ଆଜି ପୁଣି ପ୍ରବଳ ମେଘ ଢାଳିବ ଏହି ୧୪ ଜିଲ୍ଲାରେ,ପ୍ରବଳ ରୁ Rainfal ହେବ,ଏହି ଜିଲ୍ଲା ପାଇଁ ୟଲୋ ସତର୍କତା ଜାରିକଲେ ପାଣିପାଗ ବିଭାଗ…ଦେଖନ୍ତୁ Video

rain

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ବନ୍ଧୁଗଣ ବର୍ତମାନ ସମୟ ରେ ସାରା ଓଡିଶା ର ବଭିନ୍ନ ସହର ମାନଙ୍କରେ ମୌଶୁମୀ ବାୟୁ ପ୍ରବେଶ କରିସାରିଛି । ଏହିଥି ପାଇଁ ବର୍ତମାନ ସମୟ ରେ ସାରା ରାଜ୍ୟ ରେ ବର୍ଷା ହେବାର ସମ୍ଭବନା ରହିଛି । ତେବେ ମିଳିଥିବା ସୂଚନା ଅନୁସାରେ ସାରା ରାଜ୍ୟ ରେ ଆଗାମୀ କିଛି ଦିନ ରେ ସଂମ୍ପର୍ଣ୍ଣ ମୌଶୁମୀ ବାୟୁ ପହଁଚିଯିବ । ଏବଂ ସମସ୍ତ ଅଞ୍ଚଳ ରେ ବହୁତ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ।

ପାଣିପାଗ ବିଭାଗ ରୁ ମିଳିଥିବା ସୂଚନା ଅନୁସାରେ ପ୍ରାୟ 14 ଗୋଟି ଜିଲ୍ଲା କୁ ଅଧିକ ରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ସେମିତି ରେ ଆପଣ ମାନେ ଜାଣିଥିବେ କିଛି ଦିନ ତଳେ ନିଅଁଟିଆ ବର୍ଷା ହୋଇଥିବା ବେଳେ । ବର୍ତମାନ ସମୟ ରେ ହେଉଥିବା ବର୍ଷା କାରଣ ରୁ ପୂରଣ ହୋଇଜାଉଛି । ଏହିଥି ପାଇଁ ବର୍ତମାନ ସମୟ ରେ ପାଣିପାଗ ବିଭାଗ ପକ୍ଷ ରୁ 14 ଗୋଟି ଜିଲ୍ଲା କୁ ସତର୍କ ସୂଚନା ଜାରି ହୋଇଥିଲା ।

rains

ତେବେ ବନ୍ଧୁଗଣ ଆମେ ଯେଉଁ 14 ଗୋଟି ଜିଲ୍ଲା ବିଷୟ ରେ ଏଠାରେ କହୁଛୁ ସେହି ଜିଲ୍ଲା ଗୁଡିକ ହେଲା ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂପୁର, ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ମୟୁରଭଞ୍ଜ, କୋରାପୁଟ ଓ ମାଲକାନଗିରି ଜିଲ୍ଲା ରେ ଅଧିକ ରୁ ଅଧିକ ପରିମାଣ ରେ ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ଏହା ପାଇଁ ପାଣିପାଗ ବିଭାଗ ପକ୍ଷ ରୁ ଏହି ସବୁ ଜିଲ୍ଲା କୁ ୟୋଲ ୱାର୍ଣ୍ଣିଂ ଜାରି କରିବା ସହିତ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି । ସେହିଥି ପାଇଁ ଏହି ସବୁ ପରିସ୍ଥିତି ର ମୁକାବିଲା କରିବା ପାଇଁ ସମସ୍ତ ଜିଲ୍ଲା ମାନଙ୍କରେ ସ୍ୱତନ୍ତ୍ର ଟିମ୍ ଗଠନ କରାଜାଇ ଥିବା ବେଳେ ସବୁ ଜିଲ୍ଲା ପାଳ ମାନଙ୍କୁ ସ୍ଥିତି ର ମୁକାବିଲା ପାଇଁ ସୂଚନା ଦିଆଜାଇଛି । ଅଧିକ ବର୍ଷା ହେବାର ଥିବା ସ୍ଥାନରେ ଲୋକ ମାନଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଜାଉଛି ।

 

ସେହି ପରି ଏହି ଜିଲ୍ଲା ମନଙ୍କର ସ୍ଥାନିୟ ପ୍ରଶାସନ ମାନଙ୍କୁ ଏହି ସ୍ଥିତିର ସଂମ୍ପର୍ଣ୍ଣ ମୁକାବିଲା କରିବା ପାଇଁ ନିର୍ଦ୍ଧେଶ ଦିଆ ଜାଇଛି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ପୁଣି ଥରେ ସୂଚନା ଦେଉଛି ଯେ ବର୍ତମାନ ସମୟ ରେ ସାରା ଓଡିଶା ର ବଭିନ୍ନ ସହର ମାନଙ୍କରେ ମୌଶୁମୀ ବାୟୁ ପ୍ରବେଶ କରିସାରିଛି । ଏହାକୁ ନେଇ ରାଜ୍ୟ ରେ 14 ଗୋଟି ଜିଲ୍ଲା କୁ ସତର୍କ ସୂଚନା ଜାରି ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *