କେତେ ଓ କେଉଁଠୁ ଆୟ କରୁଛନ୍ତି ବର୍ଷା?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ନିଜର ଷଢଯନ୍ତ୍ର ରେ ନିଜେ ଫସିଲେ ଆଗକୁ ସାମ୍ନା କରିବେ ଇଡି ର ପ୍ରଶ୍ନ , ଉତ୍ତର ରଖିବେ ନିଜର ବାର୍ଷିକ ଆୟ କେତେ ଏବଂ କେଉଁଠୁ ଆୟ କରୁଛନ୍ତି ବର୍ଷା । ଦିନ କୁ ଦିନ ବର୍ଷା ଅନୁଭବ ଙ୍କ ବିବାଦ ଜଟିଳ ହେଉଛି । ବର୍ଷା ନାମରେ ଅନୁଭବ ଥାନା କୋର୍ଟ ଦୈଡୁ ଥିବା ବେଳେ ଏବେ ଅନୁଭବ ଇଡି ର ଦ୍ୱାରସ୍ଥ ହୋଇଛନ୍ତି । ବର୍ଷା ନିଜର ଗୁରୁତ୍ୱ ପୂର୍ଣ୍ଣ ଦସ୍ତା ବିଜ୍ ରେ ଭିନ୍ନ ଭିନ୍ନ ପରିଚୟ ଦେଇଥିବା ଅଭିଯୋଗ ଆଣିଛନ୍ତି ଅନୁଭବ ।

ଅନୁଭବ ଙ୍କ ଏହି ଅଭିଯୋଗ କୁ ଜାଞ୍ଚ କରାଗଲେ ଆଗକୁ ବର୍ଷା ଇଡି ର ପ୍ରଶ୍ନ ବାଣ ରେ ଘାଇଲା ହେବେ । ବର୍ଷା ଯଦି ଠିକ୍ ଠିକ୍ ଉତ୍ତର ନ ଦେବେ ତେବେ ଆଗକୁ ସମସ୍ୟା ଜଟିଳ ହୋଇ ପାରେ । ପୂର୍ବରୁ ବର୍ଷା ଅନୁଭବ ଙ୍କ ନାମରେ ଆଣିଥିବା ଅଭିଯୋଗ ରେ ଦର୍ଷାଇ ଥିଲେ ବିବାହ ପୂର୍ବରୁ ତାଙ୍କର କ୍ୟାରିଅର ଭଲ ଥିଲା । ଫିଲ୍ମ ପିଛା 13 ଲକ୍ଷ ହିସାବ ରେ 13 କୋଟି ଟଙ୍କା କ୍ଷେତି ସହିଛନ୍ତି । ଏହି କ୍ଷେତି ସେ ବିବାହ ର 6 ବର୍ଷ ମଧ୍ୟରେ ସହିଛନ୍ତି ।

anubhav 2

2014 ମସିହା ଯାଏ ବାର୍ଷିକ 10 ଟି ଫିଲ୍ମ ହିସାବ ରେ 2 କୋଟି ଟଙ୍କା ଆୟ କରୁଥିଲେ । ସେହି ସବୁ ଆୟ ଉପରେ ଆୟକକର ବିଭାଗ ଜବାବ ମାଗିଛି । ବର୍ଷା ଙ୍କ ଏନଜିଓ ଉପରେ ବି ପ୍ରଶ୍ନ କରିଛନ୍ତି ଅନୁଭବ ବର୍ଷା ନିଜର କଳା ଟଙ୍କା କୁ ଧଳା କରିବା ପାଇଁ ଏପରି ସଂସ୍ଥା ଚଳାଉଛନ୍ତି ଅନୁଭବ ।

ଯଦି ବର୍ଷା ଏତେ କ୍ଷେତି ସହିଛନ୍ତି ତେବେ ସେ ଏହି ସଂସ୍ଥା ଚଳାଉଛନ୍ତି କେମିତି । କିଏ ଟଙ୍କା ଯୋଗାଉଛନ୍ତି । ଏହି ସବୁ ଟଙ୍କାର ହିସାବ ମାଗିଛନ୍ତି ଅନୁଭବ କେବଳ ସେତିକି ନୁହେଁ ଅନୁଭବ ବର୍ଷା ଙ୍କ ବିବାହ ସମୟ ରେ 50 ହଜାର ବରଯାତ୍ରୀ ଙ୍କୁ ବର୍ଷା ଙ୍କ ମାଆ 50 ଲକ୍ଷ ଟଙ୍କା ରୂପା କୟେନ ଦେଇଥିଲେ । ଏତେ ଟଙ୍କା କେଉଁଠୁ ଆଣିଲେ ଏତେ ଟଙ୍କା ଏହି ସବୁ ର ସଂମ୍ପର୍ଣ୍ଣ ଜାଞ୍ଚ ଦାବି କରିଛନ୍ତି ଅନୁଭବ ।

brasha

ଅନ୍ୟ ପଟେ ଉଭୟ ଙ୍କ ମାମଲା ଏବେ କଟକ SDGM କୋର୍ଟ ରେ ବିଚାର ଧୀନ ରହିଥିବା ବେଳେ ଇଡି ଙ୍କୁ ଅନୁଭବ ଙ୍କ ଚିଠି ଘୋଷଣା କୁ ଜଟିଳ କରିଛି । ତେବେ ଏହି ସବୁ କୁ ନେଇ ଆପଣ ମାନଙ୍କ ରାୟ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *