ମୁଁ ଦୋକାନ ଯାଇଥିଲି ,ମୋତେ ସେଠି ଟାଣିନେଇ ମୋ ଇ-ଜ୍ଜ-ତ ନେଲା ..କିନ୍ତୁ ବର୍ତମାନ ପୋ-ଲିସ କହୁଛି ପଇସା ନିଅ କେ-ସ ଉଠାଅ

girl b

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସେମିତି ରେ ଆପଣ ମାନେ ଜାଣିଥିବେ ବର୍ତମାନ ସମୟ ରେ ସାରା ଭାରତ ରେ ନାରୀ ନିର୍ଜାତନା ବୃଦ୍ଧି ପାଇବାରେ ଲାଗିଛି । ସେହି ପରି ଏକ ଘଟଣା ଏବେ ଆମ ଆଖି ନଜର କୁ ଆସିଥିବାର ଦେଖିବା ପାଇଁ ମିଳିଛି । ତେବେ ପୁଣି ନାବାଳିକା ଙ୍କୁ ଦୁ-ସ୍କର୍ମ କରିବା ମାମଲା ଏବେ ଅଭିଯୋଗ ହୋଇଛି । ଏବଂ ଅଭିଯୋଗ ପରେ ବି ଫଳ ଶୂନ ଓଲଟା କେସ କୁ ଚପେଇ ଦେବାକୁ ପ୍ରୟାସ ଚାଲିଛି । ସେପଟେ ପଇସା ନେଇ କେସ ଉଠେଇ ନେବାକୁ ପୀଡିତା ଙ୍କ ପରିବାର କୁ ଧମକ୍ ମିଳୁଛି । ଏଭଳି ଘଟଣା ଜାଜପୁର ଧର୍ମ ଶାଳା ରେ ଚର୍ଚ୍ଚା ର ବିଷୟ ହୋଇଜାଇଛି ।

ତେବେ ଏଠାରେ ପୀଡିତା ଙ୍କ ମାଆ କହିବା ଅନୁସାରେ ପୋଲିସ କହୁଛି ପଇସା ନିଅ ଏବଂ କେସ ହଟାଅ । ସୂଚନା ଅନୁସାରେ ଧର୍ମଶାଳା ଚୋରାମୂହାଁ ଗ୍ରାମର ଜଣେ ନବମ ଶ୍ରେଣୀର ଛାତ୍ରୀ ସୋଉଦା ଆଣିବା ପାଇଁ ଘର ପାଖ ଗ୍ରସୋରୀ ଦୋକାନ କୁ ଜାଇଥିଲେ । ଆଉ ସେହି ସମୟ ରେ ସେକ୍ ସିକେନ୍ଦର ନାମକ ଗ୍ରୋସରୀ ଦୋକାନୀ ନାବାଳିକା ଙ୍କୁ ଏକୁଟଆ ଥିବାର ସୁଯୋଗ ପାଇ ଦୁ-ସ୍କର୍ମ ଉଦ୍ୟମ କରିଥିଲା ।

gi

ଏପରି କି ଘଟଣା ସଂମ୍ପର୍କ ରେ କାହାକୁ ଜଣେଇଲେ ମଧ୍ୟ ଜିବନ ରୁ ମାରିଦେବାକୁ ଧମକ ଦେଇଥିଲା । ଏହି ପରି ଘଟଣା ପରେ ନାବାଳିକା ଜଣଙ୍କ ଆସି କାନ୍ଦି କାନ୍ଦି ନିଜର ମାଆ ଙ୍କୁ ଜଣେଇ ଥିଲେ । ଏହା ପରେ ପୀଡିତା ଙ୍କ ମାଆ ଧର୍ମ ଶାଳା ଥାନା ରେ ପୀଡିତା ଙ୍କୁ ନେଇ ଅଭିଯୋଗ କରିଥିଲେ । ଅନ୍ୟ ପଟେ ଅଭିଯୋଗ କୁ ଭଇତ୍ତି କରି ପୋଲିସ ଅଭିଯୁକ୍ତ ଙ୍କୁ ଗିରୋଫ କରିଥିବା ସୂଚନା ମିଳିଛି ।

ତେବେ ଏଠାରେ ପୀଡିତା ଙ୍କ ମାଆ ଙ୍କ କହିବା ଅନୁସାରେ ଏହି ନୀନ୍ଦ ନିୟ ଘଟଣା ସେତେ ବେଳେ ହୋଇଥିଲା ଯେତେବେଳେ ଝିଅର ମାଆ ଝିଅକୁ ବଜାର କୁ ଯିବାକୁ କହିଥିଲା ଏବଂ ସେତେବେଳେ ସେହି ପୁରୁଷ ଜଣଙ୍କ ତାଙ୍କର ଝିଅ କୁ ଟାଣି ନେଇ ଦୂ=ସ୍କର୍ମ କରିବା ପାଇଁ ଚେଷ୍ଟା କରିବା ସହିତ ଆହୁରୀ ବହୁତ କିଛି କରିଛି । ପରେ ଝିଅ ନିଜର ଜିବନ ବଞ୍ଚେଇବା ପାଇଁ ଘରକୁ ଦୈଡି ପଳେଇ ଆସିଥିଲା । ଏବଂ ଘରେ ଆସି କରି କାନ୍ଦି କରି ନିଜର ମାଆ କୁ ଏହି ବିଷୟ ରେ ସବୁ କିଛି କହିଥିଲା । ଏବଂ ପରେ ମାଆ ନିଜର ଝିଅ କୁ ନେଇ ପୋଲିସ ପାଖରେ ଅଭିଯୋଗ କରିଥିଲେ ।

ତେବେ ପୋଲିସ ଅଭିଯୁକ୍ତ କୁ ଆଣି ବର୍ତମାନ ସମୟ ରେ ସେମିତି କିଛି ବି ପଦକ୍ଷେପ ନେଉ ନାହାଁନ୍ତି । ବରଂ ସେପଟେ ଝିଅର ଘର ର ଲୋକ ମାନଙ୍କୁ ପଇସା ଦେଇ ଏତଲା ଫେରେଇ ଆଣିବା ପାଇଁ କହୁଛନ୍ତି । ଏବଂ ସେହି ଝିଅ କୁ ମାରିଦେବେ ବୋଲି ଧମକ୍ ମଧ୍ୟ ମିଳିଛି । ତେବେ ଝିଅ କୁ ଗୋଟେ ଘରକୁ ନେଇ ତା ସହିତ ବହୁତ ଅତ୍ୟାଚାର ମଧ୍ୟ କରିଛନ୍ତି । ବର୍ତମାନ ସମୟ ରେ ପୋଲିସ ମଧ୍ୟ ଏହାକୁ ନେଇ କିଛି କରୁ ନାହିଁ ବୋଲି ପରିବାର ଲୋକଙ୍କର ଅଭିଯୋଗ ରହିଛି ବୋଲି ଜଣା ପଡିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *