ବଡ଼ ଖୁସି ଖବର ଛାତ୍ରଛାତ୍ରୀ ମାନଙ୍କ ପାଇଁ | 17 ତାରିଖରୁ ବଡ ନିୟମ

school

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଲାଗି ଆସୁଛି ଆଉ କିଛି ବଡ ଖୁସି ଖବର। ଏନେଇ ମଧ୍ୟ ସରକାର ନିଜେ ଘୋଷଣା କରି ଜାରି କରିଛନ୍ତି। ପୁଣି ମଧ୍ୟ ଛାତ୍ରଛାତ୍ରୀଙ୍କୁ ମିଳିବାକୁ ଯାଉଛି ଟଙ୍କା ଆଉ ଏହା ଛଡା ସ୍କୁଲ ଛୁଟିକୁ ନେଇ କଣ ରହିଛି ସଂପୂର୍ଣ୍ଣ ଖବର ଆସନ୍ତୁ ନଜର ପକାଇବା। କରୋନା ପାଇଁ ଗତ ଦୁଇ ବର୍ଷ ରେ ପିଲାମାନେ ହରାଇଥିବା ଶିକ୍ଷାକୁ ପୁଣି ପଢିବେ।

ତେବେ ନୂଆ ସହ ସେମାନଙ୍କୁ ପୂରୁଣା ପାଠ ଶିକ୍ଷା ଦିଆଯିବ। ଏମିତି ଲକ୍ଷ୍ୟ ନେଇ ବିଦ୍ୟାଳୟ ଗଣ ଶିକ୍ଷାମନ୍ତ୍ରୀ ବ୍ରିଜ୍ କ୍ରୋସ୍ ତିଆରି କଲେ। ଏଥିପାଇଁ ସରକାର ଗ୍ରୀଷ୍ମ ଛୁଟିକୁ ବାତିଲ ମଧ୍ୟ କଲେ। ତେବେ ସରକାର ଘୋଷଣା କଲେ ଏହି ଛୁଟି ଭିତରେ ପିଲାକୁ ପୂରୁଣା ପାଠ ପଢାଯିବ। ଏବେ ଡହଡହ ଖରାରେ ପିଲାମାନେ ସ୍କୁଲ ଆସିଲେ କିନ୍ତୁ ଯେଉଁ ଲକ୍ଷ୍ୟ ନେଇ ଗ୍ରୀଷ୍ମ ଛୁଟି ବାତିଲ କରାଗଲା ତାହା ଏଯାଏଁ ପୂରଣ ହୋଇପାରିଲା ନାହିଁ।

school

ତେବେ ଏପଟେ ସ୍କୁଲ ମଧ୍ୟ ଛୁଟି ଘୋଷଣା ହୋଇଯାଇଛି ଯାହାକି ଆସନ୍ତା ୧୭ ତାରିଖରୁ ପୁଣି ଖୋଲିବ ସ୍କୁଲ। ତେଣୁ ସ୍କୁଲ ର ପୁର୍ନଉଧାର ଯୋଜନା ରେ ମିସକୋସ୍ ହୋଇଥିଲା। ତେବେ ବିଭାଗ ପକ୍ଷରୁ କୌଣସି ପୂର୍ବ ପ୍ରସ୍ତୁତି କରାଯାଇନଥିଲା। ଏଥିପାଇଁ କରାଯାଉଥିବା ସ୍ୱତନ୍ତ୍ର ବି ଛପା ଯାଇନଥିଲା। ତେବେ ଗ୍ରୀଷ୍ମ ଛୁଟି ବାତିଲ କରାଯାଇ ସ୍କୁଲ ଗୁଡିକରେ ନିର୍ଦ୍ଦେଶ ଦିଆଗଲା ଯେ ମେ ୨ ରୁ ୪ ପର୍ଯ୍ୟନ୍ତ ପିଲାଙ୍କୁ ବ୍ରିଜ୍ କ୍ରୋସ୍ ର ପାଠ ପଢାଯିବ।

ତେବେ ଆସନ୍ତା ୧୭ ତାରିଖ ରୁ ପୁଣି ସ୍କୁଲ ଖୋଲିଲେ ସେତେବେଳେ ପିଲାମାନେ ନୂଆ ପାଠ ପଢିବେ ନାହିଁ ପୂରୁଣା ପାଠ ପଢିବେ ଯଦି ସରକାର ସବୁ ପ୍ରସ୍ତୁତି କରି ଗ୍ରୀଷ୍ମ ଛୁଟି ପୂର୍ବରୁ ଏହି ବହି ଛପାଇ ପିଲାଙ୍କୁ ବାଣ୍ଟିଥାନ୍ତେ ତେବେ ମେ ମାସରେ ପୂରୁଣା ପାଠ ପଢା ହୋଇଥାନ୍ତା। ତେବେ ଯୋଜନା ବି ସଫଳ ହୋଇଥାନ୍ତା। ହେଲେ ବିଭାଗର ତରବରିଆ ନିଷ୍ପତ୍ତି ଯୋଗୁଁ ବ୍ରିଜ୍ କ୍ରୋସ୍ ର ଯୋଜନା ଫେଲ୍ ମାରିଲା ବୋଲି ଅଭିଭାବକ ମାନେ କହିଛନ୍ତି।

school

ତେବେ ଖୁବ୍ ଶୀଘ୍ର ବହିଗୁଡ଼ିକ ସ୍କୁଲ ରେ ପହଞ୍ଚିବ କେବଳ ଖରାଛୁଟି ରେ ପାଠ ପଢାହେବନି ବର୍ଷତମାମ ଏହି ପାଠ ପଢା ଚାଲିବ ବୋଲି ଗଣଶିକ୍ଷାମନ୍ତ୍ରୀ ସୂଚନା ଦେଇଚନ୍ତି। ଏପଟେ ଅନୁସୂଚିତ ଜନଜାତି ଅନୁସୂଚିତ ଜାତିଙ୍କ ପାଇଁ ବଢିଛି ପ୍ରିମେଟ୍ରିକ୍ ଛାତ୍ର ବୃଦ୍ଧି । ବାଳକଙ୍କ ପାଇଁ ୭୫୦ ଟଙ୍କା ରୁ ୯୫୦ ଟଙ୍କା ବଢିଥିବା ବେଳେ ବାଳିକା ମାନଙ୍କ ପାଇଁ ୮୦୦ ଟଙ୍କା ରୁ ୧୦୦୦ ଟଙ୍କା ବୃଦ୍ଧି ପାଇଁଛି। ତେବେ ଛାତ୍ର ବୃଦ୍ଧି ପାଇଁ ବାର୍ଷିକ ବ୍ୟୟ ଅଟକଳ ୪୯୦ କୋଟି ଟଙ୍କ ହେବା ଜଣାପଡିଛି।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *