ଚାଲିବା ବନ୍ଦ ହୋଇଯିବ ପେଟ୍ରୋଲ ଗାଡି ।

Delhi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଦ୍ୟୁଷଣ କୁ ନେଇ ଦିଲ୍ଲୀ ସରକାର ଙ୍କ ବଡ ନିସ୍ପତି ଡିଜେଲ ଦ୍ୱାରା ପରିଚାଳିତ ଗାଡି ଉପରେ ଲାଗିଲା କଟକଣା । ଏହି ପ୍ରଦ୍ୟୁଷଣ ରୁ ମୁକୁଳିବା ପାଇଁ ଦିଲ୍ଲୀ ସରକାର ଏହି ଭଳି ନିସ୍ପତି ନେଇଛନ୍ତି । ଅକ୍ଟୋବର ମାସ ଠାରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ଡିଜେଲ ଚାଳିତ ଗାଡି ଉପରେ କଟକଣା ଜାରି କରିଛନ୍ତି ।

ଦିଲ୍ଲୀ ସରକାର ଙ୍କର ଏହି ନିସ୍ପତି କୁ ପରିବହନ ଏବଂ ବ୍ୟବସାୟି ଦୁଖଃ ପ୍ରକାଶ କରିଛନ୍ତି । ଦିଲ୍ଲୀ କୋର୍ଟ ଟ୍ରାନ୍ସପୋର୍ଟ ଅଦକ୍ଷ ଦିଲ୍ଲୀ କୁ ଦୈନିକ ଦେଢ ଲକ୍ଷ ଡିଜେଲ ଚାଳିତ ଗାଡି ଦୈନିକ ଦିଲ୍ଲୀ କୁ ଆସୁଛି । ଯଦି ଏହି ବାହାନ ଗୁଡିକ ବନ୍ଦ କରି ଦିଆଯିବ । ତେବେ ସେମାନଙ୍କ ବ୍ୟବସାୟ ଉପରେ ମଧ୍ୟ ପ୍ରଭାବ ପଡିବ ।

Diesel vehicles

ଏହା ସହିତ ପରିବହନ ସେକ୍ଟେର ରେ କାର୍ଯ୍ୟରତ ଶ୍ରମିକ ବେରୋଜଗାର ହୋଇଯିବେ । ଅନ୍ୟ ପଟେ ପରିବହନ ସଂସ୍ଥା ମାନେ ପ୍ରଶ୍ନ ଉଠାଇଛନ୍ତି । ପ୍ରଦ୍ୟୁଷଣ କାରଣ ରୁ କେବଳ ଡିଜେଲ ରେ ପରିଚାଳିତ ଗାଡି ଉପରେ ସରକାର ନଜର ରଖୁଛନ୍ତି । କିନ୍ତୁ ପ୍ରଦ୍ୟୁଷଣ ହେବାର କାରଣ ନିର୍ମାଣ କାମ ଏବଂ କଳକାରଖାନା ସରକାର ଏହା ଉପରେ କଣ ପାଇଁ ଦୃଷ୍ଟି ଦେଉ ନାହାଁନ୍ତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ତେବେ ସେମିତି ରେ ବର୍ତମାନ ସମୟ ରେ ଦିଲ୍ଲୀରେ ଅଧିକ ରୁ ଅଧିକ ତମ ପ୍ରଦ୍ୟୁଶଣ ବଢୁଥିବା ବେଳେ ସରକାର ଙ୍କ ଦ୍ୱାରା ଏହି ପରି ନିସ୍ପତି ଚୁଡାନ୍ତ ରୋଲ ନିଭେଇ ବୋଲି ଆଶା କରାଜାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *