କେତେ ମାର୍କ ରଖିଲେ ଫେଲ ହେବେ? | ମାଟ୍ରିକ ପରୀକ୍ଷା ବିଷୟରେ ବଡ ତଥ୍ୟ ।

results

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆଲୋଚନା କରିବା କେତେ ମାର୍କ ରଖିଲେ କେଉଁ ପିଲା କେତେ ଗ୍ରେଟ ଆଣିବ ତେବେ ଆସନ୍ତୁ ଜାଣିନେବା ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ । ତେବେ ଆପଣ ମାନଙ୍କୁ ଏଠାରେ ମାର୍କ ରେଞ୍ ଦେଖିବା ପାଇଁ ମିଳିବ । ସେହି ପରି ଲେଟର ଗ୍ରେଟ ଦେଖିବା ପାଇଁ ମିଳିବ । ତେବେ ଯେକୈଣସି ପିଲା ଯଦି ନିଜର ମାର୍କ 90 ପ୍ରତିଶତ ରୁ ଅଧିକ ଆଣିଥାଏ । ବା 540 ରୁ 600 ମାର୍କ ମଧ୍ୟରେ ରଖିଥାଏ । ତେବେ ତାହାକୁ A1 ଗ୍ରେଡ ଦିଆଯାଏ । ଆଉ ତାହାର ଗ୍ରେସ ଭେଲ୍ୟୁ ଆଉଟ ଷ୍ଟେଣ୍ଡି ରହିଥାଏ ।

ସେହି ପରି ବେଳେ ଯଦି କୈଣସି ଛାତ୍ର 80 ପ୍ରତିଶତ କିମ୍ବା ତା ଠାରୁ ଅଧି ରଖିଥାଏ । ଅଥବା ତାହାର ଯଦି ମାର୍କ 90 ପ୍ରତିଶତ ତଳକୁ ହୋଇଥାଏ । ତେବେ ତାହାକୁ A2 ବା ଆଉ ତାହାର ଗ୍ରେସ ଭେଲ୍ୟୁ ଏକ୍ସିଲେଣ୍ଟ ହୋଇଥାଏ । ଏବଂ ସେ ଯଦି 480 ରୁ 539 ମଧ୍ୟରେ ରହିଥିଲେ ତାହାର A2 ଗ୍ରେଡ ହୋଇଥାଏ ।

Results

ସେହି ପରି କୈଣସି ଛାତ୍ର 70 ପ୍ରତିଶତ କିମ୍ବା 80 ପ୍ରତିଶତ ମଧ୍ୟରେ ରଖିଥିବ ଏବଂ ତାହାର ମାର୍କ ଯଦି 420 ରୁ 479 ମଧ୍ୟରେ ହୋଇଥାଏ । ତେବେ ତାହାଲେ ଗ୍ରେସ B1 ହୋଇଥାଏ । ଜାହାର ଗ୍ରେଡ ଭେଲ୍ୟୁ ଭେରି ଗୁଡ ହୋଇଥାଏ ।

ସେହି ପରି ଯେଉଁ ପିଲାର ପର୍ସେଣ୍ଟେଜ୍ 60 ପ୍ରତିଶତ କିମ୍ବା ତା ଠାରୁ ଅଧିକ କିନ୍ତୁ 70 ପ୍ରତିଶତ ତଳକୁ ହୋଇଥାଏ । ଯଦି ଛାତ୍ରଟି 360 କୁ 419 ମାର୍କ ମଧ୍ୟରେ ରଖିଥାଏ । ତେବେ ଏହାକୁ B2 ଗ୍ରେଡ୍ ସହିତ ଗୁଡ ଭେଲ୍ୟୁ ମିଳେ ।

ସେହି ପରି ବେଳେ ଯଦି ଛାତ୍ର 50 ପ୍ରତିଶତ ବା ତା ଉପରେ ବା ତଳକୁ ହୋଇଥାଏ । ଅର୍ଥାତ ସଂମ୍ପର୍ଣ୍ଣ ମାର୍କ 600 ରୁ ଯଦି 300 ମାର୍କ କିମ୍ବା 359 ମଧ୍ୟରେ ରଖେ ତେବେ ଛାତ୍ରଟି ଗ୍ରେଡ୍ C ବୋଲି ଧରାଯାଏ ।

Result

ସେହି ପରି ଯଦି କାହାର 50 ପ୍ରତିଶତ ରୁ କମ୍ ରହିଥାଏ ତେବେ ତାହାକୁ D ଗ୍ରେଡ୍ ଦିଆଯିବ । ସେହି ପରି ସେହି ପରି 33 ପ୍ରତିଶତ ରୁ କମ୍ କିମ୍ବା ଅଧିକ ରହିଥିଲେ। ମାନେ 198 ରୁ 239 ମଧ୍ୟରେ ମାର୍କ ରଖିଥିଲେ E ଗ୍ରେଡ୍ ରେ ଗଣାଯିବ । ଏବଂ ଏହାକୁ ଫେୟାର ବୋଲି ଧରାଯିବ । ତେବେ ଏହା ଥିଲା ପିଲା ଛାତ୍ର ଛାତ୍ରୀ ଙ୍କୁ ନେଇ ସୂଚନା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *