ଧିରେ ଧିରେ ଫିଟୁଛି ଗୁମର – ଏହି ଲୋକ ପ୍ରକୃତ ଦୋଷି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଚାନକ ଏମିତି ସିରିଲେ ଅଭିନେତ୍ରୀ ରଶ୍ମୀରେଖା ଙ୍କ ଆ-ତ୍ମ-ହ-ତ୍ୟା କୁ ନେଇ ଦୁଃଖରେ ଭାଙ୍ଗି ପଡିଛି ପରିବାର । ସବୁଠି ପ୍ରଶ୍ନବାଚି ସୃଷ୍ଟି ହେଉଛି ଯେ ଏତେ ଭଲ ଅଭିନେତ୍ରୀ ଏମିତି ଜୀବନରେ କେରିୟର ରେ ଏତେ ସକଶେଷ ପାଇବା ପରେ କଣ ପାଇଁ ସେ ଅଚାନକ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ, କଣ ଲଭ ପାଇଁ ସେ ଆ-ତ୍ମ-ହ-ତ୍ୟା କରିଛନ୍ତି, କଣ ସ୍ୱାମୀ କିମ୍ବା ପ୍ରେମୀକ ପାଇଁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି ।

ଯଦିଓ ଏ ସମ୍ପର୍କରେ କିଛିବି ସ୍ପଷ୍ଟ ଭାବରେ ଜଣା ପଡିନି କିନ୍ତୁ ରଶ୍ମୀରେଖା ଙ୍କ ଆ-ତ୍ମ-ହ-ତ୍ୟା କରିବା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି ତାଙ୍କର ପରିବାର ସଦସ୍ୟ ମାନେ । ତେବେ ଆସନ୍ତୁ ଜାଣିନେବା ସମ୍ପୂର୍ଣ୍ଣ ଖବର ବିଷୟରେ ସେଥିପାଇଁ ଆପଣ ମାନେ ଆମ ପୋଷ୍ଟ କୁ ଶେଷ ଯାଏ ପଢ଼ନ୍ତୁ ନିଶ୍ଚୟ ଜାଣି ପାରିବେ ।

Rashmi

ବନ୍ଧୁଗଣ କେମିତି କହିବ କହ ଧାରାବାହିକରେ ରଶ୍ମୀରେଖା ଙ୍କର ଏକଣ୍ଟିଂ କୁ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି, ଏହି ଧାରାବାହିକ ରେ ସେ ଅତି ପରିଚିତ ରହିଥିବା ବେଳେ ବର୍ତମାନ ସମୟ ରେ ତାଙ୍କର ଆ-ତ୍ମ-ହ-ତ୍ୟା କୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଜାଉଛନ୍ତି ।

ତେବେ ରଶ୍ମୀରେଖା ତାଙ୍କର ମୃ-ତ୍ୟୁ ପାଇଁ କାହାକୁ ବି ଦାୟି କରି ନାହାଁନ୍ତି ଏବଂ ଏହି କଥା ସେ ସୁସାଇଟ ନୋଟ ରେ ମଧ୍ୟ ଲେଖିଛନ୍ତି । ତେବେ ବର୍ତମାନ ସମୟରେ ରଶ୍ମୀରେଖା ର ମୃ-ତ୍ୟୁ ଖବରକୁ ନେଇ ସମସ୍ତେ ଦୁଖଃ ରେ ମର୍ମାହତ ହୋଇଥିବାର ଦେଖିବା ପାଇଁ ମିଳିଛି ।

Rashmi Rekha

ତେବେ ବନ୍ଧୁଗଣ ଆମ ତରଫ ରୁ ରଶ୍ମିରେଖା ଓଝା ଙ୍କୁ ତାଙ୍କର ଅମର ଆତ୍ମା ର ଶାନ୍ତି ପାଇଁ ଜଗନ୍ନାଥ ଙ୍କ ପାଖରେ ପ୍ରାଥନା କରୁଛୁ । ଆଉ ଆଶା କରୁଛୁ ଆପଣ ମାନେ ବି ତାଙ୍କର ଅମର ଆତ୍ମା ର ଶାନ୍ତି ପାଇଁ ଜଗନ୍ନାଥ ଙ୍କ ପାଖରେ ପ୍ରାଥନା କରନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *