ଆଜିଠୁ ଖୋଲିବ ସ୍କୁଲ ହେଲେ ନୂଆ ନିୟମ ବଦଳିବ ସ୍କୁଲ ସମୟ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ ରେ ଛାତ୍ର ଛାତ୍ରୀ ଙ୍କ ପାଇଁ ଆସୁଛି ଆଉ କିଛି ବଡ ଘୋଷଣା ଜାହାକି ଆଜି ଠାରୁ ସ୍କୁଲ ସମୟ ରେ ହେବାକୁ ଯାଉଛି ପରିବର୍ତନ ତେବେ କେଉଁ ସମୟ ରୁ କେଉଁ ସମୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସ୍କୁଲ ଯିବେ ଏମିତି କି ଘୋରଇ ସ୍କୁଲ ଗୁଡିକ ସମୟ କଣ ରହିଛି ଏହି ନେଇ ଜାରି ହୋଇଛି କିଛି ନୂଆ ସୂଚନା ଆସନ୍ତୁ ନଜର ପକେଇବା ସଂମ୍ପର୍ଣ୍ଣ ଖବର ଉପରେ । ତେବେ ରାଜ୍ୟ ରେ ପୁଣି ଖୋଲିଛି ସ୍କୁଲ ତେବେ ପିଲା ସ୍କୁଲ ଜାଇ ପୁଣି ବଢିବେ ପାଠ । ତେବେ ଗତ 6 ତାରିଖ ରୁ ଆରମ୍ଭ ହୋଇଥିବା ଖରା ଛୁଟି 16 ତାରିଖ ରେ ଶେଷ ହୋଇ ଜାଇଛି ।

ତେବେ ଆଜି ଠାରୁ ରାଜ୍ୟ ରେ ସମସ୍ତ ସ୍କୁଲ ଖୋଲି ଜାଇଛି । ତେବେ ସ୍କୁଲ ଖୋଲିବା ପରେ ଆଉ ସକାଳୁଆ ପାଠ ପଢା ହେବ ନାହିଁ । ପୂର୍ବରୁ ଗ୍ରୀଷ୍ମ ପ୍ରଭାବ କୁ ଦୃଷ୍ଟି ରେ ରଖି ସକାଳୁଆ ସ୍କୁଲ ଆରମ୍ଭ ହୋଇଥିଲା ତେବେ ସକାଳ 6.00 ଟା ରୁ 9.00 ପର୍ଯ୍ୟନ୍ତ ପିଲା ମାନେ କ୍ଲାସ କରୁଥିଲେ । ମାତ୍ର ଆଜି ଠାରୁ ମାନେ 17 ତାରିଖ ଠାରୁ ସ୍କୁଲ ଖୋଲିବା ପରେ ରାଜ୍ୟ ରେ ପାଠ ପଢା ର ସମୟ ପରିବର୍ତନ ହୋଇଛି । ସରକାରୀ ବିଦ୍ୟାଳୟ ଗୁଡିକ ରେ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ପୂର୍ବାହ୍ନ 9.30 ରୁ ଆରମ୍ଭ ହୋଇ ପୂର୍ବାହ୍ନ 4.30 ପର୍ଯ୍ୟନ୍ତ ଚାଲିବ ।

school

ସେହି ପରି ଘୋରଇ ତଥା ସରକାରୀ ସିକୃତି ପ୍ରାପ୍ତ ବିଦ୍ୟାଳୟ ଗୁଡିକ ରେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢା ସକାଳ 6.30 ରୁ 10.30 ଏବଂ ଚତୁର୍ଥ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ପୂର୍ବାହ୍ନ 11.00 ରୁ ଅପରାହ୍ନ 4.00 ଯାଏ ଚାଲିବ ବୋଲି ସୂଚନା ରହିଛି । ଯଦି ଗ୍ରଷ୍ମ ପ୍ରବାହ ଲାଗି ରହେ ତେବେ ସ୍କୁଲ ରେ ପିଲା ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ । ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ନିର୍ଦ୍ଧେଶ ଦିଆଜାଇଛି ।

ତେବେ ସୂଚନା ଯୋଗ୍ୟ ରେ ଯେ ଗତ ଦୁଇ ଦିନ ହେବ ମାହାମାରୀ କୋରନା ପାଇଁ ପାଠପଢା ପ୍ରଭାବିତ ହୋଇଛି । ତେଣୁ ଏହାକୁ ଭରଣା କରିବା ଲାଗି ରାଜ୍ୟ ସରକାର ରାଜ୍ୟ ସରକାର ଖରା ଛୁଟି କୁ କମେଇ ଦେଇଥିଲେ । ତା ପୂର୍ବରୁ ପ୍ରାୟା ଦୁଇ ମାସ ଖରା ଛୁଟି ଦିଆ ଜାଇ ଥିବା ବେଳେ ଏଥର 6 ତାରିଖ ରୁ 16 ତାରିଖ ପର୍ଯ୍ୟନ୍ତ 11 ଦିନ ପାଇଁ ଛୁଟି ଦିଆ ଜାଇଛି ।

school Staff

ତେବେ ସ୍କୁଲ ଛୁଟି ହେବା ପୂର୍ବରୁ ପ୍ରବଳ ଗ୍ରୀଷ୍ମ ପ୍ରଭାବ ହେଉଥିଲା । ତେଣୁ ସକାଳୁଆ ପାଠ ପଢା ବି ହେଉଥିଲା ତେବେ ଯଦି ଗୁଳୁ ଗୁଳି ହେଉଛି କିନ୍ତୁ ଗ୍ରୀଷ୍ମ ପ୍ରଭାବ କମି ଜାଇଛି । ଏହା ସହିତ 48 ଘଣ୍ଟା ରେ ଦକ୍ଷିଣ ପଶ୍ଚମ ମୈଶୁମୀ ବାୟୁ ପ୍ରେବଶ କରିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷ ରୁ ସୂଚନା ଦିଆଜାଇଛି । ଆଉ ଏହାକୁ ଦୃଷ୍ଟି ରେ ରଖି ଏବେ ସକାଳୁଆ ପାଠ ପଢା ସମୟ ରେ ପରିବର୍ତନ ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *