ୍ଦ ନୁହେଁ ।

ଏବଂ ଏହାର କାରଣ ସେ ସେହି ସମୟ ରେ ବହୁତ ମୋଟି ହୋଇ ଜାଆନ୍ତି , ତଥା ସେମାନଙ୍କ ମଧ୍ୟ ରେ ସଂ-ମ୍ପର୍କ ବି ସେହି ସମୟ ରେ କିଛି ସେତେ ପରିମାଣ ରେ ସଠିକ୍ ରହି ନ ଥାଏ କାରଣ କରିନା କୋପୁର ସେହି ସମୟ ରେ ବହୁତ ବ୍ୟସ୍ତ ଦେଖେଇ ଥାନ୍ତି ।

Kareena Kapoor

ଏହି ଦିନରେ କରିନା କୋପୁର ଙ୍କ ଆଗରେ ସେଫ୍ ଏହି କଥା ର ଖୁଲାସା କରି ସାରିଛନ୍ତି କି କରିନା କୋପୁର ଙ୍କ ସବୁ ଫିଲ୍ମ ତାଙ୍କୁ ମୋଟେ ବି ପସନ୍ଦ ନୁହେଁ ବୋଲି , ଯେମିତି କି କରିନା କୋପୁର ଙ୍କ ଫିଲ୍ମ ଗୁଡ୍ ନ୍ୟୁଜ୍ ରିଲିଜ୍ ହୋଇ ଥିବା ବେଳେ ବହୁତ ଲୋକ ମାନେ ଏହି ଫିଲ୍ମ କୁ ପସନ୍ଦ କରି ଥିଲେ ହେଲେ କରିନା କୋପୁର ଙ୍କ ନିଜ ସ୍ୱାମୀ ସେଫ୍ ଅଲ୍ଲୀ ଖାନ୍ ଏହାକୁ ମୋଟେ ବି ପସନ୍ଦ କରନ୍ତିି ନାହିଁ ଏହି ପ୍ରକାରର ଫିଲ୍ମ କୁ ସେ ପସନ୍ଦ କରନ୍ତି ନାହିଁ ବୋଲି କହିଛନ୍ତି ।

ତେବେ ଏଠାରେ ଆପଣ ମାନଙ୍କୁ କହି ଦେବୁ କି ଏହି ଫିଲ୍ମ ରେ ସେଫୈ ଅଲ୍ଲୀ ଖାନ୍ ଙ୍କ ଶତୃ ଅକ୍ଷୟ କୁମାର ରହି ଥିବା ହେତୁ ତାଙ୍କୁ ଏହି ଫିଲ୍ମ ପସନ୍ଦ ଆସି ନ ଥିଲା । ସେହି ପରି ବନ୍ଧୁଗଣ ସାରୁଖ୍ ଙ୍କ ଫିଲ୍ ଓଶକା ବିଷୟ ରେ କହିବା ତେବେ ଏହି ଫିଲ୍ମ ବି ସେଫ୍ ଅଲ୍ଲୀ ଖାନ୍ ଙ୍କୁ ମୋଟେ ବି ପସନ୍ଦ ନୁହେଁ କାରଣ ଏହି ଫିଲ୍ମ କରିନା କୋପୁର ବହୁତ ଇଣ୍ଟିମେଟ୍ ସିନ୍ ଦେଇ ଥିବା ବେଳେ ସାରୁଖ୍ ଙ୍କ ଫିଲ୍ମ କୁ ସେଫ୍ ଅଲ୍ଲୀ ଖାନ୍ କେବେ ବି ପସନ୍ଦ କରନ୍ତି ବୋଲି ନାହିଁ ଖୋଲା ଖୋଲି ଭାବେ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *