IAS Question ତାହା କ’ଣ ଯାହା ଝିଅମାନେ ପ୍ରଥମ ଥର କଲେ କଷ୍ଟ ହୁଏ ? ତାହା କଣ କୁହନ୍ତୁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଆପଣ ମାନେ ନିଶ୍ଚିତ ଭାବେ ଏହି କଥା କୁ ଜାଣି ଥିବେ କି ଆଜିର ଦିନ ରେ ଇଣ୍ଟରଭ୍ୟୁ ମାନଙ୍କ ରେ କେତେ ପରିମାଣ ରେ ଷ୍ଟ୍ରୀଟ୍ ହେଉଛି । ତେବେ ସେମିତି କ୍ଷେତ୍ର ରେ ପିଲା ମାନଙ୍କୁ ଆହୁରୀ ବି ପାଗଳ କରି ଦେଉଛି । ଆଜିର ସମୟ ର ଅଡୁଆ ପ୍ରଶ୍ନ ତେବେ ସେମାନେ ବହୁତ ସମୟ ରେ ଇଣ୍ଟର୍ଭିୟୁ ରେ ସଠିକ୍ ଉତ୍ତର ଦେଇ ପାରୁ ନ ଥିବା କାରଣ ରୁ ସେମାନେ ବହୁତ ଅସୁବଧା ର ସମ୍ମଖୀନ ହୋଇ ଥାନ୍ତି । ଆଜି ର ଦୁନିଆରେ ପାଠ ପଢିବା ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି।

ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଆଜି ଆପଣ ମାନଙ୍କ ପାଇଁ କିଛି ନଲେଜବୁଲ ସେମିତି ହିଁ ପ୍ରଶ୍ନ ବିଷୟ ରେ କହିବା ପାଇଁ ଆସିଛୁ ଜାହାକୁ ଆପଣ ମାନେ ଜାଣିବା ଦ୍ୱାରା ଆପଣ ମାନଙ୍କ ଜ୍ଞ୍ୟାନ ବଢିବା ସହିତ ଆପଣ ମାନେ ନିଶ୍ଚିତ ଭାବେ ଇଣ୍ଟର୍ଭିୟୁ ରେ ପାସ୍ ହୋଇ ପାରିବେ । ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଜାଣିବା ।

1.. କେଉଁ ଦେଶର ଲୋକ ଷଣ୍ଢ ସହିତ ଲଢେଇ କରନ୍ତି?
ଏହାର ସଠିକ୍ ଉତ୍ତର ହେଲା ସ୍ପେନ୍।
2.. ଜୟ ହିନ୍ଦୀର ସ୍ଲୋଗାନ କିଏ ଦେଇଥିଲେ?
ଏହାର ସଠିକ୍ ଉତ୍ତର ହେଲା ନେତାଜୀ ସୁବାଷ ଚନ୍ଦ୍ର ବୋଷ ।
3. ଭାରତରେ ସର୍ବପ୍ରଥମେ କେଉଁଠାରେ ଟ୍ୟାକ୍ସ ଆରମ୍ଭ ହୋଇଥିଲା?
ଏହାର ସଠିକ୍ ଉତ୍ତର ହେଲା ବେଙ୍ଗାଲୁରୁ।

qu

4.. ଗାଡ଼ି ଚକର ଆବିଷ୍କାର ସର୍ବପ୍ରଥମେ କେଉଁ ଦେଶରେ ହୋଇଥିଲା?
ଏହାର ସଠିକ୍ ଉତ୍ତର ହେଲା ଇରାକ।
5.. ଫେସବୁକ କେଉଁ ଦେଶର କମ୍ପାନୀ ଅଟେ?
ଏହାର ସଠିକ୍ ଉତ୍ତର ହେଲା ଆମେରିକା।
6. କେଉଁ ଫଳରେ ସବୁ ପ୍ରକାର ଭିଟାମିନ ଅଛି?
ଏହାର ସଠିକ୍ ଉତ୍ତର ହେଲା ପାଚିଲା ଅମୃତଭଣ୍ଡା ।

7. ହିନ୍ଦୁସ୍ଥାନର ସବୁଠାରୁ ବଡ଼ ପୁରୁଣା ବିଶ୍ଵବିଦ୍ୟାଳୟର ନାମ କ’ଣ?
ଏହାର ସଠିକ୍ ଉତ୍ତର ହେଲା ନାଳନ୍ଦା ବିଶ୍ଵ ବିଦ୍ୟାଳୟ।
8. କେଉଁ ଦେଶରେ ନୂଆବର୍ଷ ପ୍ରତିବର୍ଷ ବଦଳିଥାଏ?
ଏହାର ସଠିକ୍ ଉତ୍ତର ହେଲା ଚୀନ।
9. ଭାରତର କେଉଁ ରାଜ୍ୟରେ 2000 ଟଙ୍କାର ନୋଟ୍ ଚାଲି ନଥାଏ?
ଏହାର ସଠିକ୍ ଉତ୍ତର ହେଲା ବିହାରର ମିରହଟ ଗାଁରେ।

QU

10. କେଉଁ ଦେଶରେ ଅଧିକ ଅସ୍ତ୍ର ରହିଛି?
ଏହାର ସଠିକ୍ ଉତ୍ତର ହେଲା ଇରାନ।
11. କେଉଁ ଜଙ୍ଗଲୀ ପ୍ରାଣୀ ଶରୀରରେ ଅଧିକ ରକ୍ତ ଥାଏ?
ଏହାର ସଠିକ୍ ଉତ୍ତର ହେଲା ହାତୀ।
12. ଭାରତର ସବୁଠାରୁ ବଡ ଗ୍ରାମ କ’ଣ?
ଏହାର ସଠିକ୍ ଉତ୍ତର ହେଲା ଗହ୍ମର।

13. କେଉଁ ଦେଶରେ ନୂଆବର୍ଷ ପ୍ରତିବର୍ଷ ବଦଳିଥାଏ?
ଏହାର ସଠିକ୍ ଉତ୍ତର ହେଲା ଚୀନ।
14. ଚାନ୍ଦରେ କେଉଁ ଗଛ ସର୍ବପ୍ରଥମେ ଉଠିଥିଲା?
ଏହାର ସଠିକ୍ ଉତ୍ତର ହେଲା କପାସ।

15. ଗୁଗୁଲର ସ୍ଥାପନ କେବେ ହୋଇଥିଲା?
ଏହାର ସଠିକ୍ ଉତ୍ତର ହେଲା 1998 ।
16. ତାହା କଣ ଜାହା ଝିଅ ପ୍ରଥମ ଥର କଲେ କଷ୍ଟ ହୁଏ ?
ଏହାର ସଠିକ୍ ଉତ୍ତର ହେଲା କାନ ଫୋଡିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *