ମିଥୁନ {ରଜ ସଂକ୍ରାନ୍ତି} ଆଜି ଠାରୁ ରବି ଚଳନ 7ଟି ରାଶିରେ ଖୁସିର ବର୍ଷା 5ଟି ରାଶି ପାଇଁ ସାବଧାନ

12 rasi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମିଥୁନ ସଂକ୍ରାନ୍ତି ବା ରଜ ସଂକ୍ରାନ୍ତି । ଏହି ରଜ ସଂକ୍ରାନ୍ତି ରେ ସୂର୍ଯ୍ୟ ବୃଷ ରାଶିରୁ ମିଥୁନ ରାଶିକୁ ଗୋଚର କରିବେ । ସୂର୍ଯ୍ୟ ଙ୍କର ଏହି ଗୋଚର ଆଜିଠାରୁ ଏକ ମାସ ପର୍ଯ୍ୟନ୍ତ କଣ ସବୁ ପ୍ରଭାବ ରହିବ ସୂର୍ଯ୍ୟ ଙ୍କର ଏହି ଗୋଚର ସୂର୍ଯ୍ୟ ଙ୍କର ବୃଷ ରାଶିରୁ ମିଥୁନ ରାଶିକୁ ଆସିବା ଆପଣହ୍କ ରାଶିପାଇଁ କଣ ସବୁ ଶୁଭ ରହିଛି ଏବଂ କେଉଁ ବିଷୟ ପ୍ରତି ଆପଣଙ୍କୁ ସାବଧାନ ରହିବାକୁ ପଡିବ ସେହି ବିଷୟରେ ଆମେ ଆପଣଙ୍କୁ ଜଣେଇବୁ । ତେବେ ଆସନ୍ତୁ ଜାଣିନେବା ସେହି ସବୁ ରାଶି ମାନଙ୍କ ବିଷୟରେ ସେଥିପାଇଁ ଆମ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ନିଶ୍ଚୟ ଜାଣି ପାରିବେ ।

ମେଷ ରାଶି । ମେଷ ରାଶିର ବ୍ୟକ୍ତି ବିଶେଷ ପାଇଁ ବ୍ୟବସାୟରେ ଉନ୍ନତି ହେବ ବନ୍ଧୁ ସହଯୋଗ ପ୍ରାପ୍ତ ହେବ କୌଣସି ଶୁଭ ସମାଚାର ପାଇ ପାରନ୍ତି, ଯେଉଁ ବି କ୍ଷେତ୍ରରେ ଆପଣ କିଛି ଅପେକ୍ଷା ରେ ରହିଛନ୍ତି ସେହି କ୍ଷେତ୍ରରେ ଆପଣ କିଛି ଶୁଭ ଫଳା ଫଳ ମିଳିପାରେ ଏବଂ ନୂତନ ଗୃହ ନିର୍ମାଣର ସୁଯୋଗ ଆସିବ, ଯାନ ବାହାନ କର୍ୟ କରି ପାରନ୍ତି ।

ବୃଷ ରାଶି । କର୍ମ କ୍ଷେତ୍ରରେ କିଛି ହାନି ହେବାର ସମ୍ଭାବନା ରହୁଅଛି, ବ୍ୟବସାୟରେ ଅତ୍ୟଧିକ ପରିଶ୍ରମ ଦ୍ୱାରା ସାମାନ୍ୟ ଉନ୍ନତି ହୋଇପାରେ ଏହି ସମୟ ମଧ୍ୟରେ ଅର୍ଥାତ୍ ଏହି ଆସିଥିବା ଏକ ମାସ ମଧ୍ୟରେ ଆପଣ ବ୍ୟବସାୟରେ ଯଦି କୌଣସି ବଡ଼ ଧରଣ ର ନିବେଶ ବା ନିଷ୍ପତି ନେବାକୁ ଚାହୁଁଛନ୍ତି, ତ ଏହି କାର୍ଯ୍ୟ କୁ ଆପଣ ସ୍ତଗିତ ରଖନ୍ତୁ,ଏବଂ ଯଦି ପାରୁଛନ୍ତି ତ ଜୁଲାଇ ମାସର ଏକ ତାରିଖ ପର ଠାରୁ ହିଁ ଆପଣ କୌଣସି ନିବେଶ କରି ପାରନ୍ତି ଏହା ଦ୍ୱାରା ଆପଣଙ୍କୁ ଲାଭ ପ୍ରାପ୍ତ ହେବ ।

astrolog

ମିଥୁନ ରାଶି । ବ୍ୟବସାୟରେ ସଫଳତା ମିଳିବ, ମାନସମ୍ମାନ ବୃଦ୍ଧି ପାଇବ, କୌଣସି ନିର୍ଦିଷ୍ଟ ବ୍ୟକ୍ତିଙ୍କ ସହଯୋଗ ଦ୍ୱାରା ଆପଣ ଅଧିକ ରୁ ଅଦିକ ଉପକୃତ ହେବେ । ଶରୀରରେ ସାମାନ୍ୟ ଅସୁସ୍ଥ ରହିଲେ ବି ସେତେଟା ଚିନ୍ତା ଜନକ ହେବ ନାହିଁ, ଆର୍ଥିକ ଅଭାବ କିଛି ଦେଖା ଦେଇପାରେ ସେଥିପାଇଁ ଆପଣ ନିଜର ଖର୍ଚ୍ଚ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ।

କର୍କଟ ରାଶି । ଅତ୍ୟାଧିକ ପରିଶର୍ମ ଦ୍ୱାରା କାର୍ଯ୍ୟରେ ସଫଳତା ମିଳିବ ବନ୍ଧୁ ସହଯୋଗ ପ୍ରାପ୍ତ ହେବ, ବଦେଶ ଗମନ ର ସୁଯୋଗ ଆସୁଅଛି, ମାନସିକ ଅସାନ୍ତି କିଛି ବଢିପାରେ , ସଞ୍ଚୟ ଅଧିକ କରି ଖର୍ଚ୍ଚ କମ କରନ୍ତୁ ନିଚେତ ହୋଇରାଣ ହୋଇପାରନ୍ତି ।

ସିଂହ ରାଶି । ଏହି ରାଶିର ଲୋକମାନେ ଆଗାମୀ ସମୟରେ ଅନେକ କିଛି ଶୁଭ କାର୍ଯ୍ୟର ଆରମ୍ଭ କରିବାକୁ ଯାଉଛନ୍ତି।ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ସେମାନଙ୍କ ଉପରେ ରହିବ। ଏହା ବ୍ୟତିତ ସେମାନେ ଆଗାମୀ ସମୟରେ ଅନେକ ସଫଳତା ପାଇବେ। ସେମାନଙ୍କ ପାଖରେ ଧନର ମଧ୍ୟ କୌଣସି ଅଭାବ ଦେଖା ଯିବନାହିଁ।

କନ୍ୟା ରାଶି । ଏହି ରାଶିର ଲୋକ ମାନଙ୍କ ଜୀବନରେ ଆଗାମୀ ସମୟରେ ଅନେକ ପରିବର୍ତ୍ତନ ଆସିବ ସେମାନେ ଅନେକ ସ୍ଥାନରେ ପ୍ରଶଂଶିତ ହେବେ ସେମାନେ ଯାହା ମଧ୍ୟ କରିବେ କିମ୍ବା ଯାହା ମଧ୍ୟ ଉପଦେଶ ଦେବେ ଏହାକୁ ସମସ୍ତେ ଅନୁସରଣ କରିବେ ଏହା ବ୍ୟତିତ ସେମାନଙ୍କ ଜୀବନରେ ସମସ୍ତ ସମସ୍ୟାର ସମାଧାନ ମଧ୍ୟ ବହୁତ ଜଲ୍ଦି ହୋଇଯିବ।

Astrology

ତୁଳା ରାଶି । ଏହି ରାଶିର ଲୋକଙ୍କ ପାଇଁ ମଧ୍ୟ ଆଗାମୀ ସମୟ ବହୁତ ଶୁଭମୟ ହେବ। ଏହା ସହିତ ସେମାନେ ଅନେକ ନୂତନ କାର୍ଯ୍ୟର ଆରମ୍ଭ ମଧ୍ୟ କରିବେ। ତେବେ ସେମାନେ ଯେଉଁ ନୂଆ କାର୍ଯ୍ୟର ଆରମ୍ଭ କରିବେ ସେହି ସମସ୍ତ କାର୍ଯ୍ୟରେ ସେମାନେ ନିଶ୍ଚୟ ଭାବରେ ସଫଳତା ପାଇବେ।ଏହା ସହିତ ସେମାନଙ୍କ ଜୀବନରେ କୈଣସି ପ୍ରକାରର ମଧ୍ୟ ସମସ୍ୟା ଦେଖାଯିବ ନାହିଁ ।

ବିଛା ରାଶି । ଏହି ରାଶିର ଲୋକଙ୍କ ଜୀବନରେ ମଧ୍ୟ ଆଗାମୀ ସମୟରେ ଅନେକ କିଛି ଶୁଭ ଫଳ ମିଳିବାକୁ ଯାଉଛି।ତେବେ ସେମାନଙ୍କ ପରିବାର ଲୋକ ସେମାନଙ୍କୁ ସମସ୍ତ କାର୍ଯ୍ୟରେ ସମର୍ଥନ କରିବେ।ଏହା ସହିତ ଚାକିରି ଓ ବ୍ୟବସାୟ ସହିତ ଯୋ଼ଡିତ ସବୁ ସମସ୍ୟାର ସମାଧାନ ସେମାନେ ନିଜେ କରି ଦେବେ।

ଧନୁ ରାଶି । ଆପଣଙ୍କୁ ପରିବାରର ସହଯୋଗ ମିଳିବ । ଆପଣଙ୍କ ଘରକୁ ନୂଆ ଅତିଥି ଆସିପାରନ୍ତି । ଆପଣଙ୍କ ବୈବାହିକ ଜୀବନ ଭଲ ରେ ବିତିବ । ଛାତ୍ରଛାତ୍ରୀ ମାନେ ପାଠ ପଢ଼ାରେ ମନ ନିବେଶ କରିବେ । ଆପଣଙ୍କୁ ବାହାରୁ ବିଭିନ୍ନ ଚାକିରୀର ପ୍ରସ୍ତାବ ଆସିବ । ଏହା ଭଲ ଅଟେ । ଆପଣଙ୍କୁ ଆୟର ବିଭିନ୍ନ ନୂଆ ସୁଯୋଗ ମିଳିବ ।

Astrology

ମକର ରାଶି । ମକର ରାଶି ବ୍ୟକ୍ତି ମାନେ ବହୁତ ଖୁସି ପୂର୍ଣ୍ଣ ରହିବେ, ଖାସ୍ କରି ଯେଉଁ ବ୍ୟକ୍ତି ମାନଙ୍କର ବ୍ୟପାର ରହିଛି ସେମାନଙ୍କୁ ଭଲ ଲାଭ ମିଳିବାର ଯୋଗ ବନୁଛି, ଆପଣଙ୍କୁ ଆଗାମୀ ସମୟରେ ଧନ ସମ୍ପଦର ସମସ୍ତ ସମସ୍ୟ ଦୂର ହେବ ଏବଂ କାର୍ଯ୍ୟ ଖେତ୍ରରେ ଆପଣଙ୍କୁ ସମ୍ମାନନିତ କରା ଜାଇ ପାରେ ।

କୁମ୍ଭ ରାଶି । କୁମ୍ଭ ରାଶିର ବ୍ୟକ୍ତିମାନେ ଯେକୈଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ସେମାନେ ସଫଳତା ହାସଲ କରିବେ, ଆପଣ ଏହି ସମୟ ମଧ୍ୟରେ ଅନେକ କିଛି ସଫଳତା ଦେଖି ପାରିବେ । ଏହି ମାସଟି ଅର୍ଥାତ୍ ଏହି ମିଥୁନ ମାସଟି ଆପଣଙ୍କ ପାଇଁ ବହୁତ ଆନନ୍ଦ ଦାୟକ ରହିବାର ଅଛି । ଏବଂ ଆପଣ କୌଣସି ବି ନୂଆ ଯୋଜନାରେ ସଫଳତା ନିଶ୍ଚୟ ପାଇବେ ।

ମୀନ ରାଶି । କୌଣସି ସାମାଜିକ କାର୍ଯ୍ୟରେ ଆପଣ ଭାଗ ନବାର ଆପଣଙ୍କୁ ସୁଯୋଗ ମିଳିପାରେ ବ୍ୟବସାୟରେ ଅର୍ଥହାନୀ ର ସମ୍ଭାବନା ରହୁଅଛି , ଏହି ସମୟରେ ଆପଣ କୌଣସି ନିବେଶ କରନ୍ତୁ ନାହିଁ, କିମ୍ବା ବ୍ୟବସାୟରେ କୌଣସି ପରିବର୍ତନ କରନ୍ତୁ ନାହିଁ, ଏଥି ପ୍ରତି ଆପଣ ସାବଧାନ ରୁହନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *