ରାସନ କାର୍ଡ ଥିଲେ ଦେଖନ୍ତୁ ବଡ଼ ଘୋଷଣା |

Ration Card

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାସନ କାର୍ଡ ଧାରୀ ମାନଙ୍କ ପାଇଁ ଆସୁଛି ଆଉ କିଛି ବଡ ଖବର । ଯଦି ଆପଣ ମାନଙ୍କ ପାଖରେ ରାସନ କାର୍ଡ ରହିଛି ତେବେ ଆପଣ ମାନେ ଜାଣି ରଖନ୍ତୁ ଆପଣ ମାନଙ୍କୁ ବି ମିଳିବ କିଛି ନୂଆ ସୁବିଧା । ଏହି ନେଇ ସରକାର ମଧ୍ୟ ବଡ ଘୋଷଣା ଜାରି କରିଛନ୍ତି । ତେବେ ସେହି ଯୋଜନା ଗୁଡିକ କଣ ରହିଛି କଣ ରହିଛି ରାସନ କାର୍ଡ ର ନୂଆ ସୁବିଧା ଆସନ୍ତୁ ନଜର ପକେଇବା । ଯଦି ଆପଣ ମାନେ ରାସନ କାର୍ଡ ଧାରି ଏବଂ ଆପଣ ମାନେ ସରକାର ତରଫ ରୁ ଚଳାଜାଉଥିବା ରାସନ କାର୍ଡ ସୁବିଧା ରେ ଫାଇଦା ମଧ୍ୟ ଉଠାଉଛନ୍ତି । ତେବେ ଏହି ଖବର ଆପଣ ମାନଙ୍କ ପାଇଁ ଜରୁରୀ ।

ସରକାର ହୀତାଧିକାରୀ ଙ୍କୁ ଆଶ୍ୱସ୍ତି ଦେବା ପାଇଁ ବଡ ଘୋଷଣା ଜାରି କରିଛନ୍ତି । ଏବେ ଆଉ ରାସନ ନେବା ପାଇଁ ଘଣ୍ଟା ଘଣ୍ଟା ଲାଇନ ରେ ଛିଡା ହେବାକୁ ପଡିବ ନାହିଁ । କେବଳ ଏତିକି ନୁହେଁ ଏହି ପଦକ୍ଷେପ ରେ ଲୋକ ମାନଙ୍କୁ ଲାଭ ମଧ୍ୟ ମିଳିବା ଆରମ୍ଭ ହୋଇଗଲାଣି । ତେବେ ସରକାର ଘୋଷଣା କରିଛନ୍ତି ଯେ 2022 ଶେଷ ସୁଧା ସମସ୍ତ ରାସନ କାର୍ଡ ଧାରୀ ଙ୍କ ରାସନ ଡିଜିଟାଲ ହୋଇଯିବ ।

Ration card update

ତେବେ ବନ୍ଧୁଗଣ ଡିଜିଟାଲ ରାସନ କାର୍ଡ ଜୁଲାଇ ଶେଷ ସୁଧା ରାଜ୍ୟ ରେ ବିତରଣ କରେଇ ଦିଆଯିବ । ଏହି କାର୍ଡ ରେ ଲାଭାର୍ଥି ଙ୍କୁ ଅନେକ ପ୍ରକାରର ଫାଇଦା ମିଳିବ । ତେବେ କହି ରଖୁଛୁ ରାସନ କାର୍ଡ କୁ ଡିଜିଟାଲ କରିବାର ଯୋଜନା 2020 ରୁ ଆରମ୍ଭ ହୋଇଛି । ହେଲେ ଗତ ଦୁଇ ବର୍ଷ କୋଭିଡ ଯୋଗୁଁ ଏହି ଯୋଜନା ପୂରା ହୋଇ ପାରି ନାହିଁ । ଏହି ଭଳି କ୍ଷେତ୍ର ରେ ଏହି ଯୋଜନା କୁ ଗତି ଦିଆଜାଇଛି । ସରକାର ଙ୍କ ତରଫ ରୁ କୁହାଜାଉଛି ଯେ 2022 ଶେଷ ସୁଧା ସମସ୍ତ ଙ୍କୁ ଡିଜିଟାଲ କାର୍ଡ ଦିଆଯିବ ।

ତେବେ ଆପଣ ମାନଙ୍କୁ କହି ରଖିବୁ ମେ 2022 ସୁଧା ରାଜ୍ୟ ରେ 12 ଲକ୍ଷ 85 ହଦାର 5 ଶହ 44 ରାସନ କାର୍ଡ ଧାରୀ ଙ୍କୁ ଡିଜିଟାଲ ରାସନ କାର୍ଡ ବିତରଣ କରା ସରିଛି । ଅନ୍ୟ ପଟେ ରାଜ୍ୟର ଖାଦ୍ୟ ମନ୍ତ୍ରୀ ରେଖା ଆଜୋ କହଛନ୍ତି କି ଏବେ ଦୋକାନ ଚକର କାଟିବାକୁ ପଡିବ ନାହିଁ । ସେ କହିଛନ୍ତି ଯେ ବିବାଘ ଏହି ଯୋଜନା କୁ ସହଜ କରିବା ପାଇଁ ନୂଆ ପ୍ଲାନ ଉପରେ କାମ କରୁଛି । ବହୁତ ଜଲ୍ଦି ଏହାକୁ ପାଇଲଟ ପ୍ରଜେକ୍ଟ ଭାବେ କିଛି ଜିଲ୍ଲା ରେ ଆରମ୍ଭ କରାଯିବ ।

v

ତେବେ କେବିନେଟ ମିନିଷ୍ଟର ରେଖା ଆଜୋ କହିଛନ୍ତି କି ଯେମିତି ଲୋକ ମାନଙ୍କୁ ଟଙ୍କା ଜରୁରୀ ପଡିଲେ ଏଟିଏମ୍ ରୁ ଟଙ୍କା ବାହାର କରନ୍ତି । ସେହି ପରି ରାସନ ମଧ୍ୟ ଜରୁରୀ ପଡିଲେ ସେମାନେ ରାସନ ନେଇ ପାରିବେ । ତେବେ ଏହାକୁ ବହୁତ ଜଲ୍ଦି କିଛି ଜିଲ୍ଲା ରେ ପାଇଲଟ ପ୍ରଜେକ୍ଟ ରୂପେ କିଛି ଜିଲ୍ଲା ରେ ଆରମ୍ଭ ହେଉଛି । ଆଉ କିଛି ସମୟ ରେ ସମସ୍ତ ଜିଲ୍ଲା ମାନଙ୍କରେ ଆରମ୍ଭ ହୋଇଯିବ । ତେବେ ଆପଣ ମାନଙ୍କର ରାସନ ରହିଛି କି ନାହିଁ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *