ସାଂସଦଙ୍କୁ କେତେ ମିଳେ ପେନସନ?

mp

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଗ୍ନୀ ବୀର ସ୍କିମ୍ କୁ ନେଇ ଏବେ ସବୁଠି ଚର୍ଚ୍ଚା ପେନସନ କୁ ନେଇ ତେଜୁଛି ଆନ୍ଦୋଳନ । ସାଂଶଦ ଙ୍କ ବଦଳରେ ଅଗ୍ନୀ ବୀର ଙ୍କୁ ପେନସନ ଦେବାକୁ ଦାବି । ତେହେଲେ କେତେ ଦରମା ପାଆନ୍ତି ସାଂଶଦ ଅଗ୍ନୀବୀର ସ୍କିମ୍ ରେ ପେନସନ ପ୍ରସଙ୍ଗ ହେଉଛି ସବୁଠୁ ବଡ ଗୁରୁତ୍ୱ ପୂର୍ଣ୍ଣ ଏହି କାରଣ ପାଇଁ ଏବେ ସବୁଠି ସାଂଶଦ ଙ୍କର ପେନସନ ର ଚର୍ଚ୍ଚା କିଛି ଦିନ ଧରି ଏହି ପ୍ରସଙ୍ଗ ଉପରେ ଡିବେଟ ମଧ୍ୟ ହୋଇଥିଲା । ଯେ ଯଦି ସାଂଶଦ ଙ୍କୁ ପେନସନ ଦିଆଜାଇ ପାରୁଛି ତେବେ ଅଗ୍ନୀବୀର ଙ୍କୁ କାହିଁକି ନୁହେଁ ।

Army

ଏମିତି କି କିଛି ଦଳ ଏମିତି ପ୍ରଶ୍ନ ଉଠାଇଛନ୍ତି । ସାଂଶଦ ବିଧାୟକ ଙ୍କୁ ମିଳୁଥିବା ପେନସନ ଜାଗାରେ ଅଗ୍ନୀବୀର ଙ୍କୁ ପେନସନ ମିଳିବା ଦରକାର ଏବଂ ଅନେକ ନେତା ମଧ୍ୟ ଏହା ଉପରେ ନିଜର ସମର୍ଥନ ଜୀହିର କରିଛନ୍ତି । ଲୋକସଭା ୱେବସାଇଟ ରେ ସଂଶଦ ସଦସ୍ୟ ମାନଙ୍କ ବେତନ ଏବଂ ଭତ୍ତା ଅଧିନିୟମ 1954 ର ଧାରା 8 ପରେ ଆରମ୍ଭ ହୋଇଛି । ଏହା ଅନୁସାରେ ପ୍ରତ୍ୟୋକ ସଦସ୍ୟ ମାନଙ୍କୁ ପେନସନ ପ୍ରଦାନ କରାଜାଇ ଥାଏ । ଯେଉଁଥିରେ କି କୈଣସି ଅବଧି ସଂଶଦ ଭାବେ ସେବା କରିଥିବେ ତାଙ୍କୁ ପ୍ରତି ମାସରେ ପେନସନ ଦିଆଯାଏ ।

ଯଦି କେହି ବ୍ୟକ୍ତି କିଛି ଦିନ ପାଇଁ ସଂଶଦ ରୁହନ୍ତି ତେବେ ତାଙ୍କୁ ମଧ୍ୟ ପେନସନ ମିଳେ । ଏମାନେ ସାରା ଜିବନ ସେହି ସୁବିଧା ହାସଲ କରନ୍ତି । ଯଦି କେହି ସଂଶଦ ତାଙ୍କର କାର୍ଯ୍ୟକାଳ ପୂରଣ କରନ୍ତି ନାହିଁ । ତେବେ ସେ ମଧ୍ୟ ପେନସନ ପାଆନ୍ତି । 2010 ରେ ସଂଶଦ ପାଇଁ ଆଇନ ର ସଂଶୋଧୋନ ହୋଇଥିଲା । ଏହିଥିରେ ସାଂଶଦ ଙ୍କୁ ପ୍ରତି ମାସରେ 20 ହଜାର ଟଙ୍କା ଦେବାର ବ୍ୟବସ୍ଥା ରହିଛି ।

MP

ଏହି ପେନସନ ପ୍ରତ୍ୟୋକ ମାସ କୁ ପ୍ରଦାନ କରାଯାଏ । ସେମାନେ କାର୍ଯ୍ୟ କାଳ ପୂରଣ କରନ୍ତୁ କିମ୍ବା ନକରନ୍ତୁ ତାଙ୍କୁ ଏହି ପେନସନ ଟଙ୍କା ମିଳିଥାଏ । ଯଦି କେହି 5 ବର୍ଷ ରୁ ଅଧିକ ସମୟ ସେବା କରନ୍ତି । ତେବେ 5 ବର୍ଷ ର ଅବଦ୍ଧି ପରେ ପ୍ରତି ବର୍ଷ 1500 ଟଙ୍କା ଅବଦ୍ଧି ରେ ପେନସନ ମିଳେ । ଆଉ ପେନସନ ରାଶି ନିର୍ଦ୍ଧାରିତ କରିବା ପାଇଁ ସ୍ୱଦେଶ ରୂପେ ପୂରା କରିବା ଅବଦ୍ଧି କୁ ଗଣତି କୁ ତିନି ମାସ କିମ୍ବା ତା ଠାରୁ ଅଧିକ ଏକ ବର୍ଷ ର ହିସାବ କରାଜାଇ ଥାଏ ।

ଏହା ସହିତ ଅନେକ ପୂର୍ବ ସାଂଶଦ , କେନ୍ଦ୍ର ସରକାର , ରାଜ୍ୟ ସରକାର ଅଥବା ଅନ୍ୟ ଥର ପେନସନ ପାଇବାର ହକଦାର ମଧ୍ୟ ହୋଇଥାନ୍ତି । ସଂଶଦ ଙ୍କ ପରିବାର କୁଟୁମ୍ବ ପେନସନ ଜରିଆରେ ମୃ-ତ୍ୟୁ ପରେ ମଧ୍ୟ ପେନସନ ପାଆନ୍ତି । ଅର୍ଥାତ ଥରେ ସାଂଶଦ ହେବା ପରେ ସାଂଶଦ ଏବଂ ତାଙ୍କର ପରିବାର ସଦସ୍ୟ ଲମ୍ବା ସମୟ ଯାଏ ପେନସନ ପାଆନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *