ମୋର ଲିଭର ପ୍ରୋବ୍ଲେମ, ଆଉ ମାତ୍ର 2-3 ମାସ ବଞ୍ଚିବି :ଗୁଲୁଆ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସବୁ ସମୟ ରେ ୟୁଟ୍ୟୁବ୍ ରେ କମେଡି ଭିଡ଼ିଓ ମାନଙ୍କୁ ଦେଖୁଥିବେ । ତେବେ ସେମିତିରେ ବର୍ତମାନ ସମୟ ରେ ଏହି ୟୁଟ୍ୟୁବ ମାଧ୍ୟମ ରେ ବିଭିନ୍ନ କଳାକାର ମାନେ ନିଜର ପ୍ରତିଭା କୁ ଦେଖେଇବା ପାଇଁ ଇଚ୍ଛା ପ୍ରକାଶ କରୁଥିବା ବେଳେ ଲୋକ ମାନେ ମଧ୍ୟ ସେମାନଙ୍କ ପ୍ରତିଭା କୁ ମଧ୍ୟ ଦେଖିବା ପାଇଁ ବହୁତ ପରିମାଣ ରେ ପସନ୍ଦ କରୁଛନ୍ତି । ତେବେ ସେମିତି ହିଁ ଗୋଟିଏ ଫେମସ୍ ଇୟୁଟ୍ୟୁବ ଷ୍ଟାର ଭାବେ ଆମେ ମାନେ ଆଜିର ସମୟ ରେ ଗୁଲୁଆ ଙ୍କୁ ଦେଖିବା ପାଇଁ ପାଇଥାନ୍ତି । ଜାହାଙ୍କୁ ଆମେ ମାନେ ମେମେ ଷ୍ଟାର ମଧ୍ୟ ବହୁତ ସମୟ ରେ କହିଥାନ୍ତି ।

ତେବେ ଗୁଲୁଆ ଙ୍କ ଭିଡ଼ିଓ ସବୁ ବେଳେ ଲୋକ ମାନେ ଦେଖିବା ପାଇଁ ପସନ୍ଦ କରୁଥିବା ବେଳେ ଆଜିର ଦିନ ରେ ବି ଗୁଲୁଆ ଙ୍କ ଭିଡ଼ିଓ ମିଲିୟନ ମିଲିୟନ ଭ୍ୟୁଜ୍ ଆସୁଥିବାର ଦେଖିବା ପାଇଁ ମିଳେ । ତେବେ ଆପଣ ମାନଙ୍କ ମଧ୍ୟ ରୁ ଏମିତି କେହି ବି ନଥିବେ ଯେଉଁ ମାନେ ଓଡିଶା ରେ ରହି ଗୁଲୁଆ ଙ୍କ କମେଡି ଭିଡ଼ିଓ କୁ ମୋଟେ ବି ପସନ୍ଦ କରୁନଥିବେ ।

goloa

ତେବେ ଆମେ ଆଜି ଆପଣ ମାନଙ୍କୁ ସେହି ଗୁଲୁଆ ଙ୍କ ବିଷୟ ରେ ସୋସିଆଲ ମିଡିଆ ରେ ଚର୍ଚ୍ଚା ର ବିଷୟ ରେ ରହିଥିବା ଏକ ଟପିକ୍ ବିଷୟ ରେ ଆପଣ ମାନଙ୍କୁ ଜଣେଇ ପାଇଁ ଚାହିଁବୁ । ସେମିତି ରେ ଆପଣ ମାନେ ଜାଣିଥିବେ ମାଦକ ଦ୍ରବ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷେତି କାରକ ଅଟେ । ଏହିଥିରୁ ସମସ୍ତେ ନିଶ୍ଚିତ ଭାବେ ଦୂରେଇ ରହିବା ଆବଶ୍ୟକ ଅଟେ ।

ସେମିତି ରେ ଏହି ଦିନ ରେ ଏକ ଇଣ୍ଟର୍ଭ୍ୟୁ ରେ ଏହି ମାଦକ ବ୍ରଦ୍ୟ ବିଷୟ ରେ ଗୁଲୁଆ ଙ୍କୁ ଯେତେ ବେଳେ ପଚରା ଜାଇ ଥିଲା ସେତେ ବେଳେ ଗୁଲୁଆ କହିଥିଲେ କି ଏହି ଜିନିଷ ଗୁଡିକ ବହୁତ ହାନୀକାରକ ଅଟେ । ସବୁ ଲୋକ ମାନେ ଏହିଥିରୁ ଦୂରେଇ ରହିବା ଆବଶ୍ୟକ ନହେଲେ ଏହ ବହୁତ ଭୟଙ୍କର ମଧ୍ୟ ହୋଇପାରେ ବୋଲି ସେ କହିଥିଲେ । ସେ କହିଥିଲେ କି ସେ ନିଜେ ମଧ୍ୟ ଲିଭର ରୋଗରେ ପୀଡିତ ରହିଛନ୍ତି ଆଉ ଦୁଇ ତିନି ମାସ ବଞ୍ଚିବି ।

Gulua

ତେବେ ବନ୍ଧୁଗଣ ଆପଣ ମାନେ ଜଣେଇ ଦେବୁ କି ଗୁଲୁଆ ସେମିତି କିଛି ଲିଭର ରୋଗ ରେ ପୀଡିତ ରହିନାହାଁନ୍ତି । ତେବେ ସେହି ସବୁ ନିଜର କମେଡି ମାଧ୍ୟମ ରେ ଲୋକ ମାନଙ୍କୁ ହସେଇବା ପାଇଁ କରୁଛନ୍ତି ସେ ଯେଉଁଥିରେ ସେ ଲୋକ ମାନଙ୍କୁ ସତର୍କ କରେଇବା ସହିତ ମାନବ ସମାଜ କୁ ସଚେତନା ର ବାର୍ତ୍ତା ଦେଉଛନ୍ତି । ସେମିତି ରେ ଗୁଲୁଆ ଙ୍କର ବର୍ତମାନ ସମୟ ରେ ନିର୍ବଦ୍ଧ ସରିଥିବା ବେଳେ ଆମେ ତାଙ୍କର ଦିର୍ଘାୟୁ କାମନା କରୁଛୁ । ଏହି ପରି ଲୋକ ମାନେ ସବୁ ସମୟ ରେ ସମାଜ ରେ ଲୋକ ମାନଙ୍କୁ ହସାଉଥାନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *