ଆଧାର କାର୍ଡ ଥିଲେ ଦେଖନ୍ତୁ ବଡ଼ ଖବର ଆସୁଛି |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ ଆଧାର କାର୍ଡ ସମସ୍ତ ଙ୍କ ପାଖରେ ନିହାତି ଭାବେ ରହିଛି । ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ଆଧାର କାର୍ଡ କୁ ନେଇ ବହୁତ କିଛି କାମ ହୋଇପାରୁଛି । ହେଲେ ଏହି ମଧ୍ୟରେ ଆଧର କାର୍ଡ ବା UIDI ନିୟମ ରେ କିଛି ପରିବର୍ତନ ଦେଖିବା ପାଇଁ ମିଳିଛି । ତେବେ ବନ୍ଦ ହେଲା ତାହାର ଦୁଇଟି ସେବା । ତେବେ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ନଜର ପକେଇବା ।

ସେମିତି ରେ ବନ୍ଧୁଗଣ ଆଧର କାର୍ଡ ଆଜିର ସମୟ ରେ ସବୁଠୁ ବଡ ଦସ୍ତାବିଜ୍ । ସରକାରୀ କାମ ଠାରୁ ଆରମ୍ଭ କରି ବ୍ୟାଙ୍କିଂ ଅନ୍ୟ ଜରୁରୀ କାମ ପାଇଁ ଆଧାର ବାଧ୍ୟତା ମୂଳକ ହେଉଛି । ଏହା ସହିତ ଆଧାର କାର୍ଡ ରେ ଦିଆଜାଇ ଥିବା ସୂଚନା । ସଂମ୍ପର୍ଣ୍ଣ ଭାବେ ଅପଡେଟ ହେବା ଜରୁରୀ ଅଟେ । ତେବେ UIDI ଅନେକ ସମୟ ରେ ଆଧାର କୁ ନିୟମ ରେ ଅପଡେଟ କରିଥାଏ । ଏହାରି ମଧ୍ୟରେ UIDI ଆଧାର ସହିତ ଯୋଡିତ ଦୁଇଟି ସେବା କୁ ଅନିଶ୍ଚିତ ସମୟ ପାଇଁ ବନ୍ଦ କରିଛି ।

Aadhaar card

ଏହାର ପ୍ରଭାବ ଆଧାର କାର୍ଡ ଧାରକ ଙ୍କ ଉପରେ ପଡିବ । ପ୍ରଥମେ ହେଉଛି UIDI ଆଡ୍ରେସ୍ ଭେଲିଡେସନ ଲେଟର ଦ୍ୱାରା ଆଧାର କାର୍ଡ ରେ ଠିକଣା ଆପଡେଚ କରିବା ସୁବିଧା ଅନିଶ୍ଚିତ ସମୟ ପର୍ଯ୍ୟନ୍ତ ବନ୍ଦ କରାଜାଇଛି । ଏଜେଣ୍ଟ ବା ଅନ୍ୟ ଆଧାର କାର୍ଡ ହୋଲଡର ଏହା ଦ୍ୱାରା ଠିକଣା ସହଜ ରେ ଅପଡେଟ କରି ପାରୁଥିଲେ । ତେବେ UIDI ୱେବସାଇଟ ରେ ଆଡ୍ରେସ ଭେଲିଡେସନ ଲେଟର ସହିତ ଯୋଡିତ ଅଫସନ ମଧ୍ୟ ହଟେଇ ଦିଆଜାଇ ଥିବାର ଦେଖିବା ପାଇଁ ମିଳିଛି ।

ତେବେ ଆପଣ ମାନେ ଲିଷ୍ଟ ରେ ରହିଥିବା ଅନ୍ୟ କୈଣସି ଆ଼ଡ୍ରେସ ପ୍ରୁଫ୍ ଦ୍ୱାରା ନିଜର ଠିକଣା ଆପଡେଟ କରି ପାରିବେ । ଏହି ନିସ୍ପତି ଦ୍ୱାରା ଲୋକ ମାନଙ୍କ ଆଧାର କାର୍ଡ ର ଅପଡେଟ କରିବାର ଅସୁବିଧା ହୋଇପାରେ । ଖାସ କରି ସେହି ଲୋକ ମାନଙ୍କୁ ଯେଉଁ ମାନେ ଭଡା ରେ ରହୁଛନ୍ତି । ଏବଂ ଯେଉଁ ମାନେ ଅଧିକ ସମୟ ପାଇଁ ଜବ୍ ସୁଇଚ୍ କରୁଛନ୍ତି । ଯେଉଁ ମାନଙ୍କ ପାଖରେ ଠିକଣା ସଂଶୋଧନ ପାଇଁ କୈଣସି ପ୍ରମାଣ ନଥିଲେ ସେମାନଙ୍କୁ ଅସୁବିଧା ହୋଇପାରେ ।

aadhaar

ଆଉ ଦ୍ୱିତୀୟ ସେବା ଟି ହେଲା UIDI ପୁରୁଣା ଷ୍ଟାଇଲ ରେ ଆଧର କାର୍ଡ ରି ପ୍ରିଣ୍ଟ କରିବା ସେବା କୁ ବନ୍ଦ କରି ଦିଆଜାଇଛି । ପ୍ରକୃତ ରେ ଏବେ ପୁରୁଣା ବ଼ କାର୍ଡ ବଦଳରେ UIDI ପ୍ଲାଷ୍ଟିକ୍ PVC କାର୍ଡ ଦେଉଛି । ତେବେ ଆପଣ ମାନେ ଏବେ ହିଁ ଆଧାର ପ୍ରିଣ୍ଚ ବାହାର କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *