ମୋର କେବଳ ସ୍ୱାମୀ ନୁହେଁ ଦେହର ସୁଖ ଦରକାର… ଦେଖନ୍ତୁ ଭାଇରାଲ Video

Swami

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ ସୋସିଆଲ ମିଡିଆ ରେ ବହୁତ ଗୁଡିଏ ଭିଡ଼ିଓ ଭାଇରଲ ହେବାରେ ଲାଗିଛି । ଜାହା ଆମେ ମାନେ ଏଠାରେ ସବୁ ସମୟ ରେ ଦେଖିବା ପାଇଁ ପାଇଥାନ୍ତି । ତେବେ ବର୍ତମାନ ସମୟ ରେ ବନ୍ଧୁଗଣ ଜଣେ ପ୍ରେମିକା ଏମିତି କିଛି ଅଭିଯୋଗ ନେଇ କରି ଆସିଛନ୍ତି ଜାହାକୁ ଆପଣ ମାନେ ଦେଖିବା ପରେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବେ । ତେବେ ଏଠାରେ ଏହି ଭିଡ଼ିଓ ରେ ଜଣେ ମହିଳା ଙ୍କୁ ନିର୍ଜାତନା ଦିଆଜାଉ ଥିବାର ଦେଖିବା ପାଇଁ ମିଳିଛି ।

ତେବେ ବର୍ତମାନ ସମୟ ରେ ଏହି ଘଟଣା କୁ ନେଇ ତୀବ୍ର ନିନ୍ଦା ହେଉଥିବାର ଦେଖିବା ପାଇଁ ମିଳିଛି । ସେମିତି ରେ ଆପଣ ମାନେ ବହୁତ ସମୟ ରେ ସୋସିଆଲ ମିଡିଆ ରେ ପ୍ରେମ ସଂମ୍ପର୍କ କୁ ନେଇ ବିଭିନ୍ୟ ଘଟଣା ମାନ ଦେଖିବା ପାଇଁ ପାଇଥାନ୍ତି । କେଉଁଠାରେ ପ୍ରେମ ପ୍ରତାରଣା କୁ ନେଇ ଆତ୍ମହତ୍ୟା ହେଉଥିବା ବେଳେ କେଉଁଠାରେ ଆମେ ମାନେ ଦେଖିବା ପାଇଁ ପାଇଥାନ୍ତି କି ପ୍ରେମ ରେ ଧୋକା ଦେଇ ରାତା ରାତି ଫେରାର ହୋଇଜାଉଛନ୍ତି ।

women t

ସେମିତି ରେ ବର୍ତମାନ ସମୟ ରେ ଜଣେ ପ୍ରେମିକା ନିଜର ପ୍ରେମିକ ନାମରେ ସଂଙ୍ଗୀନ ଅଭିଯୋଗ ଆଣିଛନ୍ତି । ତେବେ ବନ୍ଧୁଗଣ ଏଠାରେ ମହିଳା ଜଣଙ୍କ ବିବାହ କରିଥିବା ସ୍ୱାମୀ ନାମରେ ଅଭିଯୋଗ ଆଣିଛନ୍ତି । ଜାହା ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେଉଛି । ତେବେ ମହିଳା ଜଣଙ୍କ କହିବା ଅନୁସାରେ ଗୋଟିଏ ବର୍ଷ ତଳେ ସେମାନେ ବିବାହ କରିଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରେମ ସଂମ୍ପର୍କ ରେ ଗଢିଉଠିବା ପରେ ସେମାନେ ପରବର୍ତି ସମୟ ରେ ବିବାହ କରିଥିଲେ ଜାହା ସୂଚନା ରହିଛି ।

ଆଉ ବର୍ତମାନ ସମୟ ରେ ଏହି ମହିଳା ଜଣଙ୍କ ନିଜର ପ୍ରେମ କୁ ପାଇବା ପାଇଁ ଥାନା ର ଦ୍ୱାରସ୍ତ ହୋଇଛନ୍ତି । ଜାହାର ଆପଣ ମାନେ ଏହି ଭିଡ଼ିଓ ରେ ଦେଖିବା ପାଇଁ ପାଉଥିବେ । ତେବେ ମହିଳା ଜଣଙ୍କ କହିବା ଅନୁସାରେ । ସେମାନେ ପ୍ରଥମେ ପ୍ରେମ ସଂମ୍ପର୍କ ବଢିଥିବା ବେଳେ ସେମାନେ ମନ୍ଦିର ରେ ବବାହ କରିଥିଲେ । ସେମାନେ ଦୁହେଁ ବିବାହ କରିବା ପରେ ସେମାନେ ମୁମ୍ବାଇ ରେ ମଧ୍ୟ ସାଥିରେ ରହି କାମ କରୁଥିଲେ ବୋଲି କହିଛନ୍ତି ।

ତେବେ ସେହିଠାରେ କାମ କରୁଥିବା ସମୟ ରେ ସେମାନଙ୍କ ପ୍ରେମ ସଂମ୍ପର୍କ ବଢିବାରେ ଲାଗିଥିଲା । ଏବଂ ପରେ ସେ ବିବାହ କରିବା ପରେ ପ୍ରେମିକ ଏବେ ପ୍ରେମିକା ଙ୍କୁ ଛାଡି ଦେଇଥିବାର ଦେଖିବା ପାଇଁ ମିଳିଛି । ତେବେ ବର୍ତମାନ ସମୟ ରେ ପ୍ରେମିକ ଙ୍କର ଆଉ ଜଣେ ସ୍ତ୍ରୀ ମଧ୍ୟ ରହିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ବନ୍ଧୁଗଣ ବର୍ତମାନ ସମୟ ରେ ସମାଜ ରେ ଏମିତି ବି ନିନ୍ଦନିୟ କାମ ହେଉଥିବାର ଆପଣ ମାନେ ଦେଖିବା ପାଇଁ ପାଉଥିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *