ପ୍ରଥମ ଥର ପାଇଁ ଦେଖାଗଲା ଭୟଭୀତ କରିଦେବା ଭଳି ଚନ୍ଦ୍ରନାଗ(Monocled Cobra), ନାଗରାଜ ଯେତିକି ଭୟଙ୍କର ତା’ର ଗର୍ଜନ ତା ଠାରୁ ଅଧିକ ଭୟଙ୍କର, ଯାହା ଆପଣଙ୍କ ନିଦ ହଜେଇଦେବ, ଦେଖନ୍ତୁ Video

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ହିନ୍ଧୁ ଧର୍ମ ରେ ନାଗ ସାପ କୁ ବହୁତ ପୈରାଣିକ ସାପ ଭାବେ ମନା ଯାଇଥାଏ । ଏହି ସାପ କୁ ଆମର ଆଗ କାଳ ରୁ ହିଁ ପୂଜା କରାଜାଇଥାଏ । ସେହି ପରି ଆମେ ମାନେ ଭଗବାନ ଶିବଙ୍କୁ ମଧ୍ୟ ଏହି ସାପ କୁ ଗଳା ରେ ଧାରଣ କରୁଥିବାର ଦେଖିବା ପାଇଁ ମିଳନ୍ତି । ବହୁତ ଲୋକ ମାନେ ଏହି ସାପ କୁ ଅସଲ ଜିବନ ରେ ଦେଖି ଥିବା ବେଳେ ବହୁତ ଲୋକ ମାନେ ଏହାକୁ ସୋସିଆଲ ମିଡିଆ ମାଧ୍ୟମ ରେ ଦେଖିଥିବେ ।

ଏହି ସାପ ସବୁ ସାପ ଠାରୁ ଭିନ୍ନ ହୋଇଥିବା ବେଳେ ଏହି ସାପ ବହୁତ ବିଶାକ୍ତ ହୋଇଥାଏ । ସେମିତି ରେ ବନ୍ଧୁଗଣ ଯଦି ନାଗ ସାପ କାକୁ ଚୋଟ ମାରିଦେଲା ତେବେ ସେହି ମଣିଷ କିଛି ମିନିଟ ମଧ୍ୟରେ ହିଁ ନିଜର ପ୍ରାଣ ହରେଇ ଥାଏ । ସେମିତି ରେ ଏହି ସାପ ର ଏକ ଭିଡ଼ିଓ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବା ପାଇଁ ମିଳିଛି କି ଏକ ଚନ୍ଦ୍ର ନାଗ ସାପ କୁ ଉଦ୍ଧାର କରାଜାଉଛି ।

naga

ତେବେ ଏହି ବିଷୟ ରେ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହି ଚନ୍ଦ୍ର ନାଗ ସାପ ଅନ୍ୟ ନାଗ ଠାରୁ ଅଲଗା ହୋଇଥାଏ । ଏହା ସବୁ ନାମ ଅପେକ୍ଷା ବହୁତ ଫୁର୍ତିଲା ହୋଇଥାଏ । ତେବେ ବନ୍ଧୁଗଣ ଜଣେ ନାଗ ଧରାଳି ଏହି ସାପ କୁ ଧରିବା ପାଇଁ ଏକ ସ୍ଥାନ କୁ ଯାଉଥିବାର ଦେଖିବା ପାଇଁ ମିଳୁଛି। ଏବଂ ସେଠାରୁ ଏହି ବ୍ୟକ୍ତି ଜଣଙ୍କ ଚନ୍ଦ୍ର ନାଗ କୁ ଉଦ୍ଧାର କରିବା ପାଇଁ ଯାଉଛି ।

ଜାହା ଏକ ସ୍କୁଲ ର ପୁରୁଣା ଷ୍ଟୋର ରୁମ୍ ଅଟେ ଯେଉଁ ଠାରେ ସାପ ଟି ବାରମ୍ଭାର ଗର୍ଜନ କରୁଥିବା ବେଳେ ଚୋଟ ମାରିବା କୁ ମଧ୍ୟ ଚେଷ୍ଟା କରିଥାଏ । ହେଲେ ଶେଷ ରେ ଏହି ସାପ ଧରାଳି ଟି ଏହି ଚନ୍ଦ୍ର ନାଗକୁ ଉଦ୍ଧାର କରୁଛନ୍ତି । ଜାହା ଆପଣ ମାନେ ଏହି ପୋଷ୍ଟ ରେ ଦେଖିବାକୁ ପାଇବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *