E-Shram Card:ଈ-ଶ୍ରମ କାର୍ଡଧାରୀ ଲାଭବାନ, ମିଳୁଛି ଦୁଇ ଲକ୍ଷ ଟଙ୍କାର ଲାଭ!

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କୋରୋନା ଭାଇରସ ମହାମାରୀରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଶିଳ୍ପପତି ମାନଙ୍କୁ ମଧ୍ୟ ଅନେକ କ୍ଷତି ସହିବାକୁ ପଡ଼ିଛି । ଯାହାକୁ ପୂରଣ କରିବା ପାଇଁ ବର୍ତ୍ତମାନ ଲୋକମାନେ ପାଦରୁ ମସ୍ତକ ଯାଏ ପରିଶ୍ରମ କରୁଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଲୋକମାନଙ୍କୁ ଏଥିରେ ସାହାଯ୍ୟ କରୁଛନ୍ତି । ସୂଚନା ଅନୁସାରେ ଯଦି ଆପଣ ଇ-ଶ୍ରମ ପୋର୍ଟାଲ ଯୋଜନାରେ ଜଡ଼ିତ ଅଛନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ ବହୁତ୍ ଜରୁରୀ ଅଟେ ।

ଆଜିକାଲି ଇ-ଶ୍ରମ କାର୍ଡଧାରୀ ଙ୍କ ଉପରେ ସରକାର ବହୁତ ଦୟାଳୁ ହଉଛନ୍ତି । ଇ-ଶ୍ରମ କାର୍ଡ ଧାରୀଙ୍କୁ ସରକାର 500 ଟଙ୍କା ପ୍ରତି ମାସକୁ ଦେବା ସହିତ ଆହୁରି ଅନେକ ସୁବିଧା ଦେଉଛନ୍ତି। ଯାହାର ଲାଭ ଆପଣ ମଧ୍ୟ ଉଠାଇ ପାରିବେ । ଯଦି ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ଇ-ଶ୍ରମ କାର୍ଡ ବନେଇ ନାହାନ୍ତି, ତେବେ ଆପଣଙ୍କୁ ଅତି ଶୀଘ୍ର ଏହାକୁ ବନେଇବାର ଜରୁରୀ ।

ଇ-ଶ୍ରମ କାର୍ଡ ଦ୍ଵାରା ଶ୍ରମିକ ଓ କର୍ମଚାରୀମାନଙ୍କୁ ଆର୍ଥିକ ସାହାଯ୍ୟ ଦିଆଯାଉଛି । ଦେଶରେ ଅସଂଗଠିତ କ୍ଷେତ୍ରରେ ଥିବା କର୍ମଚାରୀମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବାପାଇଁ ସରକାର ଏହି ସ୍କିମର ଆରମ୍ଭ କରିଛନ୍ତି। ଇ-ଶ୍ରମ କାର୍ଡ ଧାରୀଙ୍କୁ କିସ୍ତି ଛଡ଼ା 2 ଲକ୍ଷ ଟଙ୍କାର ଏକ ବିଶେଷ ସୁବିଧା ଦିଆଯାଉଛି ।

shram card

ଏହିଥିରେ ଆପଣ ମାନଙ୍କୁ ମିଳୁଥିବା ସୁବିଧା ବିଷୟ ରେ ଜାଣି ରଖନ୍ତୁ ।
କେନ୍ଦ୍ର ସରକାର ଙ୍କ ଇ-ଶ୍ରମ କାର୍ଡଧାରୀଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତରେ 2 ଲକ୍ଷ ଟଙ୍କା ବୀମା ମିଳୁଛି । ଏହି ବୀମା କଭର ପାଇଁ ଶ୍ରମିକ ଓ କର୍ମଚାରୀ ମାନଙ୍କୁ କୈଣସି ପ୍ରକାର ପ୍ରିମିୟମ ଭରିବାକୁ ପଡିବ ନାହିଁ । ଏହି ବୀମା କଭରର ଲାଭ ଶ୍ରମିକ ମାନଙ୍କୁ କିଛି ଖାସ୍ ପରିସ୍ଥିତିରେ ହିଁ ମିଳିଥାଏ ।

ବୀମା କଭର ଅନ୍ତର୍ଗତରେ ଯଦି କୌଣସି କର୍ମଚାରୀ ବିକଳାଙ୍ଗ ହେଇଯାଆନ୍ତି, ତେବେ ଏହି ପରିସ୍ଥିତିରେ ତାଙ୍କୁ 1 ଲକ୍ଷ ଟଙ୍କାର ଲାଭ ଦିଆଯାଏ। ପ୍ରକାଶ ଥାଉ ଯେ, ଆପଣ ଶ୍ରମ ପୋର୍ଟାଲ eshram.gov.in କୁ ଯାଇ ସହଜରେ ନିଜର ଇ-ଶ୍ରମ କାର୍ଡ ବନେଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *