ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ପୁଣି ଆସିଲା ଆଉ କିଛି ବଡ଼ ଖବର, ସବୁ Students ମାନଙ୍କ ପାଇଁ ସରକାର କରିଲେ ଏମିତି ଘୋଷଣା, ଶୀଘ୍ର ଦେଖନ୍ତୁ

school2

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆଉ କିଛି ବଡ ଖବର ଆସି ପହଁଚିଛି । ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ନିହାତି ଜରୁରୀ ଅଟେ । ତେବେ ଆପଣ ମାନେ ଜାଣିଥିବେ ବର୍ତମାନ ସମୟ ରେ 11 ଦିନିଆ ଗ୍ରୀଷ୍ମ ଛୁଟି ସରିଜାଇଛି । ଏବଂ ବର୍ତମାନ ସମୟ ରେ ସ୍କୁଲ ମଧ୍ୟ ଖୋଲିଜାଇଛି । ପିଲା ମାନଙ୍କ କ୍ଲାସ୍ ମଧ୍ୟ ଖୋଲିଜାଇଛି । ତେବେ ଏହି ମଧ୍ୟରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସିଛି ବଡ ଖବର ।

ତେବେ ବନ୍ଧୁଗଣ ଏବେ ରାଜ୍ୟ ରେ ପିଲା ମାନଙ୍କ ଛୁଟି ଖୋଲିବା ସହିତ କ୍ଲାସ୍ ରୁମ୍ ପାଠ ପଢା ମଧ୍ୟ ଆରମ୍ଭ ହୋଇଜାଇଛି । ଏବେ ସ୍କୁଲ ଦିନ 10.00 ଟା ରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ । ସେହି ପରି ସ୍କୁଲ ରେ 9.30 ରୁ 4.30 ପର୍ଯ୍ୟନ୍ତ ସ୍କୁଲ ରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ରହିବେ । ବର୍ତମାନ ସମୟ ରେ ସ୍କୁଲ ଖୋଲିବା ପୂର୍ବରୁ କିଛି ଗାଇଡଲାଇନ ଜାରି କରିଛି ଗଣଶିକ୍ଷା ବିଭାଗ ।

school Staff

ତେବେ ପିଲା ମାନଙ୍କ ପାଠ ପଢା ଯେମିତି ସ୍ୱଭାବିକ ହେବ 2022-23 ର ପାଠ ପଢା ଯେମିତି ଠିକ୍ ଭାବେ ପରିଚାଳନା ହେବ ସେହିଥି ପାଇଁ ପ୍ରଧାନ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷୟତ୍ରୀ ମାନଙ୍କୁ ଅଧିକ ଦାୟୁତ୍ୱ ଦିଆଜାଇଛି । ସଠିକ୍ ଭାବେ ଏକାଡେମି କ୍ୟାଲେଣ୍ଡାର କୁ ପ୍ରସ୍ତୁତ କରାଯିବ । ଯେମିତି ଏହି ଶିକ୍ଷା ବର୍ଷ 2023 ମାର୍ଚ୍ଚ ମାସ ମଧ୍ୟରେ ଶେଷ ହେବ ତାହାକୁ ନେଇ ଯୋଜନା ପ୍ରସ୍ତୁତ କରିବେ ।

ତେବେ ପାଠ୍ୟ ପୁସ୍ତକ ସହିତ ଅନ୍ୟାନ ସାମଗ୍ରୀ ଯେମିତି ସମସ୍ତ ଙ୍କ ନିକଟରେ ପହଁଚିବ ପ୍ରଧାନ ଶିକ୍ଷକ ମାନେ ଏହାର ଦାୟୁତ୍ୱ ନେବେ ବୋଲି ଶିକ୍ଷା ବିଭାଗ ସୂଚନା ଦେଇଛି । ତେବେ ସ୍କୁଲ ର ପ୍ରଥମ ଦିନ ରେ ହିଁ ପ୍ରଧାନ ଶିକ୍ଷକ ସମସ୍ତ ଶିକ୍ଷକ ଙ୍କ ସହିତ ବୈଠକ କରି ଟେବୁଲ , ଲେସନ , ପ୍ଲାନ , ଏବଂ ନୋଟ ଆଦି ପ୍ରସ୍ତୁତ କରିବେ । ସେହି ପରି ପ୍ରଥମ ରୁ ତୃତିୟ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ଲାଗି FLN ଏବଂ ଚତୁର୍ଥ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ LP ବହି କୁ ପାଠ୍ୟ ପୁସ୍ତକ ସହିତ ଦିଆଯିବ ।

school

ସେହି ପରି ପାଠ୍ୟ ପୁସ୍ତକ ସହିତ ଅନ୍ୟାନ ସାମଗ୍ରୀ ଗୁଡିକ ଅନ୍ୟ ନିକଟ ରେ ପହଁଚିଯିବ । ଏବଂ ଏହାକୁ ପ୍ରଧାନ ଶିକ୍ଷକ ମାନେ ଦାୟୁତ୍ୱ ନେବେ । ତେବେ ସେହି ପରି NT ଟେଷ୍ଟ ରେ କମ୍ ମାର୍କ ରଖିଥିବା ପଲା ମାନଙ୍କ ଉପରେ ସଂମୃକ୍ତ ବିଷୟ ର ଶିକ୍ଷକ ମାନେ ଅଧିକ ପରିମାଣ ରେ ଗୁରୁତ୍ୱ ଦେବେ।

ଯେଉଁ ପିଲା ମାନେ ଭଲ ପଦର୍ଶନ କରିଥିଲେ । ସେମାନଙ୍କ ପାଇଁ କ୍ରିଏଟିଭ ୱାର୍କିଂ , କୁଇଜ୍ , ବକୃତା ପରି କାର୍ଯ୍ୟକ୍ରମ କରାଜାଇ ଜ୍ଞ୍ୟନ ବୃଦ୍ଧି କରାଯିବ । ସବୁ ସମୟ ରେ ଏବେ ପ୍ରଧାନ ଶିକ୍ଷକ ମାନେ କ୍ଲାସ୍ ର ସୁପର ଭିଜନ କରିବାର ଦେଖାଦେବେ । ତେବେ ବନ୍ଧୁଗଣ ଏହା ଥିଲା ପିଲା ମାନଙ୍କ ପାଇଁ କିଛି ଗୁରୁତ୍ୱ ପୂର୍ଣ୍ଣ ଖବର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *