ତାରା ତାରିଣୀ ସିରିଏଲ ଛାଡିଲା ପରେ ଏବେ କେମିତି ଅଛନ୍ତି ମୋହନା ବା ଛନ୍ଦିତା

Actress Chandita

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଜବର୍ଦୋସ୍ତ ଅଭିନେତ୍ରୀ ଛନ୍ଦିତା ଙ୍କୁ ଆପଣ ମାନେ ଭଲ ଭାବେ ଜାଣି ଥିବେ ତେବେ ତାରାତାରିଣୀ ସିରିଏଲ ରେ ଛନ୍ଧିତା ଙ୍କର ନେଗେଟିଭ୍ ଅଭିନୟ କୁ ଲୋକ ମାନେ ଆଜି ଯାଏ ଭୁଲି ନାହାଁନ୍ତି , ଏହା ପୂର୍ବରୁ ଆପଣ ମାନେ ଛନ୍ଦିତା ଙ୍କୁ ତାରା ତାରିଣୀ ସିରିଏଲ ରେ ଅଭିନୟ କରୁ ଥିବାର ଦେଖୁ ଥିବେ ।

ତାରାତାରିଣୀ ସିରିଏଲ ରେ ବି ତାଙ୍କୁ ମୋହନା ଚରିତ୍ର ରେ ବହୁତ ସାରା ଭଲ ପାଇବା ମିଳଇ ଥିଲା , ହେଲେ ଆପଣ ମାନେ ଏହି କଥା ବି ଜାଣି ଥିବେ ଗତ କିଛି ଦିନ ପୂର୍ବ ରୁ ଛନ୍ଦିତା ଏହି ତାରାତାରିଣୀ ସିରିଏଲ କୁ ଛାଡି ଦେଇ ଥିଲେ ଏବଂ ବର୍ତମାନ ସମୟ ରେ ଏହି ସିରିଏଲ ଟି ବି ବନ୍ଦ ହୋଇଜାଇଛି , ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବାକୁ ଚାହିଁବୁ କି ଏହି ସିରିଏଲ ଟି ଛାଡିବା ପରେ ବର୍ତମାନ ସମୟ ରେ ଛନ୍ଦିତା ମୋଡେଲିଂ କରୁ ଥିବାର ନଜର ଆସିଛନ୍ତି ।

Chandita

ଏବଂ ଏହା ସହିତ ସହିତ ସେ କିଛି ଆଲମ୍ବମ୍ ରେ କାମ କରୁ ଥିବାର ନଜର ଆସିଛନ୍ତି ସେମିତି ରେ ଆଗାମୀ ଦିନ ରେ ଆପଣ ମାନେ ନିଶ୍ଚିତ ଭାବେ ତାଙ୍କୁ ଏକ ନୂଆ ସିରିଏଲ ରେ ଦେଖିବା ପାଇଁ ପାଇ ଯିବେ , ସେମିତି ରେ ଛନ୍ଦିତା ଏକ ଇଣ୍ଟର୍ଭ୍ୟୁରେ କହିଥିଲେ କି ସେ ବହୁତ ଦିନ ହେଲା କାମ କରି ଥିବା ବେଳେ ବର୍ତମାନ ସମୟ ରେ ସେ କିଛି ଦିନ ରେଷ୍ଟ ନେବାକୁ ଚାହାଁନ୍ତି ବୋଲି ।

ସେହି ପରି କ୍ଷେତ୍ର ରେ ସେ ବର୍ତମାନ ସମୟ ରେ ତାରା ତାରିଣୀ ସିରିଏଲ ରୁ ରେଷ୍ଟ ନେଇ ଥିବା ବେଳେ ଆଗାମୀ ଦିନ ରେ ପୁଣି ଥରେ ଅଭିନୟ ଦୁନିଆଁ କୁ ଫେରିବେ ବୋଲି କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *