Naveen ଙ୍କ ପାଇଁ ଅଡୁଆ, ଏବେ କେଉଁ କୂଳର ହେବେ ନବୀନ ? ଦେଖନ୍ତୁ ଏହି Special Report

Naveen

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମିଳିଥିବା ସୂଚନା ଅନୁସାରେ BJD ସରକାର ଏବେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଅଡୁଆରେ ପଡିଛନ୍ତି । କାହାକୁ ସୋପର୍ଟ କରିବ ଦଳ ତାହା ନେଇ ନିସ୍ପତି ହୋଇ ପାରୁ ନାହିଁ । BJP କୁ ବିରୋଧ କରିବାକୁ ମନା ଏବଂ ଏପଟେ କେନ୍ଦ୍ର କୁ ଖପା କରିବାକୁ ଡର । କାହିଁକି ଶେଷ ମୂହୁର୍ତ୍ୱ ରେ ନିସ୍ପତି ନେବେ ନବୀନ ।

ସେମିତି ରେ ବନ୍ଧୁଗଣ ନବିନ ପଟ୍ଟନାୟକ ସଠିକ୍ ସମୟ ରେ ସଠିକ୍ ନିସ୍ପତି ନିଅନ୍ତି ବୋଲି ତାଙ୍କ ଦଳର ନେତା କୁହନ୍ତି । ମାତ୍ର ବିଜେଡି ସୁପ୍ରିମୋ ଶେଷ ମୂହୁର୍ତ୍ୱ ରେ ନିସ୍ପତି ନିଅନ୍ତି । ଏମିତି କାହିଁକି ହୁଏ ତାହା ଭିନ୍ନ କଥା ରାଷ୍ଟ୍ରପତି ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇସାରିଥିଲେ ସୁଧା BJD କାହାକୁ ସୋପର୍ଟ କରିବ ସେହି କାର୍ଡ ଏବେ ସୁଧା ଖୋଲିନାହିଁ ।

Naveen

NDA ସପକ୍ଷ ରେ ସମର୍ଥନ ହାସଲ କରିବା ଲାଗି BJP ନବିନ ଙ୍କ ସହିତ କଥା ବାର୍ତ୍ତା କରିବା ଲାଗି ଅଶ୍ୱନୀ ବୈଷ୍ନବ ଙ୍କୁ ଦାୟୁତ୍ୱ ଦେଇଛି । ସେପଟେ କଂଗ୍ରେସ ମଧ୍ୟ ସେହି ସମାନ କାରଣ ପାଇଁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ ଙ୍କୁ ଆଗକୁ ଆଣିଛି । ଏହି ଦୁଇ ନେତା ନିଜ ନିଜ ସ୍ଥରରେ ନବିନ ଙ୍କ ସହିତ କଥା ହେଉଛନ୍ତି । ହେଲେ ନବିନ ଏଠାରେ ନିସ୍ପତି ନେଇ ପାରୁ ନାହାଁନ୍ତି ।

କେନ୍ଦ୍ର ସରକାର ଙ୍କ ବିରୋଧ ରେ ଜାଇ ନବିନ ରାଷ୍ଟ୍ରପତି ପଦ ଲାଗି ପିଏ ସାଙ୍ଗାମା ଙ୍କୁ ସୋପର୍ଟ କରି ସାରିଛନ୍ତି । ଅବସ୍ୟ ସେତେ ବେଳେ କେନ୍ଦ୍ର ରେ କଂଗ୍ରେସ ସରକାର ଥିଲା । ହେଲେ ବର୍ତମାନ ସମୟ ରେ ଅନେକ କ୍ଷେତ୍ର ରେ BJD କେନ୍ଦ୍ରରେ BJP କୁ ସପୋର୍ଟ କରୁଛି ।

Ashwini Vaishnaw

ସଂସଦ ରେ ବିିଭିନ୍ନ ବିଲ ଠାରୁ ଆରମ୍ଭ କରି ରାଜ୍ୟ ସଭା ପ୍ରାର୍ଥି ଭାବେ ଅସ୍ୱନୀ ବୈଷ୍ନବ ଙ୍କ ପ୍ରତି ଟି କଥାରେ ମୋଦି ସାହା ଯୋଡି ସହିତ ନବିନ ହଁ ଭରୁଛନ୍ତି । ମାତ୍ର ରାଷ୍ଟ୍ରପତି ନିର୍ବାଚନ ବେଳକୁ ସେ ମାତ୍ର ରାଷ୍ଟ୍ରପତି ସମର୍ଥନ ବେଳକୁ NDA ନା UPA କାହା ସପକ୍ଷ କୁ ଯିବେ ତାହା ନେଇ ମୁହଁ ଖୋଲି ନାହାଁନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *