ବିବାହ ପରେ ଏହି ଅଙ୍ଗ ବଡ଼ କାହିଁକି ହେଇଯାଏ ଜାଣନ୍ତୁ କାରଣ

women

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେତେବେଳେ ଝିଅଟି ବିବାହ କରେ ସେତେବେଳେ ତାର ପତଳା ଶରୀର ହୋଇଥାଏ କିନ୍ତୁ, ବିବାହ ପରେ ତାଙ୍କ ଶରୀର ରେ ଚର୍ବି ଧିରେ ଧିରେ ବଢିଥାଏ । କେବଳ ଏତିକି ନୁହେଁ ସେମାନେ ଜାଣନ୍ତି ନାହିଁ ଯେତେବେଳେ ସେମାନେ ମୋଟା ହୁଅନ୍ତି କାହିଁକି ଏବଂ ଯେତେବେଳେ ସେମାନଙ୍କର ଓଜନ ବଢେ ସେମାନେ ଏହାକୁ ହ୍ରାସ କରିବାକୁ ଇଚ୍ଛା କରନ୍ତି, ତେବେ ଆସନ୍ତୁ ଜାଣିବା ବିବାହ ପରେ ଝିଅର ଓଜନ କାହିଁକି ବଢିଥାଏ ସେଥିପାଇଁ ଆପଣ ମାନେ ଆମ ପୋଷ୍ଟକୁ ଶେଷ ଯାଏ ନିଶ୍ଚୟ ପଢନ୍ତୁ ।

ତେବେ ଯେତେବେଳେ ଝିଅଟି ବିବାହ କରେ ତାଙ୍କୁ ଅନେକ ସମୟରେ ପାର୍ଟି, କାର୍ଯ୍ୟ ଏବଂ ସମ୍ପର୍କିୟ ଘରକୁ ଯିବାକୁ ପଡେ ଯେଉଁ କାରଣ ରୁ ସେ ଅତ୍ୟଧିକ ଚର୍ବି ଏବଂ ଅନିୟମତା ହେତୁ ନିଜର ଓଜନ ବଢାନ୍ତି ।

women

ଏହା ସାଙ୍ଗରେ ବିବାହ ପରେ ଝିଅ ମାନେ ନିଜ ପ୍ରତି ବହୁତ ଅସାବଧାନତା ହୁଅନ୍ତି ଯେକୌଣସି ସମୟରେ ଖାଇ ଦିଅନ୍ତି ଏବଂ ତାଙ୍କର କୌଣସି ବ୍ୟୟାମ ଏବଂ ନିତ୍ୟକର୍ମ ନଥାଏ ଯେଉଁଥି ପାଇଁ ତାଙ୍କ ଓଜନ ଧିରେ ଧିରେ ବଢିବାକୁ ଲାଗେ ।

ନିଜ ବଷୟରେ ଅବହେଳା ହେତୁ ସେମାନଙ୍କର ଓଜନ ବଢିବା ଆରମ୍ଭ କରେ, ଅଧିକାଶଂ ମହିଳା ବିବାହ ପରେ ସେମାନଙ୍କର ଫିଟନେଶ୍ ପ୍ରତି ଧ୍ୟାନ ଦିଅନ୍ତି ନାହିଁ ବିଶେଷ ଭାବରେ ମହିଳା ମାନେ ଗର୍ଭ ଧାରଣ ପରେ ମଧ୍ୟ ସେମାନଙ୍କର ଫିଟନେଶ୍ ପ୍ରତି ଧ୍ୟାନ ଦିଅନ୍ତି ନାହିଁ ଯାହା କାରଣ ରୁ ଯେଉଁ କାରଣ ରୁ ଓଜନ ବଢିଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *