ପୁରୀ Srimandir ରେ ପୁଣି ରୋମାଣ୍ଟିକ ଗୀତରେ ରିଲ କଲେ ଯୁବତୀ,କେବେ ଚେତିବେ ଏମାନେ,ଦେଖିଲେ ଆପଣ ମଧ୍ୟ କହିବେ ତମକୁ…ଦେଖନ୍ତୁ Video

Srimandir

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭୀବେ ଜାଣିଥିବେ ଆଜିର ସମୟ ରେ ସୋସିଆଲ ମିଡିଆ ରେ ବହୁତ କିଛି ଭାଇରଲ ହୋଇଥାଏ । ତେବେ ଏହା ଆମେ ମାନେ ଦେଖିବା ପାଇଁ ବହୁତ ପସନ୍ଦ କରିଥାନ୍ତି । ତେବେ ଏହି ନିକଟରେ ଆପଣ ମାନେ ପୁରୀ ମନ୍ଦିର ଆଗରେ ଡେନ୍ସ କରି ସୋସିଆଲ ମିଡିଆ ରେ ଭାଇରଲ ହେଉଥିବା ଭିଡ଼ିଓ ବିଷୟ ରେ ନିଶ୍ଚିତ ଜାଣିଥିବେ ।

ତେବେ ପୁରୀ ରୁ ଚୈଶଠୀ ଯୋଗିନି କେଉଁ ମନ୍ଦିର କୁ ବି ଛାଡୁ ନାହାଁନ୍ତି । କେଉଁ ମନ୍ଦିର କୁ ବି ଛାଡୁ ନାହାଁନ୍ତି ଯେଉଁଠି ଦେଖିବ କେବଳ ଠୁମକା ଲଗାଉଛନ୍ତି ସୁନ୍ଦରୀ । ବିଭିନ୍ନ ଆଧୁନିକ ଗୀତରେ ଭଳି କି ଭଳି ଡେନ୍ସ କରି ମୋନ ମହି ଚାଲିଛନ୍ତି ସୁନ୍ଦରୀ । ଆଉ ଯିଏ ବିରୋଧ କରୁଛି ତାଙ୍କୁ ଦିଆଜାଉଛି ଧମକ । ଦେଖନ୍ତୁ ଏହି ଯୁବତୀ ଙ୍କୁ କିପରି ଠୁମକା ପରେ ଠୁମକା ମାରି ଚାଲିଛନ୍ତି ଯୁବତୀ ଜାହା ଏବେ ମୋବାଇଲ ରୁ ମୋବାଇଲ ଘୂରି ବୁଲୁଛି ।

ଏହା ପୂର୍ବରୁ ମଧ୍ୟ ପୁରୀ ଶ୍ରୀ ମନ୍ଦିର ସମ୍ମୁଖର ରେ ରିଲ୍ସ କରି ଅଡୁଆ ରେ ପଡିଥିଲେ ସୁନ୍ଦରୀ ଯୁବତୀ 64 ଯୋଗିନୀ ମନ୍ଦିର ରେ ମଧ୍ୟ ଡେନ୍ସ କରି ଅଡୁଆରେ ପଡିଥିଲେ ଯୁବତୀ । ଏହା ପରେ ସେ ପୁଣି ଭୁଲ ମାଗିଥିଲେ । ଏହାର କିଛି ଦିନ ପରେ ପୁଣି ଏକ ଭିଡ଼ିଓ ଶ୍ରୀ ମନ୍ଦିର ସାମ୍ନାରୁ ଭାଇରଲ ହୋଇଛି । ଜାହାକୁ ନେଇ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଚର୍ଚ୍ଚା ଲାଗି ରହିଛି ।

ବାରମ୍ବାର ଏମିତି ଘଟଣା ସାମ୍ନା କୁ ଆସୁଥିଲେ ବି କାହିଁକି କାର୍ଯ୍ୟନୁଷ୍ଟାନ ନେଉ ନାହିଁ ପ୍ରଶାସନ । କାହିଁକି ଚୁପ ବସିଛି ପ୍ରଶାସନ ରିଲ୍ସ କରିବାକୁ ଆମେ ଖରାପ କହୁ ନାହୁଁ ହେଲେ ମନ୍ଦିର ସମ୍ମୁଖ ରୁ ଏମିତି ରିଲ୍ସ କରିବା କେତେ ଗ୍ରହଣିୟ ନିଶ୍ଚିତ ମତାମତ ଦେବେ କମେଣ୍ଟ ବକ୍ସ ରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *