General knowledge ଉପରୁ kiss କରାଯାଏ, ମଝିରୁ ଧରାଯାଏ ,ତଳୁ ନିଆଁ ଲଗାଯାଏ ତାହା କଣ ? ଦମ୍ ଅଛି ତ ପ୍ରଶ୍ନର ଉତ୍ତର ଦିଅ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଆପଣ ମାନେ ନିଶ୍ଚିତ ଭାବେ ଏହି କଥା କୁ ଜାଣି ଥିବେ କି ଆଜିର ଦିନ ରେ ଇଣ୍ଟରଭ୍ୟୁ ମାନଙ୍କ ରେ କେତେ ପରିମାଣ ରେ ଷ୍ଟ୍ରୀଟ୍ ହେଉଛି । ତେବେ ସେମିତି କ୍ଷେତ୍ର ରେ ପିଲା ମାନଙ୍କୁ ଆହୁରୀ ବି ପାଗଳ କରି ଦେଉଛି । ଆଜିର ସମୟ ର ଅଡୁଆ ପ୍ରଶ୍ନ ତେବେ ସେମାନେ ବହୁତ ସମୟ ରେ ଇଣ୍ଟର୍ଭିୟୁ ରେ ସଠିକ୍ ଉତ୍ତର ଦେଇ ପାରୁ ନ ଥିବା କାରଣ ରୁ ସେମାନେ ବହୁତ ଅସୁବଧା ର ସମ୍ମଖୀନ ହୋଇ ଥାନ୍ତି । ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି।

ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଆଜି ଆପଣ ମାନଙ୍କ ପାଇଁ କିଛି ନଲେଜବୁଲ ସେମିତି ହିଁ ପ୍ରଶ୍ନ ବିଷୟ ରେ କହିବା ପାଇଁ ଆସିଛୁ ଜାହାକୁ ଆପଣ ମାନେ ଜାଣିବା ଦ୍ୱାରା ଆପଣ ମାନଙ୍କ ଜ୍ଞ୍ୟାନ ବଢିବା ସହିତ ଆପଣ ମାନେ ନିଶ୍ଚିତ ଭାବେ ଇଣ୍ଟର୍ଭିୟୁ ରେ ପାସ୍ ହୋଇ ପାରିବେ । ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଜାଣିବା ।

1. ପୃଥିବୀର ଦୀର୍ଘତମ ପ୍ରଣାଳୀ?
ଏହାର ସଠିକ୍ ଉତ୍ତର ହେଲା ମାଲବକା ପ୍ରଣାଳୀ
2. ପୃଥିବୀର ପ୍ରଶସ୍ତତମ ପ୍ରଣାଳୀ?
ଏହାର ସଠିକ୍ ଉତ୍ତର ହେଲା ଗୋବାମ୍ବିଜ ପ୍ରଣାଳୀ
3. ପୃଥିବୀର ଗଭୀରତମ ହ୍ରଦ?
ଏହାର ସଠିକ୍ ଉତ୍ତର ହେଲା ବୈକାଲ ।

question

4. ପୃଥିବୀର ବୃହତ୍ତମ ନଦୀ?
ଏହାର ସଠିକ୍ ଉତ୍ତର ହେଲା ଆମାଜନ ।
5. ପୃଥିବୀର ଦୀର୍ଘତମ ନଦୀ?
ଏହାର ସଠିକ୍ ଉତ୍ତର ହେଲା ନୀଳ ।

6. ପୃଥିବୀର ବୃହତ୍ତମ ପାର୍କ?
ଏହାର ସଠିକ୍ ଉତ୍ତର ହେଲା ୟେଲୋଷ୍ଟେନ ନ୍ୟାସନାଲ ପାର୍କ ।
7. ପୃଥିବୀର ବୃହତ୍ତମ ମରୁଭୂମି?
ଏହାର ସଠିକ୍ ଉତ୍ତର ହେଲା ସାହାରା ।
8. ପୃଥିବୀର ବୃହତ୍ତମ ବନ୍ଧ?
ଏହାର ସଠିକ୍ ଉତ୍ତର ହେଲା ଗ୍ରାଣ୍ଡ କେନିୟନ ।

qustiiom

9. ବାହାଘର ପରେ ଝିଅ ମାନଙ୍କର କେଉଁ ଜିନିଷ ଛୋଟ ହୋଇଯାଏ?
ଏହାର ସଠିକ୍ ଉତ୍ତର ହେଲା ଆଶା ।
10. ଉପରୁ kiss କରାଯାଏ, ମଝିରୁ ଧରାଯାଏ ,ତଳୁ ନିଆଁ ଲଗାଯାଏ ତାହା କଣ ?
ଏହାର ସଠିକ୍ ଉତ୍ତର ହେଲା ଚାହା ।
11. ପୃଥିବୀର ବୃହତ୍ତମ ମହାଦେଶ?
ଏହାର ସଠିକ୍ ଉତ୍ତର ହେଲା ଏସିଆ ।

12.ପୃଥିବୀର ବୃହତ୍ତମ ମହାସାଗର?
ଏହାର ସଠିକ୍ ଉତ୍ତର ହେଲା ପ୍ରଶାନ୍ତ ମହାସାଗର ।
13. ପୃଥିବୀର ଗଭୀରତମ ମହାସାଗର?
ଏହାର ସଠିକ୍ ଉତ୍ତର ହେଲା ପ୍ରଶାନ୍ତ ମହାସାଗର ।
14. ପୃଥିବୀର ଲାବଣତମ ସାଗର?
ଏହାର ସଠିକ୍ ଉତ୍ତର ହେଲା ମୃତ ସାଗର ।
15. ପୃଥିବୀର ବୃହତ୍ତମ ଦ୍ବୀପ?
ଏହାର ସଠିକ୍ ଉତ୍ତର ହେଲା ଗ୍ରୀନଲ୍ୟାଣ୍ଡ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *